Latest Odisha News

BREAKING NEWS

Browsing Tag

Jaga-Kalia

ଆଖିବୁଜିଲା କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆ

କଟକ: ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାକାଳିଆ ମଧ୍ୟରୁ କାଳିଆର କଟକ ଏସସିବିରେ ଆଜି ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ହୋଇଛି । ଆଜି ଆପରାହ୍ନରେ ସେ ଗୁରୁତର ହୋଇପଡିବାରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାର ଚିକିତ୍ସା କରୁଥିଲେ । କିନ୍ତୁ ସବୁ ଚେଷ୍ଟା ସତ୍ତ୍ବେ ସେ କିଛି ସମୟ ତଳେ ସେ…

କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଏମସକୁ ଚିଠି ଲେଖିଲେ ଏସସିବି କର୍ତ୍ତୃପକ୍ଷ

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମସ ମେଡିକାଲକୁ ଚିଠି ଲେଖି ସହାୟତା ଲୋଡିଛନ୍ତି ଏସସିବି ଡାକ୍ତରୀଦଳ । ଗଣମାଧ୍ୟମକୁ ସୂଚନା ଦେଇ ଏସସିବି ଅଧିକ୍ଷକ ଡ. ସିବିକେ ମହାନ୍ତି…

ଯାଆଁଳା ଶିଶୁ କାଳିଆ ଗୁରୁତର ଅସୁସ୍ଥ; ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

କଟକ: ଦିଲ୍ଲୀ ଏମ୍ସରୁ ଆସି କଟକ ଏସସିବିରେ ଚିକିତ୍ସିତ ହେଉଥିବା ଚର୍ଚ୍ଚିତ ଯାଆଁଳା ଶିଶୁ ଜାଗା-କାଳିଆଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କାଳିଆକଳିଆର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାକୁ ଭେଣ୍ଟିଲେଟର ମଧ୍ୟରେ ରଖାଯାଇଛି ।…

ହସ୍ପିଟାଲରେ ପାଠ ପଢିବେ ଜଗା-କାଳିଆ, ଖୁବଶୀଘ୍ର ହେବ ଖପୁରୀ ପ୍ରତିରୋପଣ

କଟକ: କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଯାଆଁଳା ଶିଶୁ ଜଗା-କାଳିଆ ମଧ୍ୟରୁ ଜଗାର ଖପୁରୀ ପ୍ରତିରୋପଣ କରାଯିବ । ଜଗାକୁ ଏହି ଖପୁରୀ ଏକ 'ବୋନ ବ୍ୟାଙ୍କ'ରୁ ପ୍ରାପ୍ତ ହେବାକୁ ଥିବା ନେଇ ରବିବାର ଦିନ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଜଗାର ଖପୁରୀ ପ୍ରତିରୋପଣ ପାଇଁ…

ଓଡ଼ିଶା ପହଞ୍ଚିଲେ ଜଗା-କାଳିଆ

ଭୁବନେଶ୍ୱର: କନ୍ଧମାଳର ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ସେମାନେ ନୂଆଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକରେ ଆସି ପହଞ୍ଚିଛନ୍ତି ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦୁଇଦିନ ପୂର୍ବେ ଓଡ଼ିଶା ଏସସିବିରୁ ଦୁଇଜଣିଆ ଡାକ୍ତରୀ…

ଓଡିଶା ଅଭିମୁଖେ ଜଗା-କାଳିଆ

ଭୁବନେଶ୍ୱର: ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଶୁକ୍ରବାର ଦିନ ନୂଆଦିଲ୍ଲୀରୁ ଓଡିଶା ଅଭିମୁଖେ ବାହାରିଛନ୍ତି । ଉଭୟ ଜଗା ଓ କାଳିଆ ରାଜଧାନୀ ଏକ୍ସପ୍ରେସ୍ ଯୋଗେ ଆଜି ବାହାରିବା ସହ ଗତକାଲି ସେମାନେ କଟକରେ ପହଞ୍ଚିବେ । ଏତଦବ୍ୟତିତ ସେମାନଙ୍କ ସହ କଟକ ବଡ…

ସେପ୍ଟେମ୍ବର ୭ରେ ଓଡିଶା ଆସିବେ ଜଗା-କାଳିଆ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବା ନେଇ ଗୁରୁବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଏମ୍ସ…

ସପ୍ତାହକ ମଧ୍ୟରେ ଘୋଷଣା ହେବ ଜଗା-କାଳିଆଙ୍କ ଓଡ଼ିଶା ଫେରିବା ତାରିଖ: ମନ୍ତ୍ରୀ

ଭୁବନେଶ୍ୱର: ପରିଶେଷରେ ଯାଆଁଳା ଶିଶୁ ଜଗା-କାଳିଆଙ୍କ ଓଡ଼ିଶା ଫେରିବା ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଏହି ଶିଶୁ ଦ୍ୱୟଙ୍କ ଓଡ଼ିଶା ଫେରିବା ତାରିଖ ଆସନ୍ତା ସପ୍ତାହକ ମଧ୍ୟରେ ଘୋଷଣା ହେବ ବୋଲି ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଏସମ୍ପର୍କରେ…

ଜଗା-କାଳିଆଙ୍କୁ ଚିକିତ୍ସା କରିବେ ଏସସିବିର ଏକ ସ୍ୱତନ୍ତ୍ର ଟିମ୍

କଟକ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଥିବା ଯାଆଁଳା ଶିଶୁ ଜଗା-କାଳିଆ ସେଠାରୁ ଡ଼ିସଚାର୍ଜ ହେବାପରେ କଟକ ଏସସିବିର ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ଚିକିତ୍ସା କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି । କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଏମରଜେନ୍ସି ଅଧିକାରୀ ଡ଼ାଃ ଭୁବନାନନ୍ଦ ମହରାରଣା…

ଓଡ଼ିଶା ଆସୁଛନ୍ତି ଜଗା-କାଳିଆ, ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ ଖୁବଶୀଘ୍ର ଓଡିଶା ପ୍ରତ୍ୟାବର୍ତ୍ତନ କରିବେ । ଏଥିସହିତ ସେମାନଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ । ଗଣମାଧ୍ୟମକୁ ସୂଚନା ଦେଇ ଏନଏଚଏମ୍ ଏମଡି ଶାଳିନୀ ପଣ୍ଡିତ କହିଛନ୍ତି,…