Latest Odisha News

BREAKING NEWS

Browsing Tag

Jagatsinghpur

ପେଟ୍ରୋଲିୟମ୍ ପାଇପ୍ ଲାଇନ ବିପର୍ଯ୍ୟୟକୁ ନେଇ ମକଡ୍ରିଲ୍

ଜଗତସିଂହପୁର: ପାଇପ୍ ଲାଇନ୍ ଫାଟି ହୁତୁହୁତୁ ହୋଇ ନିଆଁ ଜଳୁଛି । ଜୀବନ ବିକଳରେ ଯିଏ ଯେଉଁଆଡ଼େ ପାରିଲା ଦୌଡ଼ୁଛନ୍ତି । ପେଟ୍ରୋଲିୟମ୍ ପାଇପ୍ ଲାଇନ୍ ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଆତଙ୍କ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଥିବା ବେଳେ ଆହତଙ୍କୁ ମେଡିକାଲ୍…

ଝିଅ ଅଛି ଘରେ… କିଏ ଲେଖିଥିଲା ବିବାହ ଓ ବିକ୍ରି ନେଇ ଚିଠି ?

ଜଗତସିଂହପୁର: ବଦନାମ ପାଇଁ ଷଡ଼ଯନ୍ତ୍ର । ନାବାଳିକାଙ୍କ ଭବିଷ୍ୟତ ସହ ଖେଳ । ୧ ଲକ୍ଷ ଟଙ୍କା ନେଇ ମାତ୍ର ୧୫ ବର୍ଷ ବୟସରେ ଝିଅକୁ ବାପାମାଆ, ବିବାହ କରାଇ ଦେଇଥିବା ଖବର ପ୍ରଘଟ ହୋଇଥିଲା । ଏହାପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରାକୁ ଆସିଥିଲା ଏକ ଚିଠି । ଚିଠିକୁ ନେଇ ଜଗତସିଂହପୁର…

ମାଛ ଧରିବା ପାଇଁ ବନିଶି ପକାଇଥିଲେ, ପଡ଼ିଲା ବିରଳ ଧଣ୍ଡ ସାପ

ଜଗତସିଂହପୁର : ବିରଳ ଲିୟୁସିଷ୍ଟିକ୍‌ ଧଣ୍ଡ ସାପ ଉଦ୍ଧାର । ଏହି ବିରଳ ସାପଟି ବନିଶିରେ ପଡ଼ିଥିଲା  । ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ କୁଳକଇଜଙ୍ଗା ଗ୍ରାମରୁ ଉଦ୍ଧାର ହୋଇଛି ଏହି ବିରଳ ସାପ  । ଖୋକନ ସେଠୀ ବନିଶିରେ ଥୋପ ଗୁନ୍ଥି ରାତିରେ ପୋଖରୀ ହୁଡ଼ାରେ ପୋତି ଦେଇ ଆସିଥିଲେ ।…

ଶିଖରଘାଟରେ ବୋଇତ ବନ୍ଦାଣ ଉତ୍ସବ

ଜଗତସିଂହପୁର : ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀନଦୀର ଶିଖରଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ତଥା ନାଉଗାଁ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ମହତ୍ସୋବ ସମାରୋହରେ ସାଧବପୁଅ ଓ ସାଧବ ବୋହୂ ବେଶରେ କୁନିକୁନି ପିଲାମାନେ ନୌକା ବିହାର କରିବା ସହ, ସାଧବ ବୋହୂମାନେ ସାଧବ ୭ ଭାଇଙ୍କୁ ବନ୍ଦାପନା…

ଶାରଳା ସମବାୟ ସୂତା କଳ ସମ୍ମୁଖର ଆମରଣ ଅନଶନ

ଜଗତସିଂହପୁର: ଶାରଳା ସୂତା କଳ ଆଗରେ ଆମରଣ ଅନଶନ । ନାଉଶିରା ସ୍ଥିତ ଶାରଳା ସମବାୟ ସୁତାକଳ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ କର୍ମଚାରୀ । କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ଆହ୍ୱାନରେ ବିଭିନ୍ନ ଅଞ୍ଚଳର ଲୋକ ପ୍ରତିନିଧି, ସମାଜସେବୀ ଏବଂ ସୂତା କଳର ପୂର୍ବତନ କର୍ମଚାରୀ…

