Latest Odisha News

BREAKING NEWS

Browsing Tag

Hirakud Dam

ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ ; ବିପଦ ସଙ୍କେତ ଉପରେ ବଢୁଛି ରାଜ୍ୟର ୫ ନଦୀ

ସମ୍ବଲପୁର: ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୁଧବାର ଦିନ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଆଉ ୬ ଟି ଗେଟ୍ ଖୋଲିଛନ୍ତି। ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ ସକାଳ ୯ ଟାରେ ଡ୍ୟାମର ଜଳ ସ୍ତର…

ହୀରାକୁଦର ୬ଟି ଗେଟ୍ ଖୋଲା, ମହାନଦୀରେ କେଉଁଠି କେତେ ଜଳସ୍ତର ? ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଜି କମିଛି ବର୍ଷା। କିନ୍ତୁ ବିଭିନ୍ନ ନଦୀର ଜଳସ୍ତର ତଥାପି ବଢ଼ିଛି। ଉପରେ ମୁଣ୍ଡରେ ବର୍ଷା ଓ ହୀରାକୁଦରୁ ଗେଟ ଖୋଲି ଥିବାରୁ ମହାନଦୀ ଜଳସ୍ତର ବଢୁଛି। ଫଳରେ ନଦୀ ଅବବାହିକା ଅଞ୍ଚଳକୁ ଜାରି ହୋଇଛି ସତର୍କ ସୂଚନା। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ୱଲପୁର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି  ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ରେ ଜଳପତ୍ତନ ନିୟନ୍ତ୍ରଣ କରିବା ଲାଗି ଆଜି ସଂଧ୍ୟାରେ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ଦୁଇଟି ଗେଟ୍‌…

୨ଟି ଗେଟ୍‌ ବନ୍ଦ କଲା ହୀରାକୁଦ ଡ୍ୟାମ

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ କମ୍ ବର୍ଷା ହେବା ପରେ ହୀରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଗୁରୁବାର ଦୁଇଟି ସ୍ଲୁଇସ୍ ଗେଟ୍‌କୁ ବନ୍ଦ କରି ଦେଇଛନ୍ତି। ବର୍ତ୍ତମାନ ବନ୍ୟା ଜଳ ଛାଡିବା ପାଇଁ ୧୨ ଟି ଫାଟକ ଖୋଲା ଅଛି। ଜଳଭଣ୍ଡାରରେ ବନ୍ୟା ଜଳର ପ୍ରବାହ ୧.୭୯୯ ଲକ୍ଷ କ୍ୟୁସେକ୍ ହୋଇଥିବାବେଳେ…

୨ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ଗେଟ୍ ଖୋଲିଲା ହୀରାକୁଦ ଡ୍ୟାମ୍ । ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ପ୍ରଥମ ପର୍ୟ୍ୟାୟରେ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ପାରମ୍ପରିକ ପୂଜାର୍ଚ୍ଚନା ପରେ ନଡିଆ ପିଟି ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହେ।ଇଛି । ୭ ଓ ୮ ନମ୍ବର ସ୍ଲୁଇସ୍ ଗେଟ୍…

ଆଜି ହୀରାକୁଦ ଡ୍ୟାମ୍ ଛାଡ଼ିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ । ଦିନ ୧୧ଟା ବେଳେ ଜଳ ନିଷ୍କାସନ ନେଇ ସମୟ ଧାର୍ୟ୍ୟ ହୋଇଛି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍ ପ୍ରଥମ ବନ୍ୟା ଜଳ ଛଡ଼ାଯିବ । ଏହାପରେ ଆଉ କେତୋଟି ଗେଟ୍ ଖୋଲାଯିବ ସେନେଇ ଡ୍ୟାମ୍ କର୍ତ୍ତୃପକ୍ଷ…

ଆସନ୍ତା ୧୧ରେ ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ

ସମ୍ବଲପୁର: ଆସନ୍ତା ୧୧ରେ ବର୍ଷର ପ୍ରଥମ ବନ୍ୟାଜଳ ଛାଡିବ ହୀରାକୁଦ ଡ୍ୟାମ୍‌। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଜୁଲାଇ ୧୧ରେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ଏକ ବିଜ୍ଞପ୍ତିରେ ଅତିରିକ୍ତ ମୁଖ୍ୟ…

ଜାନୁଆରୀରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର: ୨୦୨୧ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ହୀରାକୁଦ ଡ୍ୟାମ ଅଞ୍ଚଳରେ ଆରମ୍ଭ ହେବ ବାର୍ଷିକ ଗଣନା କାର୍ଯ୍ୟ । ଏ ନେଇ ସୂଚନା ଦେଇ ହୀରାକୁଦ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଏଥି ପାଇଁ ୪ ଟି ଟିମ୍ ଗଠନ କରାଯିବ । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ୩୦ ଜଣ କର୍ମଚାରୀଙ୍କୁ ଦାୟିତ୍ୱ…

ହୀରାକୁଦ ଡ୍ୟାମର ୨୪ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ

ସମ୍ୱଲପୁର: ଉପରମୁଣ୍ଡରେ ଛତିଶଗଡ଼ରେ ବର୍ଷା କମିଛି । ହୀରାକୁଦକୁ କମିଛି ମହାନଦୀର ଜଳ ପ୍ରବେଶ । ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ଆଜି ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଆଜି ଦୁଇଟି ପର୍ଯ୍ୟାୟରେ ବନ୍ଦ ହେଲାଣି ୮ଟି ଗେଟ୍ । ବର୍ତ୍ତମାନ ହୀରାକୁଦର ଡ୍ୟାମରୁ ୨୪ଟି…

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍, ୩୬ ଗେଟ୍ ଖୋଲା

ସମ୍ୱଲପୁର: ଉପରମୁଣ୍ଡରେ ଛତିଶଗଡ଼ରେ କମିଛି ବର୍ଷା ପରିମାଣ । ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିଛି । ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୩୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ହୀରାକୁଦ ଡ୍ୟାର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ବର୍ତ୍ତମାନ ଜଳ ପତ୍ତନ ରହିଛି…