Latest Odisha News

BREAKING NEWS

Browsing Tag

Jungle Fire

୩ ମାସରେ ୨୪ ହଜାର ଥର ଜଳିଲାଣି ଜଙ୍ଗଲ

ଭୁବନେଶ୍ୱର: ଖରା ଆସିଲେ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ଫଳରେ ଜଳି ଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ । ଜଙ୍ଗଲ ନିଆଁ ନେଇ ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିବା ବେଳେ ୨୦୧୯ରୁ ୨୦୨୩ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା କେତେ ଜଙ୍ଗଲରେ ନିଆଁ ଲାଗିଛି…

ଖରାଦିନ ଆରମ୍ଭରୁ ଡାମେରିକିଆ ଜଙ୍ଗଲରେ ନିଆଁ, ମୂଲ୍ୟବାନ ଗଛ ପୋଡି ନଷ୍ଟ

କନ୍ଧମାଳ: ଖରାଦିନ ଆରମ୍ଭରୁ  ଜଙ୍ଗଲରେ ନିଆଁ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନର ଡାମେରିକିଆ ଜଙ୍ଗଲ ଜଳୁଛି । ଦିନ ରାତି ଦ୍ରୁତ ଗତିରେ ନିଆଁ ଜଙ୍ଗଲରେ ବ୍ୟାପୁଥିବାରୁ ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଛି । ସେପଟେ ଜଙ୍ଗଲ ଜଳୁଥିବାରୁ ଭୟଭୀତ ହୋଇଛନ୍ତି ଜୀବଜନ୍ତୁ । କେ…

ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଓ୍ବାଚରଙ୍କ ଦେହରେ ଲାଗିଲା ନିଆଁ

ମୟୂରଭଞ୍ଜ : ମୟୂରଭଞ୍ଜ ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜ ଅନ୍ତର୍ଗତ ଉକାମପାହାଡ଼ ଜଙ୍ଗଲରେ ଅଭାବନୀୟ ଘଟଣା । ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଣେ ଓ୍ବାଚରଙ୍କ ଦେହରେ ନିଆଁ ଲାଗିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା…

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଦେଲେ ମିଳିବ ପୁରସ୍କାର

ସମ୍ୱଲପୁର: ରାଜ୍ୟରେ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ । ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ ଓ ଅଗ୍ନିଶମ ବାହିନୀ କର୍ମଚାରୀ । ଏଣିକି ଜଙ୍ଗଲରେ ନିଆଁ ଲଗାଇବେ ଗିରଫ ହେବେ । ଏନଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ୱଲପୁର ଡିଏଫଓ ସଞ୍ଜୀତ କୁମାର । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସହ…