Latest Odisha News

BREAKING NEWS

Browsing Tag

Jajpur

କ୍ରୋମ ପରିବହନକୁ ନେଇ ବିବାଦ, ଆନ୍ଦୋଳନକୁ ଓହ୍ଲାଇଲା ଟ୍ରକ୍ ମାଲିକ ସଂଘ

ଯାଜପୁର: କାଳିଆପାଣି ଖଣି ଅଞ୍ଚଳରେ କ୍ରୋମ ପରିବହନକୁ ନେଇ ବିବାଦ ଦେଖା ଦେଇଛି । ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ଅଞ୍ଚଳର ଟ୍ରକ୍ ମାଲିକ ସଂଘ । କ୍ରୋମ ପରିବହନରେ ଅନିୟମିତତା ଓ କ୍ରୋମ ପରିବହନ ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ…

ଚଟୁମାରୀ ଡକାୟତି ଓ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ, ଚୋରି ସୁନା ଜବତ

ଯାଜପୁର : ଚଟୁମାରୀ ଗାଁରେ ହୋଇଥିବା ଡକାୟତି ଓ ହତ୍ୟା ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ମାସ ୨୬ତାରିଖ ବିଳମ୍ବିତ ରାତିରେ ବରୀ ଥାନା ଅନ୍ତର୍ଗତ ଭଅଁରା ପଞ୍ଚାୟତ ଚଟୁମାରୀ ଗାଁରେ ଡକାୟତି ହୋଇଥିଲା । ସେହି ସମୟରେ ଡ଼କାୟତ ମାନଙ୍କ ଆକ୍ରମଣରେ ବିଶ୍ୱରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।…

କାଳୀପୂଜା ପାଇଁ ଦୁଲୁକୁଛି ଯାଜପୁର ସହର

ଯାଜପୁର : କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର ସହର । ସହରର ପ୍ରତିଟି ଛକ ଓ ବଜାରରେ ଚାଲିଛି ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ରାଜ୍ୟର ପ୍ରତିଷ୍ଠିତ କଳାକାରଙ୍କ ନୃତ୍ୟ ଓ ଗୀତରେ ଝୁମୁଛନ୍ତି ଦର୍ଶକ । ସୁନ୍ଦର ଆଲୋକମାଳା ଓ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ ।  …

ଯାଜପୁରରେ ଆରମ୍ଭ ହେଲା ବିରଜା ଶ୍ରୀ ବାଣିଜ୍ୟ ମେଳା

ଯାଜପୁର: କାଳୀପୂଜା ଅବସରରେ କୁସୁମା ନିକଟରେ ଆରମ୍ଭ ହୋଇଛି ବିରଜା ଶ୍ରୀ ବାଣିଜ୍ୟ ମେଳା । ଯାଜପୁର ପୌରପାଳିକା ଏବଂ ନାବାର୍ଡର ମିଳିତ ଉଦ୍ୟମରେ ଏହି ମେଳା ଆୟୋଜିତ ହୋଇଛି । ଏହି ମେଳା ଆସନ୍ତା ୪ ତାରିଖ ଯାଏଁ ଚାଲିବ । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦିକ ସାମଗ୍ରୀର ବିକ୍ରି କରି…

ପ୍ରିମିୟମ୍ ନେଇ ପ୍ରତାରଣା, ଚାଷୀଙ୍କୁ ମିଳୁନି ଫସଲ ବୀମା

ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ରହିଛି ଫସଲ ବୀମା ବ୍ୟବସ୍ଥା । କିନ୍ତୁ ବୀମା କମ୍ପାନୀର ମନମୁଖି କାର୍ଯ୍ୟ ପାଇଁ ଚାଷୀ ହଇରାଣ ହରକତ ହେଉଛନ୍ତି । ଫସଲ ବୀମା ଥାଇ ବି କ୍ଷତିପୂରଣ ଚାଷୀ ପାଉନଥିବା ଅଭିଯୋଗ ହୋଇଛି । ବୀମା ରାଶି ବାବଦରେ କମ୍ପାନୀ…

ମଦ ବିକ୍ରିକୁ ବିରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଯାଜପୁର : ପୁଣି ମଦକୁ ବିରୋଧ କଲେ ମହିଳା । ବିଚିତ୍ରପୁର ପଞ୍ଚାୟତରେ ମଦ ବିକ୍ରିକୁ ବିରୋଧ କରି ଥାନାରେ ଅଭିଯୋଗ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଦୀର୍ଘ ଦିନ ଧରି ପଞ୍ଚାୟତରେ ମଦ ବିକ୍ରି ହେଉଥିବା ଅଭିଯୋଗ କରାଯାଉଥିଲେ ମଧ୍ୟ ପୋଲିସ କିମ୍ବା ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ…

ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ବୈଠକ 

ଯାଜପୁର :  ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଦାବୀରେ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଦୀର୍ଘ ଦିନ ଧରି ନିୟମିତ କର୍ମଚାରୀଙ୍କ ଭଳି କାମ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିୟମିତ କର୍ମଚାରୀଙ୍କ ମାନ୍ୟତା ମିଳୁନଥିବା ଅଭିଯୋଗ ହୋଇଛି । ଏହି ଅଭିେଯାଗକୁ ନେଇ ଆଜି…

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୨ ବର୍ଷର ବାଳକ

ଯାଜପୁର : ସ୍ମୃତିଶକ୍ତି ପାଇଁ ବିରଳ ରେକର୍ଡ ହାସଲ କରିଛନ୍ତି ୨ ବର୍ଷର ବାଳକ ସ୍ବସ୍ତିକ । ସୀମିତ ସମୟ ମଧ୍ୟରେ ନିଜ ସ୍ମୃତିଶକ୍ତିର ଦକ୍ଷତା ଦେଖାଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ବାଳକ । ବରୀ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁର ସୌମ୍ୟରଞ୍ଜନ ପ୍ରଧାନ ଏବଂ ଅମିତା ସାହୁଙ୍କ…

କାଳୀପୂଜା ପାଇଁ ଯାଜପୁର ଚଳଚଞ୍ଚଳ

ଯାଜପୁର: ଆଜି ଅଲୋକ ର ପର୍ଵ ଦୀପାବଳି। ଆଜି ଠାରୁ ଯାଜପୁରରେ ଗଣପର୍ବ କାଳୀ ପୂଜା ଆରମ୍ଭ ହୋଇଛି। ସହରର ୪୫ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀ ନାରାୟଣ। ଆଜି ବିଳମ୍ବିତ ରାତ୍ରିରେ ମାଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବ। କୋଭିଡ କଟକଣା ର ଦୁଇ ବର୍ଷ ପରେ ଚଳିତ ବର୍ଷ ବେଶ୍…

କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର

ଯାଜପୁର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଆଉ ଦୀପାବଳି ଦିନ ଠାରୁ ଆରମ୍ଭ ହୁଏ କାଳୀପୂଜା । ପବିତ୍ର ଦୀପାବଳିକୁ ନେଇ ବେଶ୍‌ ଚଳଚଞ୍ଚଳ ଯାଜପୁର ସହର । ଗତ ୨ ବର୍ଷ ହେବ କଟକଣା ମଧ୍ୟରେ କାଳିପୂଜା ହୋଇନଥିବା ବେଳେ ଚଳିତ ବର୍ଷ ବେଶ୍ ଧୁମ୍ ଧାମରେ ପାଳିତ ହେବ । ଏଥିପାଇଁ ସହରର ୪୫ ଟି…