Latest Odisha News
Browsing Tag

Jharsuguda By Poll

ନିଶ୍ଚିତ ବିଜୟ, ବ୍ୟବଧାନ କେତେ ?

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଫଳାଫଳକୁ ରାଜ୍ୟର ତିନି ପ୍ରମୁଖ ଦଳ ଅପେକ୍ଷା କରିଥିବା ବେଳେ ନାନା ପ୍ରକାରର ଚର୍ଚ୍ଚା ଓ ଆକଳନ ହେଉଛି। ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ…

ଝାରସୁଗୁଡ଼ା ଉପନିର୍ବାଚନ, ୫ ମନ୍ତ୍ରୀଙ୍କ ସହ ୭ ବରିଷ୍ଠ ନେତାଙ୍କୁ ବ୍ଲକ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିଜେଡି ନବ ଦାସଙ୍କ ଝିଅକୁ ପ୍ରାର୍ଥୀ ଘୋଷଣା କରିବା ସହ ରଣନୀତିରେ ଆଗେଇ ଚାଲିଛି । ଉପନିର୍ବାଚନ ପାଇଁ ଦଳ ୩ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା । ଆଜି…

ଝାରସୁଗୁଡ଼ାରୁ ବିଜେପି, କଂଗ୍ରେସରୁ କିଏ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ତତ୍ପର ହୋଇଉଠିଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡ଼ା…

ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ଆମେ ସମର୍ଥନ କରିବୁ: ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା ପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନବ ଦାସଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଥିବାରୁ ସମସ୍ତଙ୍କ ନଜର ରହିଛି ବିଜେଡି ଉପରେ । ଆଜି ଉପନିର୍ବାଚନ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି…