Latest Odisha News

BREAKING NEWS

Browsing Tag

fraud

ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଭାସୁ ଭଗନାନୀ ଏବଂ OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ମଧ୍ୟରେ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ଭାସୁ ଭଗନାନୀ ନେଟଫ୍ଲିକ୍ସ ବିରୋଧରେ ୪୭ କୋଟି ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି। ସେପଟେ ନେଟଫ୍ଲିକ୍ସ ମଧ୍ୟ ଭାସୁଙ୍କ ବିରୋଧରେ ପାଲଟା ଅଭିଯୋଗ…

୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି ଅଭିଯୋଗ

ପୁରୀ: ମତ୍ସ୍ୟଜୀବୀଙ୍କ ନାଁରେ ଜାଲିଆତି । ଡଙ୍ଗା, ଇଞ୍ଜିନ୍, ଜାଲ ଆଦି କିଣିବା ପାଇଁ ଋଣ କରାଯାଇଛି ହେଲେ ମତ୍ସ୍ୟଜୀବୀ କିଛି ଜାଣି ନାହାନ୍ତି । ୨୦୧୩ ମସିହାରୁ ଏଭଳି ହୋଇଥିବା ଅଭିଯୋଗ କରିଛି ସାଗରପୁତ୍ର ମତ୍ସ୍ୟଜୀବୀ ସୋସାଇଟି । ପ୍ରାୟ ୯୦୦ ମତ୍ସ୍ୟଜୀବୀଙ୍କ ନାଁରେ ଏଭଳି ଋଣ ଜାଲିଆତି…

ଦୋକାନ ଘର ଦେବା ନାଁରେ ୯ ଲକ୍ଷ ଠକେଇ, ରିଅଲ ଇଷ୍ଟେଟ ସଂସ୍ଥାର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱକ: ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲୁ) ଓଡ଼ିଶା ହୋମ୍ସ ଓ କମର୍ସିଆଲ୍ସ ପ୍ରା.ଲି.ର ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ, ସରୋଜଙ୍କ ସଂସ୍ଥା ଭୁବନେଶ୍ୱର ଅଶୋକନଗରରେ ଦୋକାନ ଘର ଯୋଗାଇ ଦେବା ଲାଗି ବ୍ୟବସାୟୀଙ୍କ ଠାରୁ ୯ କୋଟି ଟଙ୍କା ନେଇଥିଲା ।…

ଅନଲାଇନ୍ ଟ୍ରେଡିଂ ଫ୍ରଡ୍, ବାଲେଶ୍ୱରରୁ ୨ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର: ଅର୍ଥନୈତିକ ଅପରାଧ ଶାଖା (EOW) ଗୁରୁବାର ୨ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱରର ୩୦ ଜଣଙ୍କ ଠାରୁ ଉଭୟ ଅନଲାଇନ୍ ଟ୍ରେଡିଂ ନାଁରେ ପ୍ରାୟ ୪ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଗିରଫ ଦ୍ୱୟ ରିପନ କୁମାର ଜେନା ଓ ଅନୁପମ ପ୍ରଧାନ ବୋଲି ଜଣାପଡ଼ିଛି । ଗିରଫ ରିପନ ଜେନା…

ସୁନା ଦୋକାନରେ ଚାକିରି ଦେବା ନାଁରେ ବର୍ଷା ନେଇଛନ୍ତି ୩୦ ହଜାର, ଏତଲା ଦେଲେ ମହିଳା

ଭୁବନେଶ୍ୱର: ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ହୋଇଛି । ଅଭିନେତ୍ରୀ ବର୍ଷାଙ୍କ ସହ ଆୟୁଷୀ ପ୍ରିୟଦର୍ଶିନୀ ଓ ଜଣେ ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛନ୍ତି ଅଭିଯୋଗକାରିଣୀ । ସହିଦନଗର ଥାନାରେ ହୋଇଥିବା ଏତଲା ପ୍ରକାରେ,…

ନକଲି ଆରଟିଓ ଏଜେଣ୍ଟ ଦେଉଥିଲେ ଡ୍ରାଇଭିଙ୍ଗ ଲାଇସେନ୍ସ

କୋରାପୁଟ : ନିଜକୁ ଆରଟିଓ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଦେଉଥିଲେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ l କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ଏଭଳି ଘଟଣା ନଜରକୁ ଆସିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟ ଗ୍ରାମର  ମୋହେନ୍ଦ୍ର ଖେମୁଡୁ ବୋଲି ଜଣାପଡ଼ିଛି l…

ଚାଲିଛି ଫେଷ୍ଟିଭ୍ ସିଜିନ୍ ସେଲ୍‌, ଅର୍ଡର୍ କଲେ ମିଳୁଛି ଇଟା ଓ ନଟ୍ ବୋଲ୍ଟ

ଭୁବନେଶ୍ୱର: ବର୍ତ୍ତମାନ ଏକାଧିକ ଅନ୍‌ଲାଇନ୍ ଇ-କମର୍ସ ସାଇଟ୍ ଫେଷ୍ଟିଭ୍ ସିଜିନ୍ ସେଲ୍ ଆରମ୍ଭ କରିଛନ୍ତି । ଲୋକେ ବି ମନଲୋଭା ଦେଖି ଅଫର ଦେଖି ଆକର୍ଷିତ ହୋଇ ସପିଂ କରିବାରେ ଲାଗିପଡିଛନ୍ତି । ହେଲେ ଲୋଭନୀୟ ଅଫର କିଛି ଲୋକଙ୍କ ମନ ଖଟା କରିଦେଇଛି । ନିକଟରେ କିଛି ସୋସିଆଲ୍ ମିଡିଆ ୟୁଜର୍ସ…

ଠକାଠକିର ସମୟ

ଅନ୍ୟକୁ ଠକିଦେବାକୁ ଅନେକଙ୍କୁ ଭଲ ଲାଗୁଥିଲେ ମଧ୍ୟ ନିଜେ ଠକି ହେବାକୁ କିନ୍ତୁ କାହାକୁ ବି ଭଲ ଲାଗେନି । ଆମର ଧାରଣା, ଚାଲାକ ଲୋକମାନଙ୍କୁ କେହି ଠକି ପାରିବେନି ବରଂ ବେଳ ପଡିଲେ ସେଇ ଚାଲାକ ଲୋକମାନେ ଆପଣା ଚାଲାକିପଣରେ ଅନ୍ୟମାନଙ୍କୁ ଅତି ସହଜରେ ବୋକା ବନେଇ ଠକି ଦେଇ ପାରିବେ । ମଜା କଥା…

କୋଟିପତି ମହିଳା କିରାଣୀ ନିଲମ୍ବିତ

ନବରଙ୍ଗପୁର: ସାଧାରଣ ଜନତାଙ୍କଠାରୁ ରାଜସ୍ୱ ଭାବେ ସରକାର ଆଦାୟ କରୁଛନ୍ତି କୋଟିକୋଟି ଟଙ୍କା । ସେହି ରାଜସ୍ୱ ଟଙ୍କାକୁ ହରିଲୁଟ୍ କରି ମାଲାମାଲ୍ ହେଉଛନ୍ତି କିଛି ଅସାଧୁ ସରକାରୀ କର୍ମଚାରୀ । ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଏଭଳି ଅଭିଯୋଗ ସାରା ଓଡିଶାରେ ଚହଳ ସୃଷ୍ଟି କରିଛି । ଡାବୁଗାଁ…