ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଶାର ଦୁଇ ବ୍ୟକ୍ତି ଗରିଫ
ଥାନେ: ମହାରାଷ୍ଟ୍ରରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଓଡ଼ିଶାର ଦୁଇ ବ୍ୟକ୍ତି। ସେମାନଙ୍କ ନିକଟରୁ ୧୬.୬୮ ଲକ୍ଷ ଟଙ୍କା ମୂଲ୍ୟର ୩୭.୩୯ କିଲୋଗ୍ରାମ ଗଞ୍ଜେଇ ଜବତ କଲା ଥାନେ ପୋଲିସ। ଏନେଇ ଥାନା ଅଧିକାରୀ ସୋମବାର ସୂଚନା ଦେଇଛନ୍ତି।
ସୂଚନା ମୁତାବକ ଭିୱଣ୍ଡି ଅଞ୍ଚଳର ଅଞ୍ଜୁରଫାଟ-ଭସାଇ…