Latest Odisha News

BREAKING NEWS

Browsing Tag

khordha

ଔଷଧ ବାଂଟିଲା ବେଳେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ

ଖୋର୍ଦ୍ଧା: ଔଷଧ ବାଂଟିବା ବେଳେ ଟଳିପଡିଲେ କରୋନା ଯୋଦ୍ଧା । ଏପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ତେବେ କେଉଁ କାରଣୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ଆଶା କର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ ଆଜି ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ ବାଣ୍ଟୁଥିଲେ। ଗୋଟିଏ ଘରେ…

ଖୋର୍ଦ୍ଧା-ଗଂଜାମ ବର୍ଡର ସିଲ୍‌, ଟୋଲ୍ ଗେଟ୍ ନିକଟରେ ଟ୍ରାଫିକ ଜାମ୍‌

ଗଂଜାମ: ବଢ଼ୁଥିବା କରୋନା ସଂକ୍ରମଣ ଯୋଗୁଁ ଗଂଜମାର ସମସ୍ତ ସହରାଂଚଳକୁ ଜିଲ୍ଲାପାଳ ଆସନ୍ତାକାଲିଠାରୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ତେବେ ଆଜି ଠାରୁ ଗଂଜମାର ସବୁ ବର୍ଡର ସିଲ୍ କରାଯାଇଛି । ଆଜି ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ସୀମା ସିଲ୍ ହେବା ପରେ ଟ୍ରାଫିକ ଜାମ୍ ହୋଇଛି । ସୀମା ସୀଲ୍…

ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗରେ ପୂର୍ବତନ ସିଡିଏମ୍‌ଓ ଗିରଫ

ଖୋର୍ଦ୍ଧା : ମହିଳା ରୋଗୀଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ । କ୍ଲିନିକରେ ଚେକ୍ ଅପ୍ ବେଳେ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସିଡିଏମ୍‌ଓ ବୈଦ୍ୟନାଥ ନାୟକ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୋଗକାରିଣୀଙ୍କ…

ଡାକ୍ତରଖାନାରେ ନ ଥିଲା ଲାଇଟ୍‌, ମୋବାଇଲ ଟର୍ଚ୍ଚରେ ରୋଗୀର ପଡିଲା ଷ୍ଟିଚ୍

ଖୋର୍ଦ୍ଧା: ଅନ୍ଧାରରେ ହେଲା ଅପରେସନ୍ । ମୋବାଇଲ ଟର୍ଚ୍ଚ ଲାଇଟରେ ପଡିଲା ଷ୍ଟିଚ୍ । ରଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି  ସ୍ୱାସ୍ଥ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିନୋଦପଡା…

ଗିରଫ ହେଲା ଖଣି ମାଫିଆ ସରୋଜ

ଖୋର୍ଦ୍ଧା: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଗୁରୁବାର ଦିନ ଦୁର୍ଦ୍ଦାନ୍ତ ଅପରାଧୀ ସରୋଜକୁ ବେଆଇନ ଖଣି ଖନନ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ପୋଲିସ ସହାୟତାରେ 'ଏସଟିଏଫ' ସ୍ଥାନୀୟ…