Latest Odisha News

BREAKING NEWS

Browsing Tag

Kalpana Dash

ଏଭେରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଢେଙ୍କାନାଳ/ଭୁବନେଶ୍ୱର : ରାଜ୍ୟର ପ୍ରଥମ ଏଭେରେଷ୍ଟ ବିଜୟିନୀ ଦୁଃସାହସିକ କ୍ରୀଡ଼ାବିତ୍ କଳ୍ପନା ଦାଶଙ୍କର ଶନିବାର ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ଲକ୍‌ଡାଉନ୍ କାରଣରୁ କୌଣସି ବିଶେଷ ଉତ୍ସବ ଅୟୋଜିତ ହୋଇ ନ ଥିବାବେଳଳେ ଢ଼େଙ୍କାନାଳରେ ତାଙ୍କ ପରିବାର ପକ୍ଷରୁ ଶ୍ରାଦ୍ଧ କାର‌୍ୟ୍ୟ…

ଓଡିଶାରେ କଳ୍ପନାଙ୍କ ମରଶରୀର, ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱର : ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର ରବିବାର ଦିନ ଭୁବନେଶ୍ୱରରେ ପହଞ୍ଚିଛି । ନୂଆଦିଲ୍ଲୀରୁ ଦିଲ୍ଲୀ-ଭୁବନେଶ୍ୱର ଏୟାର ଇଣ୍ଡିଆ ବିମାନ ଯୋଗେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା । କଳ୍ପନାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ରାଜ୍ୟ କ୍ରୀଡା…

ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର : ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର ଶନିବାର ଦିନ କାଣ୍ଠମାଣ୍ଡୁରୁ ଆସି ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବ । କଳ୍ପନାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।…

ରାଜ୍ୟ ସଂଗ୍ରହାଳୟରେ କଳ୍ପନା ଦାଶଙ୍କ ପୋଷାକ ପ୍ରଦର୍ଶିତ

ଭୁବନେଶ୍ୱର : ଓଡିଶାର ଏଭରେଷ୍ଟ୍ ପର୍ବତାରୋହଣକାରୀ କଳ୍ପନା ଦାଶଙ୍କ ମୃତ୍ୟୁର ୬ ଦିନ ପରେ ମଙ୍ଗଳବାର ଦିନ ଓଡିଶା ସରକାର ତାଙ୍କର ପୋଷାକ ଗୁଡିକୁ ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ କରିଛନ୍ତି । ଏହି ସ୍ୱନାମଧନ୍ୟ ଓଡିଆ ପର୍ବତାରୋହୀ ୨୦୦୪ ମସିହାରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିବା ସମୟର…