Latest Odisha News

BREAKING NEWS

Browsing Tag

Gunupur

ଗୁଣପୁର ପୌରସଂସ୍ଥା ଟେଣ୍ଡରରେ ଅନିୟମିତତା, ହାଇକୋର୍ଟରେ ପହଞ୍ଚିଲା ମାମଲା

ରାୟଗଡ଼ା: ପୂର୍ତ୍ତ ବିଭାଗର ଟେଣ୍ଡର କୋଡକୁ ବେଖାତିର୍ ଓ ଚଞ୍ଚକତା କରି ସବୁ ବେଳେ ବିବାଦ ଘେରରେ ଗୁଣପୁର ପୌରସଂସ୍ଥା । ଠିକାଦାର ନିଜର ଉଚିତ୍ ନ୍ୟାୟ ଦେବାରେ ବଞ୍ଚିତ କରୁଛନ୍ତି ଏହି ଅନୁଷ୍ଟାନ ଟେଣ୍ଡର କମିଟି । କିଛି ମୁଷ୍ଟିମେୟ ନେତା ଓ ଯନ୍ତ୍ରୀମାନଙ୍କ ଯୋଗୁଁ ନିରୀହ ଠିକାଦାର ମାନେ…

ଗୁଣୁପୁରରେ ହକି ବିଶ୍ୱ କପକୁ ଭଵ୍ୟ ସ୍ୱାଗତ: ଆଦିବାସୀ, ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ଷ୍ଟାଡିୟମ

ଗୁଣୁପୁର: ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ୨୦୨୩ କପ ରାଜ୍ୟବ୍ୟାପୀ ଜିଲ୍ଲା ଗୁଡିକରେ ବୁଲୁଛି । ଗତକାଲି ରାତି ପ୍ରାୟ ଆଠଟାରେ ଗୁଣୁପୁର ମିନି ଷ୍ଟାଡିୟମରେ ପହଞ୍ଚିଛି ପୁରୁଷ ହକି ବିଶ୍ୱ କପ୍ । ପାରଳାଖେମୁଣ୍ଡିରୁ ଗୁଣୁପୁରରେ ପହଂଚିବା ପରେ ଗୁଣୁପୁର ମିନିଷ୍ଟାଡିୟମରେ ଭବ୍ୟ ସ୍ୱାଗତ…

5T ଅଧିନରେ ଗୁଣୁପୁରର ପୁରାତନ ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବାକୁ ଦାବି

ଗୁଣୁପୁର: ରାଜ୍ୟ ସରକାର ପୁରାତନ ଧର୍ମାନୁଷ୍ଠାନ ଗୁଡ଼ିକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ 5T ଅଧିନରେ କରୁଛନ୍ତି । ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଥିବା ପୁରାତନ ଧର୍ମାନୁଷ୍ଠାନର ସୌନ୍ଦର୍ଯ୍ୟକରଣ 5T ଅଧିନରେ କରିବାକୁ ଦାବି ହୋଇଛି । ଏନେଇ ଗୁଣୁପୁର ପ୍ରେସ…

[ଭିଡିଓ] ଦୀପ ଜାଳିଦେଲା ୬ ବଖରା ଘର, ଜଣେ ଗୁରୁତର

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଂଚାୟତ ଅଧିନସ୍ତ ସୀତାପୁର ଗାଁରେ ଘରପୋଡି ଘଟଣା । ଅଗ୍ନିକାଣ୍ଡରେ ଦୁଇଟି ପରିବାର ବେସାହାରା ହୋପଡିଥିଲାବେଳେ ଜଣକର ଅବସ୍ଥା ଗୁରୁତର ରହିଛି । ଗତକାଲି ରାତିରେ ସୀତାପୁର ଗାଁର ବିଜୟ କୁଣ୍ଡିଙ୍ଗ ଓ ପାତିକା ନରେଶଙ୍କ ପରିବାର ଲୋକେ…

ବିଷମକଟକ ଡାଙ୍ଗରପୋଡା ଗାଁରେ ସ୍ୱଚ୍ଛ ପାନୀୟ ଜଳ ଭେଳିକି

ଗୁଣୁପୁର: ଗାଁ ଗହଳୀରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣକୁ ନେଇ ବାହାବା ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଙ୍ଗରପୋଡା ଗାଁରେ କିନ୍ତୁ ସାମ୍ନାକୁ ଆସିଛି କିଛି ଭିନ୍ନ ଚିତ୍ର । ଡାଙ୍ଗରପୋଡା ଗାଁରେ ରହୁଥିବା ଆଦିମ ଆଦିବାସୀଙ୍କ ପାଇଁ…

ଗୁଣୁପୁରରେ ଜାତୀୟ ସଦଭାବନା ଦିବସ ପାଳିତ

ଗୁଣୁପୁର: ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, କେନ୍ଦ୍ର ସମାଜ କଲ୍ୟାଣ ବୋର୍ଡ ନୂଆଦିଲ୍ଲୀ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଜାତୀୟ ସଦଭାବନା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ…

ତାତିଲେ ଆଦିବାସୀ: ଗୁଣପୁର ଉପଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିଲେ

ରାୟଗଡା: ଜଳ, ଜମି, ଜଙ୍ଗଲ ସମସ୍ୟାର ସମାଧାନ ଓ ରାୟଗଡ଼ା ଜିଲ୍ଲା ଗୁଡାରିଠାରେ ପାଣିଡ଼ଙ୍ଗର ପ୍ରକଳ୍ପ ନିର୍ମାଣ ଭଳି ୧୪ ଦଫା ଦାବିରେ ତାତିଲେ ଆଦିବାସୀ । ପ୍ରତିବାଦରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଧସେଇ ପଶିଲେ ଆନ୍ଦୋଳନକାରୀ । ଆଜି ଶତାଧିକ ଆଦିବାସୀ ଗୁଣପୁର ନୂତନ…

ପାଣି ଗରମ କରୁଥିବା ବେଳେ ଚାଲିଗଲା ମା’-ଝିଅଙ୍କ ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସାଇନଗରରେ ଘଟିଛି ଅଭାବନୀୟ ଘଟଣା । ମା’-ଝିଅଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ତେବେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି…

ଜାଣନ୍ତୁ, ଏହି ବିଧାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଏତେ ଖୁସି

ଭୁବନେଶ୍ୱର : ନିଜ ନିର୍ବାଚନମଣ୍ଡଳୀରେ ଗ୍ରାମୀଣ ଲୋକଙ୍କ କଥା ବୁଝିବା ପାଇଁ ଘଞ୍ଚ ଜଙ୍ଗଲ ପଥ ଦେଇ ଗାଁରେ ପହଞ୍ଚିଛନ୍ତି ବିଜେଡି ବିଧାୟକ ରଘୁନାଥ ଗମାଙ୍ଗୋ । ତାଙ୍କର ଏହି ବଳିଷ୍ଠ ତଥା ସ୍ୱଚ୍ଛ ନେତୃତ୍ୱ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି ।…