Latest Odisha News
Browsing Tag

Jajpur

ଶ୍ୱଶୁରକୁ ହାଣି ଦେଲା ବୋହୂ

ଯାଜପୁର: ପାରିବାରିକ କଳହରୁ ହତ୍ୟା । ଶ୍ୱଶୁରକୁ ହାଣି ହତ୍ୟା କରିଛି ବୋହୂ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗାଁରେ । ମୃତକ ହେଲେ ପବନା ହାତୀ । ହତ୍ୟାକାରୀ ବୋହୂ ରୂପା ହାତୀ ଫେରାର୍ ଅଛନ୍ତି । ତାଙ୍କୁ ଧରିବାକ ପୋଲିସ ତନାଘନା ତଦନ୍ତ…

ଶିଳପୁଆରେ ସ୍ତ୍ରୀର ମୁଣ୍ଡକୁ ଛେଚି ମାରିଦେଲା ସ୍ୱାମୀ

ଯାଜପୁର ଟାଉନ: ଘରୋଇ କଳହରୁ ମୁଣ୍ଡରେ ପିତ୍ତ ଚଢ଼ିଗଲା । ହିତାହିତ ଜ୍ଞାନ ହରାଇ ବସିଲେ ସ୍ୱାମୀ । ସ୍ତ୍ରୀର ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥି ସ୍ୱାମୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଇଶ୍ୱରପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ବୀଣାପାଣି ଦାସ । ଗତକାଲି ଏହି…

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଟାଉନ୍: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତ ସୁନ୍ଦରପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ଦୀପକ କୁମାର ନାଥ ଓ ଅନୀତା ନାଥ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।…

ଶିକ୍ଷକ ସ୍ୱାମୀ ସାଜିଲା ସୈତାନ୍: ସ୍ତ୍ରୀକୁ ପିଟି ପିଟି ମାରିଦେଲା

ଯାଜପୁର: ସ୍ୱାମୀ ସାଜିଲା ସୈତାନ୍ । ଘରୋଇ କଳହର କୁପରିଣତି । ସ୍ତ୍ରୀକୁ ଅତି ନିର୍ମମ ଭାବରେ ହତ୍ୟା ଅଭିଯୋଗ । ଏକ ଲୁହା ହାମରରେ ପିଟି ପିଟି ମାରି ଦେଲା ଶିକ୍ଷକ ସ୍ୱାମୀ । ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୀପ୍ତିମୀ ଜେନା ।…

ଲଜ୍ଜା ! ୫ ବର୍ଷ ଶିଶୁ କନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଯାଜପୁର: ଚକୋଲେଟ୍ ଲୋଭ ଦେଖାଇ ଜଣେ ୫ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଏହି ଘଟଣାରେ ଅଭିଯୁକ୍ତ ପ୍ରଫୁଲ୍ଲ ପଣ୍ଡାକୁ ଗିରଫ କରିଛି ଯାଜପୁର ଥାନା ପୋଲିସ । ଡାକ୍ତରୀ ପରୀକ୍ଷା…

ବାତ୍ୟା “ୟଶ” ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଯାଜପୁର: ସମ୍ଭାବ୍ୟ ବାତ୍ୟା ୟଶକୁ ମୁକାବିଲା କରିବା ପାଇଁ ଓଡିଶାର ପ୍ରତ୍ୟେକ ଉପକୂଳବର୍ତ୍ତି ଜିଲ୍ଲାଗୁଡିକୁ ସଗାଜ କରାଯାଉଛି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏକ ବୈଠକରେ ସମସ୍ତ ସତର୍କତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।…

ଯାଜପୁରରେ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: କୋଭିଡ଼ ରୋଗୀଙ୍କ ଚିକିତ୍ସା ଲାଗି ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ଘରୋଇ ସହାୟତା ରେ ଏକ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି । ଯାଜପୁରର ଭୂମିକା…

ଫେଲ୍ ମାରିଲା ଯାଜପୁରରେ ଛାତ୍ର ଆନ୍ଦୋଳନ

ଯାଜପୁର: ରାଜ୍ୟରେ ପରୀକ୍ଷା ବାତିଲ ନେଇ ସତେ ଯେମିତି ଝଡ ସୃଷ୍ଟି ହୋଇଛି । ରାଜଧାନୀରୁ ଆରମ୍ଭ ହୋଇଥିବା ଆନ୍ଦୋଳନର ନିଆଁ ଏବେ ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଯାଜପୁର ଜିଲ୍ଲାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ଦାବିରେ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ । ତେବେ ଏ ନେଇ…

ରାଜ୍ୟରେ ଟିକା ଅଭାବ, ବୁଧବାର ୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ଟିକାକରଣ କମିବାରେ ଲାଗିଛି । ଏପ୍ରିଲ୍ ପ୍ରଥମ ସପ୍ତାହରେ ସରକାର ଦୈନିକ ୨ ଲକ୍ଷ ଟିକାକରଣ କରୁଥିବା ବେଳେ ମାସ ଶେଷ ବେଳକୁ ଏହା ୬୫ ହଜାର ପାଖାପାଖି ଖସି ଆସିଛି । ଏହାର ମୁଖ୍ୟ କାରଣ ହେଉଛି ଭ୍ୟାକ୍ସିନ୍ ଅଭାବ । ୨୭ ଏପ୍ରିଲ୍ ମଙ୍ଗଳବାର…

ନଦୀରେ ଗାଧୋଉଥିବା ବେଳେ ଅଘଟଣ: ଏକାସଙ୍ଗେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ଅଞ୍ଚଳରେ ଶୋକାକୂଳ ପରିବେଶ 

ଯାଜପୁର: ଗୋଟିଏ ଘରୁ ଏକାସଙ୍ଗେ ଲିଭିଗଲା ଦୁଇଟି ଜୀବନ ଦୀପ । ଗାଧୋଇବା ବେଳେ ଖରସ୍ରୋତା ନଦୀରେ ବୁଡି ପ୍ରାଣ ହରାଇଛନ୍ତି ୨ ଭାଇ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚିନ୍ତାପଲ୍ଲୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ୨ ଭାଇ ଚିନ୍ତାପଲ୍ଲୀର କାହ୍ନୁଚରଣ ଚନ୍ଦଙ୍କ ବଡ଼ପୁଅ ଦୀନବନ୍ଧୁ ଓ…