Latest Odisha News
Browsing Tag

ICC

ଜୟ ଶାହଙ୍କ ନୂତନ ଅଭିଯାନ ଆରମ୍ଭ ‘ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ’

ନୂଆଦିଲ୍ଲୀ:ଆଇସିସି ଅଧ୍ୟକ୍ଷ ଜୟ ଶାହ ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ସେ ୧୨ ଫେବୃଆରୀ ଦିନ ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ବେଳେ 'ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ' ନାମକ ଏକ ସଚେତନତା ଅଭିଯାନ ଆରମ୍ଭ…

କ୍ଷତି ସହୁଛି ଷ୍ଟାର, ୮୩୦ କୋଟି ଟଙ୍କା ଛାଡ ପାଇଁ ଦାବି

ନୂଆଦିଲ୍ଲୀ: ଷ୍ଟାର ସ୍ପୋର୍ଟସ ପାଇଁ ଟି-୨୦ ବିଶ୍ୱକପ ୨୦୨୪ ଆଦୌ ଭଲ ନଥିଲା। ଆଇସିସି ଏବଂ ଷ୍ଟାର ମଧ୍ୟରେ ୩ ବିଲିୟନ ଡଲାରର ଚୁକ୍ତି ହୋଇଥିବା ବେଳେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଯୋଗୁ କ୍ଷତି ସହିଥିଲା। 'କ୍ରିକବଜ୍'ର ଏକ ରିପୋର୍ଟ ଅନୁଯାୟୀ, ଷ୍ଟାର ଏବେ…

 ବିଶ୍ୱକପ୍ ୨୦୨୩ ରେ ଟିମ୍ ଇଣ୍ଡିଆ ପାଇଁ ‘କୁଲଚା’ ପରିବର୍ତ୍ତେ କମାଲ୍ କରିବେ ନୂଆ ଯୋଡ଼ି…

ଭୁବନେଶ୍ୱର: ବିଶ୍ୱକପ୍ ୨୦୨୩ ପାଇଁ ଆଇସିସି ପ୍ରଥମେ କାର୍ଯ୍ୟସୁଚୀ ଘୋଷଣା କରିବା ପରେ ସେହି କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ କରାଯାଇଥିଲା । ଏବେ ନିକଟରେ ବିସିସିଆଇ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି । ଏଥର ବିଶ୍ୱକପ୍ ୨୦୨୩ରେ ୟୁଜଭେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ଦିଆଯାଇ…

୮ ବଲ୍, ୨୮ ରନ୍; ବିରାଟ କୋହଲିଙ୍କ ଛକା ଜିଣିଲା ICC ମନ

ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଇଂଲଣ୍ଡ ଠାରୁ ସେମି ଫାଇନାଲରେ ଭାରତ ହାରିବା ସହ ୧୫ ବର୍ଷ ପରେ ବିଶ୍ୱକପ୍ ବିଜୟ ଆଶା ଆଶାରେ ରହି ଯାଇଛି । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ୍ ଦଳର ଅନେକ ଖେଳାଳିଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଛି । ଯାହା ଭିତରେ ବିରାଟ କୋହଲିଙ୍କ…

ପାକିସ୍ତାନକୁ ୫ ୱିକେଟରେ ହରାଇ ଦ୍ୱିତୀୟଥର ପାଇଁ ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିଅନ୍

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଧୂଳିସାତ୍ ହୋଇ ଯାଇଛି ପାକିସ୍ତାନର ସ୍ୱପ୍ନ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଛି । ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱ ବିଜେତା ହୋଇଛି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ୪୯…

ଟି-20 ଶ୍ରେଷ୍ଠ ୧୦ ରେ ଇଶାନ

ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଟି୨୦ ବ୍ୟାଟ୍‌ସମ୍ୟାନ ତାଲିକାରେ ଇଶାନ କମାଲ କରିଛନ୍ତି ।  ଏଥିରେ ଇଶାନ କିଶନ ୬୮ଟି ସ୍ଥାନ ଉପରକୁ ଉଠି ୭ମ ସ୍ଥାନରେ ପହଞ୍ଚିଛନ୍ତି। ଈଶାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳାରେ ୩ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୧୬୪ ରନ କରି ଏହି ସଫଳତା…

ଟି୨୦ ବିଶ୍ୱକପ କ୍ରିକେଟ: ଭାରତ-ପାକ୍ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଟିଏ ଗ୍ରୁପରେ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ପୁଣି ଆମ୍ନା ସାମ୍ନି ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ୟୁଏଇ ଓ ଓମାନରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଁଏ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଆଇସିସି ଗ୍ରୁପ ଘୋଷଣା କରିଛି । ଗ୍ରୁପ ୨’ରେ ଉଭୟ ଭାରତ ଏବଂ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଦ୍ୱିତୀୟ ସଂସ୍କରଣର ପଂଏଟ ପଦ୍ଧତି ଘୋଷଣା କଲା ଆଇସିସି

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ବୁଧବାର ଏହାର ପଂଏଟ ପଦ୍ଧତି ଆଇସିସି ଘୋଷଣା କରିଛି । ଅଗଷ୍ଟରେ ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜରୁ ଏହା ଆରମ୍ଭ ହେବ । ସମୁଦାୟ ୯ଟି ଟିମ୍ ଏହି…

BCCI ଓ ICC ମଧ୍ୟରେ ନୂଆ ବିବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଓ ଅନ୍ତର୍ଜତାୟୀ କ୍ରିକେଟ୍ ପରିଷଦ (ICC) ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ । ଆଇସିସି ଆଗାମୀ ୮ ବର୍ଷ ଲାଗି ବିଶ୍ୱ ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ବିଡିଂ ଆହ୍ୱାନ କରିଛି । ଆଇସିସିର ଏହି ନୀତିକୁ ବିରୋଧ କରିଛି ବିସିସିଆଇ । ଆଇସିସିର…

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଟିକେଟ କିଣିଥିଲେ କ’ଣ କରିବେ ?

ନୂଆଦିଲ୍ଲୀ: କରୋନା ଯୋଗୁ ୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସ୍ଥଗିତ ରହିଲା । ଏଥିପାଇଁ ଯେଉଁମାନେ ଟିକେଟ କିଣିଥିଲେ ସେମାନେ କଣ କରିବେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବ । କିଛି ବ୍ୟସ୍ତ ହେବାର ନାହିଁ । ଏହାର ବାଟ ବାହାର କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି । ୨୦୨୦…