Latest Odisha News

BREAKING NEWS

Browsing Tag

Hirakud Dam

ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍‌

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୩ଟି ଗେଟ୍ । ଏବେ ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ହୀରାକୁଦର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଡ୍ୟାମକୁ ଜଳ ପ୍ରବେଶ କମିଛି। ଏବେ ଡ୍ୟାମକୁ ୬ଲକ୍ଷ ୮୮ ହଜାର ୮୬୩ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ୭ଲକ୍ଷ ୬୫…

ଆଶ୍ୱସ୍ତିକର ଖବର: ହୀରାକୁଦକୁ କମୁଛି ବନ୍ୟା ଜଳ ପ୍ରବେଶ

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରବଳ ବର୍ଷା ଓ ଭୀଷଣ ବନ୍ୟା ପରିସ୍ଥିତି ପରେ ମହାନଦୀରେ ବଡ଼ ବିପତ୍ତି ଆସିଛି । ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଇଥିଲା । ହୀରାକୁଦର ୪୬ଟି ଗେଟ୍ ଖୋଲାଥିବା ବେଳେ ଏବେ ଆଶ୍ୱସ୍ତିକର ଖବର ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ହୀରାକୁଦକୁ ମହାନଦୀର ବନ୍ୟା ଜଳ…

ପ୍ରବଳ ବର୍ଷା ସତ୍ତ୍ୱେ କମୁଛି ହୀରାକୁଦର ଜଳସ୍ତର;ବନ୍ଦ ହେଲା ୫ ଟି ଗେଟ

ହୀରାକୁଦ: ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସତ୍ୱେ କାମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବନ୍ଦହୋଇଛି ହୀରାକୁଦ ଡ୍ୟାମର ୫ ଟି ସ୍ୱିସଗେଟ। ବର୍ତମାନ ୧୩ ଟି ସ୍ୱିସଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ସୂଚନାନୁସାରେ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବିପଦ ସଂକେତ ୬୩୦ ଫୁଟ ଥିବା…

ହୀରାକୁଦରେ ଖୋଲିଲା ଆଉ ୩ଟି ଗେଟ୍‌

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଖୋଲିଲା ଆଉ ୩ଟି ଗେଟ୍ । ବର୍ତ୍ତମାନ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ୬୧୭.୦୭ ଫୁଟ ରହିଛି । ସେକେଣ୍ଡକୁ ୩ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ ପ୍ରବେଶ ହେଉଛି । ସେକେଣ୍ଡକୁ ୨ ଲକ୍ଷ ୪୬ ହଜାର ମ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏନେି…

ଆଜି କଟକର ମୁଣ୍ଡଳିରେ ପହଞ୍ଚିବ ପ୍ରଥମ ହୀରାକୁଦ ବନ୍ୟାଜଳ

କଟକ: ମହାନଦୀର ପ୍ରଥମ ବନ୍ୟାଜଳ ଶନିବାର ସନ୍ଧ୍ୟାରେ କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିବ । ଗଣମାଧ୍ୟମକୁ ସୂଚନାଦେଇ ମୁଣ୍ଡଳି ବ୍ୟାରେଜ୍ କର୍ତ୍ତୃପକ୍ଷ କହିଛନ୍ତି, ହୀରାକୁଦ ଡ୍ୟାମର ୧୦ଟି ଗେଟରୁ ଶୁକ୍ରବାର ଦିନ ବନ୍ୟାଜଳ ନିଷ୍କାସିତ ହୋଇଛି । ସେହିପରି ଶନିବାର ଦିନ ୫ଟି ଗେଟ୍…

ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିଛି । ପ୍ରଥମେ ଖୋଲାଗଲା ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୧୮ ଫୁଟ ପାଣି ରହିଛି । ଡ୍ୟାମର ଜଳ ଧାରଣା କ୍ଷମତା ରହିଛି ୬୩୦…

କାଲି ଖୋଲିବ ହୀରାକୁଦର ଗେଟ୍‌, ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତାକାଲି ଦିନ ୧୦ଟାରେ ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ୍ ଖୋଲାଯାଉଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଜଳଭଣ୍ଡାରରେ ୬୧୬.୫୦ ଫୁଟ ପାଣି ରହିଛି । ପାଣିପାଗ…

ଫସିଲେ ଓଲିଉଡ଼ର ଏହି ଦୁଇ ସୁନ୍ଦରୀ ନାୟିକା; ହୀରାକୁଦରେ କରୁଥିଲେ ଭିଡ଼ିଓ ସୁଟିଂ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଓଲିଉଡର ୨ ଜଣ ନାୟିକାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ପ୍ରବେଶ କରିବା ସହ ଭିଡିଓ କରିବାନେଇ  ସମ୍ବଲପୁର ଏସପି କଅଁର ବିଶାଳ ସିଂହ ହୀରାକୁଦ ଏସଡିପିଓଙ୍କୁ ରିପୋର୍ଟ ମାଗିଛନ୍ତି । ଏଥିସହିତ ସୋମବାର ସନ୍ଧ୍ୟା…

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶୁକ୍ରବାର ଦିନ ଆଉ ୩ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ। ମିଳିଥିବା ସୂଚନାନୁଯାୟୀ ବର୍ଷା ଯୋଗୁଁ ଆଜି ସକାଳ ୯ଟା ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟକୁ ଛୁଇଁଥିଲା । ଏହା ମଧ୍ୟକୁ ସେକେଣ୍ଡ ପିଛା ୧,୫୨,୬୧୨…

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଶୁକ୍ରବାର ଦିନ ଆଉ ୩ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ସକାଳ ୬ଟା…