Latest Odisha News
Browsing Tag

Indonesia

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା। ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨.୪୭ମିନିଟରେ ଥରି ଉଠିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର ।…

ଇଣ୍ଡୋନେସିଆରେ ଭୂମିକମ୍ପ, ୪୪ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହୋଇ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲେଯେ, ହଜାର ହଜାର ଘର ଭାଙ୍ଗିରୁଜି ଯାଇଛି । ଓ୍ୱେଷ୍ଟ ଜାଭାର ସିଆଞ୍ଜୁର ଠାରେ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି…

୬୬ ବୟସର ବ୍ୟକ୍ତି ୮୭ ଥର କରିଛନ୍ତି ବିବାହ, ଏହି ବିବାହ ପଛର କାରଣ କଣ ?

ନୂଆଦିଲ୍ଲୀ : ୮୮ତମ ବିବାହ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି । ଏଭଳି ଅଦ୍‌ଭୁତ ଘଟଣା ଇଣ୍ଡୋନେସିଆ ଅନ୍ତର୍ଗତ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ମାଜାଲେଙ୍ଗକା ଗାଁର ବୋଲି ଜଣାପଡ଼ିଛି । ସେହି ବ୍ୟକ୍ତି ଜଣଙ୍କ ନାଁ ହେଉଛି କାନ୍‌ । ପେସାରେ ସେ ଜଣେ ଚାଷୀ । ତାଙ୍କ ଗାଁରେ ସେ ଏକାକୀ ବସବାସ…

ଭାରତରୁ ଇଣ୍ଡୋନେସିଆକୁ ପଳାଇଲା ମଙ୍କି ମ୍ୟାନ୍

ଭୁବନେଶ୍ୱର: ଉପରୋକ୍ତ ହେଡ୍‌ଲାଇନ୍ ପଢି ଆପଣ ତାଜୁବ ହୋଇଥିବେ ନିଶ୍ଚିୟ । ହେଲେ ଷ୍ଟୋନ୍‌ମ୍ୟାନ୍ ଭଳି କୌଣସି ଭାଇରାଲ୍ ମଙ୍କି ମ୍ୟାନ୍ ନୁହଁ, ବରଂ ଏଠି ଆମେ ଏକ ଫିଲ୍ମର ସୁଟିଂ ଇଣ୍ଡୋନେସିଆ ସ୍ଥାନାନ୍ତରିତ ହୋଇଥିବା କଥା ଲେଖିଛୁ । ତେବେ କିଏ ନିର୍ମାଣ କରୁଥିଲା ଫିଲ୍ମ ମଙ୍କି ମ୍ୟାନ ଏବଂ…

ଏସିଆର ଉଇହୁଙ୍କାରେ ଓଁକାର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏସିଆ... ଇତିହାସର ଅନ୍ଧାର ରାତିରୁ ଆଧୁନିକ ସମୟର ସଫେଦ୍ ସକାଳ ପର୍ଯ୍ୟନ୍ତ ବହୁ ବୈଦେଶିକ ଆକ୍ରମଣକାରୀଙ୍କ ଲୁଣ୍ଠନର କରୁଣ ଶିକାର ହୋଇଆସିଛି । ଖ୍ରୀଷ୍ଟପୂର୍ବ ୩୦୦ଅଦ୍ଦର ଗ୍ରୀକ୍ ଆଲେକ୍‌ଜାଣ୍ଡାରଙ୍କ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାଦ୍ଦୀର…