Latest Odisha News

BREAKING NEWS

Browsing Tag

Ganja

ରାଜଧାନୀରୁ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ନିକଟସ୍ଥ ବରବାରି ବସ୍ତିରେ ଚଢାଉ କରି ପୋଲିସ ପ୍ରାୟ ୩୮ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ନୟାଗଡ ଜିଲ୍ଲାର ପ୍ରଫୁଲ୍ଲ ଜେନା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ପ୍ରଫୁଲ୍ଲର ଘରେ…

ପାଣିକୋଇଲି ନିକଟରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ କୁ ମିଳିଛି ବଡ଼ ସଫଳତା । ପାଣିକୋଇଲି ଟୋଲ ଗେଟ୍ ନିକଟରୁ ୧ କୁଇଣ୍ଟାଲ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । କଟକ ପଟୁ କଲିକତା ଅଭିମୁଖେ ଯାଉଥିବା ଏକ କାରରୁ ଜବତ ହୋଇଛି ଏହି ଗଞ୍ଜେଇ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ପୋଲିସ ୨…

ମାଲକାନଗିରିରୁ ଜବତ ହେଲା ୧୬୫ କେଜିର ଗଞ୍ଜେଇ, ୨ ଅଟକ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଉଡଗୁଡା ଛକ ନିକଟରେ ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସ ପ୍ରାୟ ୧୬୫ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରଞ୍ଜିତ ସିକଦର୍ (୩୦) ଏବଂ ସୁବାସ ଖରା (୩୭) । ଉଭୟ ମାଲକାନଗିରି ଜିଲ୍ଲାର…

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ବିଭାଗ ସୋମବାର ଦିନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଖଣ୍ଡଗିରି ସ୍ଥିତ କୋଳଥିଆ ନିକଟରୁ ଜବତ କରାଯାଇଛି । ଏହି ଘଟଣାରେ…

କଟକରୁ ଜବତ ହେଲା ୩୬ କିଲୋର ଗଞ୍ଜେଇ, ୨ ଗିରଫ

କଟକ : କଟକ ଜିଲ୍ଲାର ବାଦାମବାଡି ଛକ ନିକଟରେ ଶନିବାର ଦିନ ଅବକାରୀ ବିଭାଗ ପ୍ରାୟ ୩୬ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ବାଦାମବାଡି ଅଞ୍ଚଳରୁ ଜବତ କରାଯାଇଛି ।…

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ : କଟକ ଜିଲ୍ଲାର ଲିଙ୍କ୍ ରୋଡ୍ ନିକଟରୁ ରବିବାର ସକାଳୁ ଅବକାରୀ ବିଭାଗ ପ୍ରାୟ ୩୨ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଲିଙ୍କ୍ ରୋଡ୍ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍…

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

କଟକ : କଟକ ଜିଲ୍ଲାର ମଙ୍ଗୁଳି ଛକ ନିକଟରେ ଗୁରୁବାର ଦିନ ଅବକାରୀ ବିଭାଗ ପ୍ରାୟ ୧୨୦ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଚେକ୍ ଗେଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଏକ କାର୍…