Latest Odisha News

BREAKING NEWS

Browsing Tag

isro

ଜିସାଟ୍‌-୩୦ର ସଫଳ ଉତକ୍ଷେପଣ, ଯୋଗାଯୋଗ ବ୍ୟବସ୍ଥାରେ ବଡ ପରିବର୍ତ୍ତନ

ବେଙ୍ଗାଲୁରୁ: ୟୁରୋପୀୟ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୦କୁ ଶୁକ୍ରବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଭାରତୀୟ ସମୟାନୁଯାୟୀ ଏହା ପ୍ରାୟ ରାତି ୨ଟା ୩୫ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟିକୁ ଏରିଏନ୍-୫ ଜରିଆରେ…

ଇସ୍ରୋ ଯିବେ ଓଡିଆ ପୁଅ; ଜାଣନ୍ତୁ କାହିଁକି

ମାଲକାନଗିରି: ନିଜର ଦୃଢ଼ ଇଚ୍ଛା ଶକ୍ତି ତଥା କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଏହି ଉକ୍ତିକୁ ଯର୍ଥାର୍ଥତା ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ମେଧାବୀ ଛାତ୍ର। ମାଲକାନଗିରି ଜିଲ୍ଲା ବାଲିମେଳାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦ମ ଶ୍ରେଣୀ ଛାତ୍ର…

ଠାବ ହେଲା ଲ୍ୟାଣ୍ଡର ବିକ୍ରମ, ଫଟୋଚିତ୍ର ଜାରି କଲା ନାସା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷକୁ ନାସାର ଅର୍ବିଟର ସାଟେଲାଇଟ୍ ଠାବ କରିପାରିଛି । ଏସମ୍ପର୍କରେ ନାସା ନିଜର ଟ୍ୱିଟର ଆକାଉଣ୍ଟରେ ଫଟୋ ଚିତ୍ର ସେୟାର କରିଛି ।…

ପୁଣି ଇତିହାସ ରଚିବ ଇସ୍ରୋ; ୨୭ ଡ଼ିସେମ୍ବରରେ ଲଞ୍ଚ କରିବ ୧୪ ସାଟେଲାଇଟ୍

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଆଉଥରେ ୨୭ ଡ଼ିସେମ୍ବରରେ ଇତିହାସ ରଚିବାକୁ ଯାଉଛି | ଇସ୍ରୋ ୨୭ ଡ଼ିସେମ୍ବର ଏକାଥରକେ ୧୪ଟା ସ୍ୟାଟେଲାଇଟ ଲଞ୍ଚ କରିବାକୁ ଯାଉଛି | ସକାଳ ୯ଟା ବାଜି ୨୮ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ରକେଟ ଲଚିଂ ପ୍ୟାଡ଼ରୁ ଏହିସବୁ…

ଜାଣନ୍ତୁ କନ୍ଧମାଳ ଆଦିବାସୀ ଗାଁର ଏହି ଯୁବକଙ୍କୁ; କିପରି ହେଲେ ଇସ୍ରୋ ବୈଜ୍ଞାନିକ

ଫୁଲବାଣୀ: କଠିନ ପରିଶ୍ରମ, ଅଦମ୍ୟ ନିଷ୍ଠା, ଦୃଢ଼ ମନୋବଳ ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି । ଏହା କିଛି ରାକେଟ ସାଇନ୍ସ ନୁହେଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ସିମ୍ବାଳି ଗ୍ରାମର ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକ । ଯିଏକି ଏବେ ଭାରତୀୟ ମହାକାଶ ଗବେଷଣା…

ଇସ୍ରୋ ଦ୍ୱାରା ସମ୍ମାନିତ ହେଲେ କୋରାପୁଟର ଗିରିଶ

ଭୁବନେଶ୍ୱର: ମନୋ କ୍ୟାମେରାରେ ଥ୍ରୀଡି ଭିଜନ ଭଳି ପ୍ରକଳ୍ପ ଲାଗି ଇସ୍ରୋ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି କୋରାପୁଟର ଗିରିଶ ବୈଶ୍ୟରାଜ । ଇସ୍ରୋ ପକ୍ଷରୁ ଡ. ବିକ୍ରମ ସାରାଭାଇଙ୍କ ଜନ୍ମ ଶତବାର୍ଷିକୀ  ଉତ୍ସବରେ ସାରା ଦେଶରେ ଅନେକ ପ୍ରତିଯୋଗୀତା ଆୟୋଜିତ କରାଯାଉଛି । ଏନଆଇଟି,…

ଲ୍ୟାଣ୍ଡର ବିକ୍ରମକୁ ହ୍ୟାଲୋ ମ୍ୟାସେଜ୍ ପଠାଇଲା ନାସା , ସମ୍ପର୍କ ପାଇଁ ଉଦ୍ୟମ ଜାରୀ

ବାଙ୍ଗାଲୋର: ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଚଳାଇଥିବା ବେଳେ ଏଥିପାଇଁ ସହଯୋଗର ହାତ ବଢାଇଛି ନାସା । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର 'ବିକ୍ରମ'କୁ ନାସା ହ୍ୟାଲୋ ବାର୍ତା ପଠାଇଛି । ରେଡ଼ିଓ ଫ୍ରିକ୍ୱେନ୍ସି…

ମିଳିଲା ‘ଲ୍ୟାଣ୍ଡର ବିକ୍ରମ’ର ସନ୍ଧାନ: ଇସ୍ରୋ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ମିଶନ ଚନ୍ଦ୍ରଯାନ-୨ର ସଫଳତା ନେଇ ସାମାନ୍ୟ ଆଶା ଦେଖାଯାଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ…

ଇସ୍ରୋରେ କାମ କରିବାକୁ ଚାହୁଁଛନ୍ତି କି, ପଢନ୍ତୁ

ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ)ରେ ଖାଲି ପଡିଥିବା ୮୬ଟି ଟେକ୍ନିସିଆନ, ଡ୍ରାଫ୍ଟସମ୍ୟାନ-ବି ଏବଂ ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଆବେଦନ କରିବାର ଶେଷ ତାରିଖ ହେଉଛି ସେପେଟମ୍ବର ୧୩ । ଚୟନ ପାର୍ଥୀ ମାନଙ୍କୁ ଇସ୍ରୋର ହ୍ୟୁମାନ…

ଇସ୍ରୋ ପଛରେ ସାରାଦେଶ, ଏହି କଠିନ ସମୟରେ ଛୁଟୁଛି ସମର୍ଥନର ସୁଅ

ନୂଆଦିଲ୍ଲୀ:: ବିଜ୍ଞାନରେ ନାହିଁ ବିଫଳତାର ସ୍ଥାନ । କେବଳ ପ୍ରୟୋଗ ଏବଂ ପ୍ରୟାସର ଏକ ପାନ୍ଥଶାଳା । ୧୬୦୦ ବୈଜ୍ଞାନିକଙ୍କ ଦିନରାତି ପରିଶ୍ରମ ସହ ୪୮ ଦିନ ସତର୍କତାର ସଙ୍ଘର୍ଷ ଯାତ୍ରା ପରେ ଗତକାଲି ରାତି ୧.୫୫ ମିନିଟ ୪୦ ସେକେଣ୍ଡରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଥିଲା ଚନ୍ଦ୍ରଯାନ-୨ ।…