Latest Odisha News
Browsing Tag

India Covid Cases

ଦେଶରେ କମୁଛି କରୋନା କେସ୍: କାଲି ଅପେକ୍ଷା ଆଜି ୨୦ ହଜାର କମ୍ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମିତଙ୍କ ସଂଖ୍ୟା । ଅଢ଼େଇ ଲକ୍ଷ ତଳକୁ ଖସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୮ହଜାର ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା ୨୦ହଜାର କମ୍ । ଗତକାଲି ଦେଶରୁ ଚିହ୍ନଟ ହୋଇଥିଲେ…

ଆଜି ଦେଶରେ କମିଛି ସଂକ୍ରମିତଙ୍କ ସଂଖ୍ୟା, ଗତକାଲି ଅପେକ୍ଷା ୬.୫% କମ୍

ନୂଆଦିଲ୍ଲୀ: ଦେଶରେ ଆଜି କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ୬.୫ ପ୍ରତିଶତ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୧ଲକ୍ଷ ୬୮ହଜାର ୬୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧ଲକ୍ଷ ୭୯ହଜାର ୭୨୩ । ଅର୍ଥାତ୍ ପାଖାପାଖି ୧୦…

ଦେଶରୁ ଆଜି ୩୭ ହଜାର କରୋନା ପଜିଟିଭ୍, ୧୦% ବଢ଼ିଲା ଦୈନିକ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରଛି ଲମ୍ବା ଲମ୍ଫ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ହଜାର ୩୭୯ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୩ହଜାରରୁ ଅଧିକ । ଅର୍ଥାତ୍ ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ସଂକ୍ରମଣ ୧୦ ପ୍ରତିଶତ…

କ୍ରମାଗତ ଚତୁର୍ଥ ଦିନରେ ଦେଶରେ ଲକ୍ଷେରୁ କମ୍ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୯୪% ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ସ୍ଥିର ରହିଛି କରୋନାର ଦୈନିକ ସଂକ୍ରମଣ । ଲଗାତାର ଚତୁର୍ଥ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୧ହଜାର ୭୦୨ ପଜିଟିଭ୍ । ଦୈନିକ ପିଜିଟିଭ୍ ହାର ଖସୁଛି । ଆଜି ପଜିଟିଭ୍ ହାର ରହିଛି ୪.୪୯% । ଗତ ୧୮ ଦିନ ହେବ…

ଦେଶରେ ଅଢ଼େଇ ଲକ୍ଷ ତଳେ ଦୈନିକ ସଂକ୍ରମଣ, କାଲି ୩ଲକ୍ଷ ଛୁଇଁବ କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: କରୋନାକୁ କାବୁ ପାଉଛି ଭାରତ । ଦେଶରେ ଏବେ ଦୈନିକ ୨୦ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ୩ ଲକ୍ଷ ଭିତରେ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ତଳକୁ ଖସିଛି । ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୪୦ହଜାର ୮୪୨…