Latest Odisha News

BREAKING NEWS

Browsing Tag

health tips

ମସ୍ତିଷ୍କକୁ ସୁସ୍ଥ ରଖେ ଏହି ପାଞ୍ଚଟି ଖାଦ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମସ୍ତିଷ୍କ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କାରଣ ମସ୍ତିଷ୍କ ବିନା ଶରୀର ସଠିକ୍ ଭାବରେ କାମ କରେ ନାହିଁ। ତେଣୁ ମସ୍ତିଷ୍କ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଆପଣ ପ୍ରାୟତଃ ଶୁଣିଥିବେ ଯେ ଭଲ ଭଲ ଖାଦ୍ୟ ଖାଇଲେ ସ୍ମରଣ ଶକ୍ତି ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ସହିତ…

ମୋଟାପଣ ହ୍ରାସ କରିବା ସହ ଦୃଷ୍ଟି ଶକ୍ତି ବୃଦ୍ଧି କରେ ଅଁଳା…

ଉପକାରୀ ଅଁଳା । ଅଁଳା ପାଟିକୁ ଖଟା ଲାଗେ । କିଛି ଲୋକ ଅଁଳା ଖାଇବାକୁ ପସନ୍ଦ କରିତାଆନ୍ତି ତ ଅନ୍ୟ କିଛି ଲୋକ ଅଁଳା ଖାଇବାକୁ ପସନ୍ଦ କରିନଥାନ୍ତି  । ବହୁତ ଲୋକ ପ୍ରତିଦିନ ସକାଳୁ ଅଁଳା ଖାଇବାର ଅଭ୍ୟାସ ରଖି ଥାଆନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ମହୋଷଧି ଭଳି କାମ ଦେଇଥାଏ।…

ଶୀତଦିନେ ଖାଆନ୍ତୁ ଅଦା….

ଅଦାରେ ରହିଛି ଔଷଧୀୟ ଗୁଣ । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଖାଦ୍ୟର ସ୍ୱାଦକୁ ବୃଦ୍ଧି ସହ ଅନ୍ୟାନ୍ୟ ଜିନିଷ ପାଇଁ ଆମେ ଅଦା ବ୍ୟବହାର କରିଥାଉ  । ବିଶେଷ କରି ଶୀତଦିନେ ଅଦା ସେବନ ପାଇଁ ପରାମର୍ଶ ଦିଆଯାଇଥାଏ। ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଫଳରେ ଏହା…

ତ୍ୱଚା ଚମକାଇବ ପିଜୁଳି ପତ୍ର…ଜାଣନ୍ତୁ

ପଜୁଳି ସମସ୍ତଙ୍କ ପସନ୍ଦ । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଉଭୟ ପାଇଁ ହିତକାରକ ପିଜୁଳି । କ’ଣ ଆପଣ ଜାଣିଛନ୍ତି ତ୍ୱଚା ପାଇଁ କେତେ ଉପକାରୀ ପିଜୁଳିର ପତ୍ର । ପିଜୁଳି ପତ୍ରର ବ୍ୟବହାର ଅନେକ ରୋଗକୁ ଦୂର କରିବା ପାଇଁ କରାଯାଏ। ମାତ୍ର ଏହି ପତ୍ରର ବ୍ୟବହାର ତ୍ୱଚା ପାଇଁ ମଧ୍ୟ କରିପାରିବେ।ଏହା…

ହାତର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ….

ସାଧାରଣତଃ ଶୀତଦିନେ ବିଭିନ୍ନ କାରଣରୁ ହାତର ରଙ୍ଗ କଳା ପଡିଯାଇଥାଏ। ଯେପରିକି ହାତ ରୁକ୍ଷ ହୋଇଯିବା,ମଳିନ ଦିଶିବା ପରି ଅନେକ ସମସ୍ୟା ଦେଖାଦେଇଥାଏ  । ଯାହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ। ତେଣୁ କିଛି ଘରୋଇ ସହଜ ଉପାୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆପଣ ଏହି ସମସ୍ୟାରୁ…

ୟୁରିକ ଏସିଡ୍ କମାଇବାର ଘରୋଇ ଉପଚାର: ଆପଣାନ୍ତୁ ଏହି ୫ଟି ଉପାୟ

ଭୁୂବନେଶ୍ୱର:  ବ୍ୟସ୍ତ ବହୁଳ ଜୀବନରେ ଶାରୀରିକ ସୁସ୍ଥତାକୁ ଆମେ ଅନେକ ସମୟରେ ନଜରଅନ୍ଦାଜ କରିଦେଇ ଥାଉ । ପରେ ଏଇ ସାମାନ୍ୟ ତ୍ରୁଟି ପାଇଁ ବଡ ଧରଣର ଅସୁବିଧାକୁ ସାମ୍ନା କରିଥାଉ । ଅନେକ ଶାରୀରିକ ସମସ୍ୟାକୁ ଆମେ ଘରୋଇ ଉପାୟରେ ସମାଧାନ କରିପାରିବା । ହେଲେ ଆମେ ଏହାକୁ ଗୁରୁତ୍ୱ ଦେଇ ନ ଥାଉ…

ପାଣି ସିଙ୍ଗଡ଼ା ଶରୀର ପାଇଁ ଲାଭଦାୟକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ ଅନେକ ଭଲ। ଥଣ୍ଡା ପାଗରେ ମିଳୁଥିବା ଏହି ଖାଦ୍ୟ ଅତ୍ୟନ୍ତ ଲାଭଦାୟକ। ଲୋକମାନେ ଉପବାସ ସମୟରେ ଏହା ଖାଇଥାନ୍ତି। ଖୁବ କମ୍‌ ଲୋକ ଜାଣନ୍ତି କି ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ ଖୁବ୍‌ ଭଲ। ଏହାକୁ କଞ୍ଚା ଚୋବାଇ ବା ସିଝାଇ ଖାଇ ହୁଏ।…

ଗଣ୍ଠି ଯନ୍ତ୍ରଣା ଦୂର କରେ ଘିଅ ଓ ଚିନି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ସବୁ ସମୟରେ କ୍ଳାନ୍ତ ଅନୁଭବ କରୁଛନ୍ତି କିମ୍ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଛି, ଚର୍ମର ଚମକ ହଜିଯାଉଛି, ହାଡ ଦୁର୍ବଳ ହେଉଛି, ତେବେ ଏହିପରି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘିଅ ଏବଂ ଚିନି ବ୍ୟବହାର କରନ୍ତୁ। ଏହି ଉଭୟର ମିଶ୍ରଣ ସେବନ…

କେଉଁ ବ୍ୟକ୍ତିଙ୍କ ପାଇଁ ଘିକୁଆଁରୀ ରସ ଉପଯୁକ୍ତ ନୁହେଁ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଲୋଭେରା ଅନେକ ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ। ଆଲୋଭେରା ବା ଘିକୁଆଁରୀ ଗୁଣ ବିଷୟରେ ଯଦି କହିବା ଏହାର ଅନକେ ଗୁଣ ଅଛି ଯାହା ରକ୍ତରେ ଶର୍କରା ହ୍ରାସ କରିଥାଏ। ଏହା ସହିତ ଏହି ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଅନେକ…