Latest Odisha News
Browsing Tag

Holi

ହୋଲିରେ ଅଘଟଣ, ଅକାଳରେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର: ରାଜ୍ୟରେ ହୋଲିକୁ ନେଇ ଲାଗିଥିଲା ସରକାରୀ କଟକଣା । ତଥାପି ଘରେ ହେଉ ଅବା ସାହି ପଡିଶାରେ ଜମିଥିଲା ହାଲକାଫୁଲକା ହୋଲି ଖେଳର ରଙ୍ଗିନ୍ ମାହୋଲ । ହେଲେ ଏହି ରଙ୍ଗିନ୍ ମାହୋଲରେ ସତରେ ଯେମିତି କଳାର ବାଦଲ ଘୋଟିଆସିଥିଲା ସୋନପୁର ଅଂଚଳରେ । ମହାନଦୀରେ ଘଟିଥିଲା ଅଘଟଣ । ହୋଲି…

ମୁଖ୍ୟମନ୍ତ୍ରୀ ଜଣାଇଲେ ହୋଲି ଶୁଭେଚ୍ଛା, ଘରେ ରହି ରଙ୍ଗ ଲଗାଇବାକୁ ଅନୁରୋଧ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ମହାମାରୀ କରୋନା ପାଇଁ ଆମେ ଏବେ ଏକ ଅସାଧାରଣ ସମୟ ଦେଇ ଗତି କରୁଛେ । ତେଣୁ, ଆପଣମାନେ ଘରେ ରହି ହୋଲି ଖେଳିବା ସହ ନିଜ…

ହୋଲିରେ ରାଜଧାନୀର ରାସ୍ତାଘାଟ ଖାଁ ଖାଁ, ସବୁଠି ଜଗିଛି ପୋଲିସ

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ରାଜ୍ୟରେ ପାଳନ ହେଉଛି ହୋଲି । ଟ୍ୱିନସିଟିରେ ପୋଲିସର କଡ଼ା ଚେକିଂ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରେ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ ସହିତ ମହାନଗର ନିଗମ କମିଶନର କହିଥିଲେ । ହୋଲି ଖେଳିବାକୁ ରାସ୍ତାକୁ ଆସିଲେ ପୋଲିସ କାର୍ଯ୍ୟାନୁଷ୍ଠାନର ଡର…

ଘରେ ଖେଳନ୍ତୁ ହୋଲି, ରାସ୍ତାରେ ଖେଳିବା ମନା

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । କରୋନା ସଂକ୍ରମଣ ପାଇଁ ହୋଲିକୁ ନେଇ ଲାଗିଛି କଟକଣା । ସର୍ବସାଧାରଣ ସ୍ଥାନ ପରିବର୍ତ୍ତେ କେବଳ ଘରେ ରହି ହୋଲି ଖେଳିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଥାପି ଲୋକମାନଙ୍କ ମଧ୍ୟରେ ଉତ୍ସାହରେ କୌଣସି ଫିକା ପଡ଼ିନାହିଁ । ଘରେ ଘରେ ଜମିଛି…

ହୋଲି ଖେଳିବା ପୂର୍ବରୁ ଏବଂ ପରେ କେମିତି ନେବେ ଆପଣଙ୍କ କେଶ ଏବଂ ଚର୍ମର ଯତ୍ନ

ରଙ୍ଗର ପର୍ବ ହୋଲି । ପିଲାଠୁ ବଡ ସମସ୍ତେ ଅପେକ୍ଷା କରିଥାନ୍ତି ଏହି ପର୍ବକୁ । କିନ୍ତୁ ଏହାକୁ ପାଳନ ବେଳେ ଆମେ ଭୁଲିଯାଉ ରାସାୟନିକ ରଙ୍ଗ ବ୍ୟବହାର ଦ୍ୱାରା ଆମ କେଶ ଏବଂ ଚର୍ମରେ ଏହା କି କୁପ୍ରଭାବ ପକାଇଥାଏ । ମଜାମସ୍ତି ସହ କିଛିଟା ସତର୍କତା ଅବଲମ୍ବନ କରିବା ଦ୍ୱାରା ଏହାର ପ୍ରଭାବରୁ…

ହୋଲି ପାଇଁ ସୋମବାର ଅପରାହ୍ଣ ୩ଟା ଯାଏ ଚାଲିବନି ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତାକାଲି ସୋମବାର ରଙ୍ଗର ପର୍ବ ହୋଲି । କୋଭିଡ୍ କଟକଣା ମଧ୍ୟରେ ଘରେ ହୋଲି ପାଳନ ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହୋଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ମୋ ବସ୍ ଗଡ଼ିବ ନାହିଁ । ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।…