Latest Odisha News

BREAKING NEWS

Browsing Tag

Indian Navy

ଭାରତୀୟ ନୌସେନାରେ ଆମେରିକୀୟ ଡ୍ରୋନ୍‌, ଚୀନ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା ଆମେରିକୀୟ ଡ୍ରୋନ୍ । ଚୀନ୍ ସହ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ନୌସେନାରେ ଏହି ଦୁଇଟି ଡ୍ରୋନ୍ ସାମିଲ କରାଯାଇଛି । ଚୀନ୍ ସୀମାରେ ଏହି ଡ୍ରୋନ୍ ମୁତୟନ କରାଯାଇପାରେ । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର…

ନୌସେନାକୁ ମିଳିଲା ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି

ବିଶାଖାପାଟଣା: ଭାରତୀୟ ନୌସେନାରେ ଆଜି ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି । ସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ବିଶାଖାପାଟଣାରେ ନୌସେନା ଡକୟାର୍ଡରେ ଏହାକୁ ବିଧିବଦ୍ଧ ଭାବରେ ନୌସେନାରେ ସାମିଲ କରାଇଛନ୍ତି ।…

ଆଜି ନୌସେନାରେ ସାମିଲ ହେବ INS କଭରାତି

ବିଶାଖାପାଟଣା: ଭାରତୀୟ ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି । ସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ବିଶାଖାପାଟଣାରେ ନୌସେନା ଡକୟାର୍ଡରେ ଏହାକୁ ବିଧିବଦ୍ଧ ଭାବରେ ନୌସେନାରେ ସାମିଲ କରାଇବେ । ପ୍ରୋଜେକ୍ଟ…

ଯୁଦ୍ଧ ଲାଗି ସଜବାଜ; କାହା ପାଖରେ କେତେ ଅସ୍ତ୍ର ଜାଣନ୍ତୁ…

ଭୁବନେଶ୍ୱର: ଦିନକୁ ଦିନ ଚୀନ-ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଥିଲେ ମଧ୍ୟ ଚୀନର ଯୁଦ୍ଧଖୋର ମନୋବୃତ୍ତି ସ୍ପଷ୍ଟ ବାରି ହୋଇ ପଡୁଛି । ଚୀନର ବିସ୍ତାରବାଦୀ ନୀତିକୁ ଭାରତ ଆଦୌ ଖାତିର୍ କରୁନାହିଁ ବୋଲି ଶୁକ୍ରବାର…

ଭାରତୀୟ ନୌସେନାରେ କରୋନା; ୨୧ ନୌସେନା କର୍ମଚାରୀ ପଜିଟିଭ୍ ଚିହ୍ନଟ !

ମୁମ୍ବାଇ: ମରଣାନ୍ତକ କରୋନା ଭୂତାଣୁ ଏବେ ଭାରତୀୟ ସେନା ଓ ନୌସେନାରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ପୂର୍ବରୁ ଭାରତୀୟ ସେନାରେ ୮ ଜଣ ସେନା କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଭାରତୀୟ ନୌସେନାରେ ପ୍ରାୟ ୨୧ ଜଣ ନୌସେନା କର୍ମଚାରୀ କୋଭିଡ୍ ୧୯ ରେ ଆକ୍ରାନ୍ତ ହୋଇଥିବା ଟାଇମ୍ସ…

ସବ୍-ଲେଫନାଣ୍ଟ ଶିବାଙ୍ଗୀ ହେଲେ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍

କୋଚି: ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍ ଭାବେ ସୋମବାର ଦିନ ନିଯୁକ୍ତି ପାଇଛନ୍ତି ସବ୍-ଲେଫନାଣ୍ଟ ଶିବାଙ୍ଗୀ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1201383065429299200?s=08 ବିହାରର ମୁଜାଫରପୁରରେ ଜନ୍ମିତ…

ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନଏସ୍ ଖଣ୍ଡେରି’

ନୂଆଦିଲ୍ଲୀ: ଦେଶର ନିଜସ୍ବ ଜ୍ଞାନକୌଶଳରେ 'ନିର୍ମିତ ଆଇଏନଏସ ଖଣ୍ଡେରି' ଶନିବାର ଦିନ ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତିରେ ଏହାକୁ ନୌସେନେରେ ସାମିଲ କରାଯାଇଥିବା ବେଳେ ଏନେଇ ଟ୍ବିଟ୍ କରିଛନ୍ତି ସେ।…