Latest Odisha News

BREAKING NEWS

Browsing Tag

IOCL

୧୭ ଦଫା ଦାବି ନେଇ ଧାରଣା ଦେଲେ ଆଇଓସିଏଲ୍ ଶ୍ରମିକ

ପାରାଦୀପ : ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଲେ ୩ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ। ୧୭ ଦଫା ଦାବି ନେଇ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସାର୍ଖେଲଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି ଶ୍ରମିକ । ଶ୍ରମିକ ଧାରଣା ଯୋଗୁଁ ପ୍ରଭାବିତ ହୋଇଛି ପାରାଦ୍ଵୀପ ତୈଳ…

ପେଟ୍ରୋଲିୟମ୍ ପାଇପ୍ ଲାଇନ ବିପର୍ଯ୍ୟୟକୁ ନେଇ ମକଡ୍ରିଲ୍

ଜଗତସିଂହପୁର: ପାଇପ୍ ଲାଇନ୍ ଫାଟି ହୁତୁହୁତୁ ହୋଇ ନିଆଁ ଜଳୁଛି । ଜୀବନ ବିକଳରେ ଯିଏ ଯେଉଁଆଡ଼େ ପାରିଲା ଦୌଡ଼ୁଛନ୍ତି । ପେଟ୍ରୋଲିୟମ୍ ପାଇପ୍ ଲାଇନ୍ ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଆତଙ୍କ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଥିବା ବେଳେ ଆହତଙ୍କୁ ମେଡିକାଲ୍…

ଦରମା ଦାବି କରି ଥାନା ଆଗରେ ଶତାଧିକ ଶ୍ରମିକଙ୍କ ଧାରଣା

ପାରାଦୀପ: ଶତାଧିକ ଶ୍ରମିକଙ୍କ ସହ ଖେଳୁଛି କମ୍ପାନୀ । କାମ କରାଉଛି, ଦରମା କଥା କହିଲେ ଥାନା ଡର ଦେଖାଉଛି । ଆଇଓସିଏଲର ଠିକା କମ୍ପାନୀ ଏଲ୍ ଆଣ୍ଡ ଟି, ଆପେକ୍ସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଶତାଧିକ ଶ୍ରମିକ । କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ…

ସମ୍ବଲପୁରରେ ଆଇଓସିଏଲ ଏକ୍ସପି-୧୦୦ ତେଲ ବିକ୍ରି ଆରମ୍ଭ କଲା

ସମ୍ବଲପୁର: ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ପ୍ରଥମ ଥର ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ସ୍ୱତନ୍ତ୍ର ପେଟ୍ରୋଲର ବିକ୍ରି ଆରମ୍ଭ କରାଯାଇଛି । ‘ଏକ୍ସପି-୧୦୦’ ନାମରେ ବୁଢ଼ାରଜା ସ୍ଥିତ ‘ସମ୍ବଲପୁର ଫୁଏଲ୍ସ’ ପେଟ୍ରୋଲ ପମ୍ପରେ ବିକ୍ରି ଆରମ୍ଭ କରାଯାଇଛି । ବିଶ୍ୱସ୍ତରୀୟ ଏହି ପେଟ୍ରୋଲ ଭାରତରେ…

ଚମ୍ପଟ୍ ମାରିଲା ଚାଇନା କମ୍ପାନୀ, ଫସିଗଲେ ଆଇଓସିଏଲ୍ ଠିକାଦାର

ପାରାଦ୍ୱୀପ: ଏକ ଚାଇନା କମ୍ପାନୀ ପାଇଁ ଦ୍ୱନ୍ଦରେ ପଡିଛନ୍ତି ଆଇଓସିଏଲର ସବ୍‌-କଣ୍ଟ୍ରାକ୍ଟର । ବକୈୟା ୧୨ କୋଟିରୁ ଅଧିକ ଟଙ୍କା ଦାବିରେ ଆଇଓସିଏଲ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି । ତେବେ ଘଟଣା ପଛର ପ୍ରଛଦପଟ୍ଟ କାହାଣୀ ଯେତିକି ରହସ୍ୟମୟ ସେତିକି ସନ୍ଦେହଜନକ ମଧ୍ୟ । ଆଇଓସିଏଲର ପିପି…

ଫେବୃଆରୀ ୭ରେ ପଶ୍ଚିମବଙ୍ଗରେ ୪ଟି ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ଏକ ସାମ୍ବାଦିକ…

ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ ଘଟଣା; ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବ IOCL

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବୁଧବାର ଦିନ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ଗରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛି ଭାରତୀୟ ତୈଳ ନିଗମ ଲିମିଟେଡ୍ (ଆଇଓସିଏଲ୍)। ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଏବଂ ଗୁରୁତର…

ହ୍ଵାଟସଆପ୍ ରୁ ଏଲପିଜ ସିଲିଣ୍ଡର ବୁକ୍ କରିପାରିବେ, ଆସନ୍ତୁ ଜାଣିବା ଏ ବିଷୟରେ

ନୂଆଦିଲ୍ଲୀ: ବର୍ତ୍ତମାନ ଏଲପିଜି ସିଲିଣ୍ଡର ଅନଲାଇନ, ଏସ୍ଏମ୍ଏସ୍ ଏବଂ ହ୍ଵାଟସଆପ ମାଧ୍ୟମରେ ବୁକ୍ ହୋଇପାରିବ।  ଦେଶର ସର୍ବବୃହତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଏହାର ଇଣ୍ଡେନ ଗ୍ୟାସରେ ଏହି ସୁବିଧା ଆରମ୍ଭ କରିଛି।  ଏଥିପାଇଁ କମ୍ପାନୀ ସୋସିଆଲ ନେଟୱାର୍କିଂ ସାଇଟ୍…

ପାରାଦୀପରେ ଉଦଘାଟିତ ହେଲା ପ୍ରଡ଼କ୍ଟ ଆପ୍ଲିକେସନ ଓ ଡେଭଲପମେଣ୍ଟ୍ ସେଣ୍ଟର୍‌

ପାରାଦୀପ: ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସହିତ ଅନ୍ୟ ଦେଶ ପ୍ରତି ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବୈପ୍ଳବିକ ପଦକ୍ଷେପ ଆଣିବା ଲାଗି ଦୃଢ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ପାରାଦୀପରେ ଉଦଘାଟିତ ହୋଇଯାଇଛି ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପମେଣ୍ଟ୍  …