Latest Odisha News

BREAKING NEWS

Browsing Tag

Indian Navy

ଭାରତୀୟ ନୌସେନା ଯବାନଙ୍କ ଡ୍ୟାନ୍ସ ବ୍ରେକ୍ ଭିଡଓ ଭାଇରାଲ

ନୂଆଦିଲ୍ଲୀ: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଭାରତର ରାଜଧାନୀ ନୂଆଦିଲ୍ଲୀରେ ପରେଡ୍ ଆୟୋଜିତ ହୋଇଥାଏ। ପ୍ରତିବର୍ଷ ପରି ଏହି ପରେଡରେ ସାମରିକ, ସାଂସ୍କୃତିକ ଏବଂ ବୈଷୟିକ ସଫଳତା ପ୍ରଦର୍ଶିତ ହେବ । ଏନେଇ ଦେଶର…

ଏଥର ଡରିବେ ଶତ୍ରୁ; ସର୍ଭେ ଜାହାଜ ‘ସନ୍ଧ୍ୟାକ୍’ ସାମିଲ ହେଲେ ଆହୁରି ସଶକ୍ତ ହେବ ଭାରତୀୟ ନୌସେନା

ବିଶାଖାପାଟଣା:ଡରରେ ଥରିବ ଶତ୍ରୁ। କାରଣ ଖୁବଶୀଘ୍ର ଭାରତୀୟ ନୌସେନାରେ ଶନିବାର ସର୍ଭେ ସିପ୍ 'ସନ୍ଧ୍ୟାକ୍' ସାମିଲ ହେବ। ଶନିବାର ଦିନ ବିଶାଖାପାଟଣା ନୌସେନା ଡକୟାର୍ଡରେ ଅନୁଷ୍ଠିତ ହେବାକୁ ଯାଉଛି କାର୍ଯ୍ୟକ୍ରମ। ଯେଉଁଠି ଏହି ଜାହାଜ କୁ ସାମିଲ୍ କରାଯିବ ନୌସେନାରେ। କାର୍ଯ୍ୟକ୍ରମରେ…

ଅନ୍ତରୀଣ ବଜେଟ୍: ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା କେତେ?

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୪-୨୫ ଉପସ୍ଥାପନ କରିବା ବେଳେ ପ୍ରତିରକ୍ଷା ବିଭାଗ ପାଇଁ କିଛି ବିଶେଷ ଚିନ୍ତା କରିଛନ୍ତି। ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ସରକାର ୬.୨୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏଥର ପ୍ରତିରକ୍ଷା ବଜେଟ୍…

ଆରବ ସାଗରରେ ୧୦ ଯୁଦ୍ଧପୋତ ନିୟୋଜିତ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ବିଗତ କିଛି ଦିନ ଜଳଦସ୍ୟୁଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ଭାରତୀୟ ନୌସେନା ବିଭିନ୍ନ ପ୍ରକାରର ରଣନୀତି ଆପଣାଇବାରେ ଲାଗିଛି। ଏହି କ୍ରମରେ ସୋମବାର ଦିନ ଆରବ ସାଗରରେ ୧୦ ଯୁଦ୍ଧ ଜାହାଜ ଭାରତୀୟ ନୌସେନା ନିୟୋଜିତ କରିଛି। ଏହି ଜାହାଜଗୁଡ଼ିକ ଆରବ ସାଗର ଏବଂ ଆଡେନ ଗଲ୍ଫରେ ନିୟୋଜିତ…

ଭାରତୀୟ ନୌସେନାର ବଡ଼ ସଫଳତା: ହେବି ୱେଟ୍ ଟର୍ପିଡୋର ସଫଳ ପରୀକ୍ଷଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଢିଲା ଭାରତୀୟ ନୌସେନାର ବଳ । ଏବେ ଜଳ ଭିତରେ ମଧ୍ୟ ଭାରତ ନିଜର ଶତ୍ରୁକୁ ନିପାତ କରିବାରେ ତିଳେ ହେଲେ ବିଳମ୍ବ କରିବ ନାହିଁ। କାରଣ ଭାରତୀୟ ନୌସେନା ସଫଳତାର ସହ ଟର୍ପିଡୋ ପରୀକ୍ଷଣ କରିଛି। ଏହି ଟର୍ପିଡୋ ସମୂଦ୍ର ଭିତରେ ଶତ୍ରୁକୁ ବିନାଶ କରିବାରେ ସାହାଯ୍ୟ କରିବ।…

ବଢିଲା ନୌସେନାର ବଳ, ସାମିଲ ହେଲା ସ୍ୱଦେଶୀ ଇଏନଏସ୍ ମୋର୍ମୁଗାଓ

ନୂଆଦିଲ୍ଲୀ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ଆଇଏନଏସ୍ ମୋର୍ମୁଗାଓ । ମୁମ୍ୱାଇରେ ଆଧୁନିକ ସେନ୍ସର ଓ ରାଡାର ସଂଯୁକ୍ତ ଯୁଦ୍ଧପୋତକୁ ନେଭିରେ ସାମିଲ ନେଇ ଆୟୋଜିତ ହୋଇଛି ବିରାଟ ଉତ୍ସବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ନେଭିରେ ସାମିଲ କରାଇଛନ୍ତି।…

ରେକର୍ଡ କଲେ ଭାରତୀୟ ନୌସେନାର ମହିଳା କମାଣ୍ଡର ଗ୍ରୁପ୍

ଭୁବନେଶ୍ୱର: ଭାରତୀୟ ନୌସେନାର ପୋରବନ୍ଦର ନାଭାଲ ଏନକ୍ଲେଭର ଆଇଏନଏସ-୩୧୪ ରେ କାର୍ଯ୍ୟରତ ପାଞ୍ଚ ଜଣ ମହିଳା ଅଧିକାରୀ ବୁଧବାର ଏକ ରେକର୍ଡ ରଚିଛନ୍ତି । ଉତ୍ତର ଆରବ ସାଗରରେ ପ୍ରଥମ ସର୍ବମହିଳା ଇଣ୍ଡିପେଣ୍ଡେଣ୍ଟ ମେରିଟାଇମ ରିକନାଇସାନ୍ସ ଆଣ୍ଡ ସର୍ଭେଲାନ୍ସ ମିଶନ ସଂପୂର୍ଣ୍ଣ କରି ଏହି…

ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ରିଲିଫ୍ ବାଣ୍ଟୁଛି ଭାରତୀୟ ନୌସେନା

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ଭାରତୀୟ ନୌସେନା ପକ୍ଷରୁ ରିଲିଫ୍ ବଣ୍ଟନ ଜାରି ରହିଛି । ଗତକାଲି ନୌସେନା ସଦର ବ୍ଲକର ପରିଖି ଗାଁରେ ରିଲିଫ୍ ବଣ୍ଟନ କରିଥିଲା । ବାତ୍ୟା ପରେ ପରିଖି ଗାଁ ଜଳବନ୍ଦୀ ହୋଇ ରହିଛି । ନୌସେନା ପକ୍ଷରୁ ସେଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ କମ୍ୟୁନିଟି…

ନୌ-ସେନାରେ ସାମିଲ୍ ହେଲା ‘ସାଇଲେଣ୍ଟ କିଲର’ ବୁଡ଼ାଜାହାଜ INS କରଞ୍ଜ

ମୁମ୍ବାଇ: ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ନୌସେନାରେ ଆଇଏନଏସ କରଞ୍ଜକୁ ସାମିଲ୍ କରାଯାଇଛି । ‘ସାଇଲେଣ୍ଟ କିଲର୍’ ଭାବେ ଜଣାଶୁଣା…

ଭାରତକୁ ଶୀଘ୍ର ମିଳିବ ରୋମିଓ ହେଲିକପ୍ଟର: ଜାରି ହେଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ନୌସେନା ଦିବସ ଅବସରରେ ଭାରତକୁ ଆମେରିକା କମ୍ପାନୀ ଲକହିଡ୍ ମାର୍ଟିନ୍ ଦେଲା ଉପହାର । ଭାରତକୁ ମିଳିବାକୁ ଥିବା ଏମଏଚ୍-୬୦ଆର ଅର୍ଥାତ୍ ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ ଜାରି କରିଛି ଲକହିଡ୍ ମାର୍ଟିନ୍ । କୁହାଯାଉଛି କି ଖୁବ୍ ଶୀଘ୍ର ଏହି ହେଲିକପ୍ଟର ଭାରତ ଆସିବ । ଶୀଘ୍ର ଭାରତୀୟ…