Latest Odisha News

BREAKING NEWS

Browsing Tag

Kalia Scheme

କାଳିଆ ଯୋଜନାରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ୧୨୭୨ କୋଟି ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି। ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି…

ଫେରାଇବାକୁ ପଡିବନି କାଳିଆ ଟଙ୍କା

ଭୁବନେଶ୍ୱର: କଳିଆ ଟଙ୍କା ଫେରସ୍ତ ଉପରେ ଲାଗିଲା ରୋକ । ଆଉ ଫେରାଇବାକୁ ପଡିବନି କାଳିଆ ଟଙ୍କା । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କାଳିଆ ଟଙ୍କା ଫେରାଇ ନେବା ଉପରେ କଟକଣା ଲଗାଇଛନ୍ତି ସରକାର । ବର୍ତ୍ତମାନ ପାଇଁ ଟଙ୍କା ଫେରାଇ ନନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୃଷି ଓ…

ଯୋଗ୍ୟ ଓ ଅଯୋଗ୍ୟ ଭିତରେ ଯୋଜନା ବାଟବଣା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଚାଷ କାମ ଯାହାର, କି ଆନନ୍ଦ ତାହାର- ପୁରାତନ ଯୁଗର ଏହି ଉକ୍ତିଟି ଦିନେ ସଭିଙ୍କୁ ଆତ୍ମୀୟତାର ଡ଼ୋରିରେ ବାନ୍ଧି ରଖିଥିଲା । ଗ୍ରାମ ଜୀବନର ପ୍ରଧାନ ଏନ୍ତୁଡ଼ିଶାଳ ଏଇ ଚାଷ ଜମି । ଯିଏ ଖାଲି ପେଟକୁ ଦାନା ନି ମୁଠାଏ…

କାଳିଆ ଟଙ୍କା ନଫେରାଇବାକୁ ବିଜେପିର ପରାମର୍ଶ

ଭୁବନେଶ୍ୱର: କାଳିଆ ଟଙ୍କା ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ କରିବାକୁ ନେଇ ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଘେରିଛନ୍ତି । ସେ ଚାଷୀମାନଙ୍କୁ କାଳିଆ ଟଙ୍କା ନଫେରାଇବାକୁ…

ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫୦ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଫେରାଇବେ କାଳିଆ ଯୋଜନା ଟଙ୍କା । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି ସଚିବ ସୌରଭ ରର୍ଗ କହିଛନ୍ତି ଯେ, ‘ଏ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୯୮ ପ୍ରତିଶତ ଯୋଗ୍ୟ । ପ୍ରାୟ ୫୦ହଜାର ଅଯୋଗ୍ୟ…

‘କାଳିଆ’ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗ: କୃଷି ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ ପ୍ରାୟ ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗରେ ବୁଧବାର ଦିନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଏହି ଯୋଜନାରେ ସହାୟତା ରାଶି ପାଇଥିବା ସମସ୍ତ ହିତାଧିକାରୀ ଯୋଗ୍ୟ…

କେବଳ ୩୨ ହଜାର କାଳିଆ ହିତାଧିକାରୀ ଅଯୋଗ୍ୟ: ବିଜେଡି

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ କେବଳ ୩୨ ହଜାର ହିତାଧିକାରୀ ଅଯୋଗ୍ୟ ବୋଲି ବୁଧବାର ଦିନ ଶାସକ ଦଳ ବିଜେଡି ପକ୍ଷରୁ ସୂଚନା ମିଳିଛି । ଏହି ଯୋଜନାରେ ପ୍ରାୟ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଥିବା ନେଇ ଗତକାଲି କୃଷି ମନ୍ତ୍ରୀ…

କାଳିଆ ଯୋଜନାରେ ୫୦ ଲକ୍ଷ ହିତାଧିକାରୀ ପାଇଛନ୍ତି ସହାୟତା ରାଶି: ମନ୍ତ୍ରୀ

ଭୁବନେଶ୍ୱର : କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନାରେ ରାଜ୍ୟ ସରକାର ପାଖାପାଖି ୫୦ ଲକ୍ଷ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିବା ନେଇ ବୁଧବାର ଦିନ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, “ଏହି…