Latest Odisha News

BREAKING NEWS

Browsing Tag

karnataka election campaign

ଡବଲ ଇଞ୍ଜିନରେ କିଏ ଖାଇଛି କେତେ ପିସି, ଜବାବ ମାଗିଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ବିଜେପିର ନୂଆ ପ୍ଲାନ। ଡବଲ ଇଞ୍ଜିନ ସରକାରର ଆହ୍ୱାନ ଦେଉଥିବା ବିଜେପି ଏବେ ଟ୍ରିପଲ ଇଞ୍ଜିନର କଥା କହିଛି। ନିର୍ବାଚନ ବୈତରଣୀ ପାର ହେବାକୁ ଉଭୟ କଂଗ୍ରେସ ଓ ବିଜେପି ସବୁ ଶକ୍ତି…

‘କର୍ଣ୍ଣାଟକ ନିର୍ବାଚନ’, ୧୭ ଆସନ ପାଇଁ ମୋଦିଙ୍କ ମାୟାଜାଲ !

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ରବିବାର ଶେଷ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଓ ରବିବାର ଦୁଇ ଦିନ ମୋଦି ବେଙ୍ଗାଲୁରୁରେ ଆଠ ଘଣ୍ଟାର ରୋଡ଼ ଶୋ କରିବେ ବୋଲି ସୂଚନା ମିଳିଛି। ନମ ବେଙ୍ଗାଲୁରୁ ନମ ହେମେ ବା ଆମ ବେଙ୍ଗାଲୁରୁ ଆମ ଗର୍ବ ନାମରେ ଏହି ରୋଡ଼ ସୋ କରି…

ମଣିପୁର ପାଇଁ ମନ ନାହିଁ !

ଭୁବନେଶ୍ୱର: ଆଦିବାସୀ ଓ ମେଟେଇ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ଯୋଗୁ ମଣିପୁର ଜଳୁଛି। ମଣିପୁର ସ୍ଥିତି ଏତେ ସାଙ୍ଘାତିକ ଯେ ରାଜ୍ୟରେ ସୁଟ ଆଟ ସାଇଟର ଅର୍ଡର ମଧ୍ୟ ଦିଆଯାଇଛି। ରାଜ୍ୟରେ ଅଧିକ ଜବାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ଏଭଳି ସ୍ଥିତିରେ ମଣିପୁରକୁ ନେଇ ରାଜନୀତି…

କର୍ଣ୍ଣାଟକ ନିର୍ବାଚନ, ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’

ଭୁବନେଶ୍ୱର: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ଡବଲ ଇଞ୍ଜିନ ସରକାରକୁ ଫୋକସ କରିଛି। କଂଗ୍ରେସ କିମ୍ବା ଜେଡିଏସକୁ ଭୋଟ ନ ଦେଇ ବିଜେପିକୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ସବୁ ବରିଷ୍ଠ ନେତା କର୍ଣ୍ଣାଟକବାସୀଙ୍କୁ ନିବେଦନ…

କର୍ଣ୍ଣାଟକରେ ବିଜେପିର ଅସ୍ତ୍ର, ‘ଜୟ ବଜରଙ୍ଗବାଲି’ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଯେତିକି ଜୋରଦାର ହେଉଛି ବିବାଦ ମଧ୍ୟ ସେତିକି ତୀବ୍ର ହେଉଛି। ପ୍ରଚାର ସହ ବିବାଦକୁ ରାଜନୈତିକ ପ୍ରସଙ୍ଗ କରି ବିଭିନ୍ନ ଦଳ କର୍ଣ୍ଣାଟକବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି। ସେପଟେ ବଜରଙ୍ଗ ଦଳକୁ ବ୍ୟାନ କରିବା ଟିପ୍ପଣୀକୁ…

‘କର୍ଣ୍ଣାଟକ ନିର୍ବାଚନ’, ମୋଦିଙ୍କୁ କଂଗ୍ରେସର ୯୧ ଗାଳି

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ନିଜର ପ୍ରଥମ ଦିନର ପ୍ରଚାରରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ବିଜେପିକୁ ବହୁମତ ଦେବାକୁ କର୍ଣ୍ଣାଟକବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ହମନାବାଦରେ ବିଶାଳ ଜନସଭାକୁ ଉଦବୋଧନ ଦେଇ କଂଗ୍ରେସ ଦେଶକୁ ଭାଗ…

ରାହୁଲଙ୍କ ‘କୋଲାର’ରେ ସଭା କରିବେ ମୋଦି!

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖରେ କର୍ଣ୍ଣାଟକର କୋଲାରରେ ପ୍ରଧାନମନ୍ତ୍ରୀ ମୋଦି କରିବେ ପ୍ରଚାର। କୋଲାରରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦି। ଏ ସମ୍ପର୍କିତ ଖବର ଆସିବା ପରେ କର୍ଣ୍ଣାଟକ ସମେତ ଦେଶର ରାଜନୀତି ତୀବ୍ର…

‘କର୍ଣ୍ଣାଟକ ନିର୍ବାଚନ’, ଯୋଗୀ ଖେଳିଲେ ରାମମନ୍ଦିର କାର୍ଡ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୁସଲମାନ ସଂରକ୍ଷଣ ପ୍ରସଙ୍ଗକୁ ବିଜେପି ପ୍ରମୁଖ ମୁଦ୍ଦା କରିଛି। ମୁସଲମାନ ସଂରକ୍ଷଣ କାହିଁକି ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରଶ୍ନ କରିଛନ୍ତି। କୌଣସି ଧର୍ମ ଭିତ୍ତିରେ ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ଉପରେ…

‘କର୍ଣ୍ଣାଟକ ନିର୍ବାଚନ’ ଏବେ ମଇଦାନରେ ହେବ ଯୁଦ୍ଧ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୨୨୪ ଆସନ ପାଇଁ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବା ସହ ଚିତ୍ର ମଧ୍ଯ ସ୍ପଷ୍ଟ ହୋଇଛି। ଯେଉଁ ଆଶାୟୀମାନେ ବିଭିନ୍ନ ପ୍ରମୁଖ ଦଳରୁ ଟିକେଟ ନ ପାଇଲେ…

‘କର୍ଣ୍ଣାଟକ ପ୍ରଚାର’ ଚାଲିଛି ରାହୁଲ ଶୋ

ଭୁବନେଶ୍ୱର : କର୍ଣ୍ଣାଟକରେ ରାହୁଲଙ୍କ ଜୋରଦାର ପ୍ରଚାର। କୋଲାରରେ ବିବାଦୀୟ ଟିପ୍ପଣୀ ପାଇଁ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିବା ବେଳେ ଠିକ ସେହି ଜାଗାରୁ ହିଁ ରାହୁଲ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ। ନିଜ ସଦସ୍ୟ ପଦ ରଦ୍ଦ ପାଇଁ ଚର୍ଚ୍ଚାରେ ଥିବା ରାହୁଲ ଏହାକୁ ପ୍ରମୁଖ ମୁଦ୍ଦା କରିଥିବା…