Latest Odisha News
Browsing Tag

Highcourt

ଜଣେ ବ୍ୟକ୍ତି ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେଇପାରିବେ ନାହିଁ : ହାଇକୋର୍ଟ  

ଭୁବନେଶ୍ୱର : ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ  । ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ । ଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ହିଁ ପ୍ଲଟ ନେଇପାରିବେ ।ଏହି…

ହାତୀମୃତ୍ୟୁ ମାମଲାରେ କଠୋର ହେଲେ ହାଇକୋର୍ଟ, ୨୦ ସୁଦ୍ଧା ସତ୍ୟପାଠ ଦେବାକୁ JTFକୁ ନିର୍ଦ୍ଦେଶ

କଟକ : ରାଜ୍ୟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି କରି ୫ଟି ବିଦ୍ୟୁତ ବିତରଣ କମ୍ପାନୀକୁ ଆଜି ନୋଟିସ ଦେଇଛନ୍ତି ହାଇକୋର୍ଟ । ଏଥିସହ ହାତୀ ମୃତ୍ୟୁ ରୋକିବାକୁ ପଦକ୍ଷେପ ସମେତ ଆକ୍ରମଣରେ ଜୀବନହାନୀ ଘଟିଲେ କ୍ଷତିପୂରଣ ସଂପର୍କରେ ଜଣାଇବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏପରିିକି ସମୟ…

କୋର୍ଟ ଭିତରେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା

ଇସଲାମାବାଦ: ପାକିସ୍ତାନର ବରିଷ୍ଠ ଆଇନଜୀବୀଙ୍କୁ ହାଇକୋର୍ଟ ଭିତରେ ଗୁଳିକରି ହତ୍ୟା । ପେଶଓ୍ବାର ହାଇକୋର୍ଟ ବାରରେ ବରିଷ୍ଠ ଆଇନଜୀବୀ ଅବଦୁଲ ଲତିଫ ଆଫ୍ରିଦିଙ୍କୁ ଗୁଳି କରି ହତ୍ୟା କଲେ ସହଯୋଗୀ । କୌଣସି କାରଣକୁ ନେଇ ସହଯୋଗୀ ଆଇନଜୀବୀ ଆଦନାନ ଆଫ୍ରିଦିଙ୍କୁ ଗୁଳି କରିଥିଲେ । ସେ ଗୁଳିମାଡରେ…

ଆଜିଠୁ ୧୭ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ୫ଦିନ ଯାଏଁ ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ଜାନୁଆରୀ ୧୭ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ପକ୍ଷରୁ…

ଆସନ୍ତା ଜାନୁଆରି ୮ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି ଜାରି ରହିବ: ହାଇକୋର୍ଟ

କଟକ: ଆସନ୍ତା ୨୦୨୧ ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ପୂର୍ବଭଳି କଟକଣା ଭିତରେ ଚାଲିବ। କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଫୁଲ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି…

ଦୁର୍ଗା ମୂର୍ତ୍ତି ଉଚ୍ଚତା; ଏହି ୯ ପୂଜା ମଣ୍ଡପକୁ ହାଇକୋର୍ଟଙ୍କ ଆଶ୍ୱସ୍ତି

କଟକ: ଓଡ଼ିଶା ହାଇକୋର୍ଟ କଟକ ସହରରେ ଆଠଟି ପୂଜା କମିଟି ଏବଂ ପୁରୀ ସହରର ଗୋଟିଏ କମିଟିକୁ ଦୁର୍ଗା ପୂଜା କରିବାକୁ ସୋମବାର ଦିନ ଅନୁମତି ଦେଇଛନ୍ତି। ଦେବୀଙ୍କ ପ୍ରତିମାକୁ ୪ ଫୁଟରୁ ଅଧିକ ଉଚ୍ଚ କରିଥିବା ୯ଟି ପୂଜା କମିଟିକୁ ଆଡଭୋକେଟ୍ ଜେନେରାଲଙ୍କ ରିପୋର୍ଟ ଆଧାରରେ ପୂଜାପାଠ କରିବାକୁ…

କଟକ ଦୁର୍ଗାପୂଜା ବିବାଦ ପ୍ରସଙ୍ଗ, ପୂଜା କମିଟି ସହ କଥା ହେବେ ଡିସିପି

କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ କଟକ ଡିସିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ମୂର୍ତ୍ତିର ଉଚ୍ଚତା ନେଇ ପୂଜା କମିଟି ସହ ଡିସିପି ଆଲୋଚନା କରିବେ । ଏନେଇ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବୈଠକରେ ନିଷ୍କର୍ସ ଜାଣିଲା ପରେ…