୧୦୬ ବର୍ଷ ବୟସରେ ଆଖି ବୁଜିଲେ ବାଲିକୁଦାର ଗାନ୍ଧୀ ବିଶ୍ୱନାଥ ଦାସ

ଜଗତସିଂହପୁର: ବାଲିକୁଦାର ଗାନ୍ଧୀ ବିଶ୍ୱନାଥ ଦାସଙ୍କ ଦେହାନ୍ତ ହୋଇଛି । ୧୦୬ ବର୍ଷ ବୟସରେ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ଆଖି ବୁଜିଛନ୍ତି । ଗତ କିଛିଦିନ ଧରି ବିଶ୍ୱନାଥ ଅସୁସ୍ଥ ଥିବାବେଳେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।…

ଅଙ୍ଗନବାଡ଼ି କର୍ମୀଙ୍କ ମିଥ୍ୟା ବୟାନକୁ ବିରୋଧ

ଜଗତସିଂହପୁର: ଅଙ୍ଗନବାଡ଼ି କର୍ମୀଙ୍କ ମିଥ୍ୟା ବୟାନକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ଅଙ୍ଗନବାଡ଼ି କର୍ମୀ। ଘଟଣାଟି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟଳୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ୨ଦିନ ତଳେ କୁଜଙ୍ଗ ବ୍ଳକ ତଳପଡା ସେକ୍ଟରର ଜଣେ…

୧୯୯୯ ମହାବାତ୍ୟାକୁ ୨୩ ବର୍ଷ ସେଦିନ ଏମିତି ମାଡ଼ି ଆସିଥିଲା ସମୁଦ୍ର

ଜଗତସିଂହପୁର: ୧୯୯୯ ମହାବାତ୍ୟାକୁ ପୂରିଯାଇଛି ୨୩ ବର୍ଷ l ଆଜି ବି ସେ ଦୃଶ୍ୟକୁ ମନରୁ ଭୁଲି ନାହାନ୍ତି ଷଣ୍ଢକୁଦ ବାସୀ l ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା ଓ ପାରାଦ୍ଵୀପ ରେ ଲ୍ୟାଣ୍ଡଫଲ କରିଥିଲା ମହାବାତ୍ୟା। ଅବିଶ୍ରାନ୍ତ ବର୍ଷା, ୩୦୦ କିମି ରୁ ଉର୍ଦ୍ଧ୍ବ ବେଗରେ ପବନ ସାଙ୍ଗକୁ…

ଝୁମ୍ପୁଡ଼ି ଘରେ କଟୁଛି ଦିନ, ମିଳୁନି ଖଣ୍ଡିଏ ଆବାସ

ଗରିବ ହିତାଧିକାରୀଙ୍କ ପାଇଁ ସରକାର କରିଛନ୍ତି ମାଳ ମାଳ ଯୋଜନା । କିନ୍ତୁ ଏବେବି ଝୁମ୍ପୁଡ଼ି ଘରେ ପାଲ ଟାଣି ଜୀବନ କାଟୁଛନ୍ତି ସୁଶାନ୍ତଙ୍କ ପରିବାର । ଏ ଦୃଶ୍ୟ ହେଉଛି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାଦୁଆପଡା ପଞ୍ଚାୟତ କୁସିଙ୍ଗା ଗାଁ ର ସୁଶାନ୍ତ ରାୟଙ୍କ ଘର । ସୁଶାନ୍ତ ଜଣେ…

ଭୁଲ୍ ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଇଥିବାରୁ ଡାକ୍ତରଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା

ପାରାଦୀପ: ବିଭିନ୍ନ ସମୟରେ ସରକାରୀ ହେଉ କିମ୍ବା ବେସରକାରୀ ଚିକିତ୍ସାଳୟରେ ତ୍ରୁଟି ଦେଖିବାକୁ ମିଳିଥାଏ  । ତ୍ରୁଟିପୂର୍ଣ୍ଣ ରିପୋର୍ଟ ଏବଂ ଚିକିତ୍ସା ରେ ରୋଗୀର ମୃତ୍ୟୁ ହେଉ କିମ୍ବା ବିକଳାଙ୍ଗ ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି l ଏହିଭଳି ଘଟଣାରେ ଆବେଦନର ରାୟ ଶୁଣାଇଛନ୍ତି ଜଗତସିଂହପୁର…