Latest Odisha News

BREAKING NEWS

Browsing Tag

Kolkata

ଜରୁରୀକାଳୀନ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କୋଲକାତା : ଜରୁରୀକାଳୀନ ଅବତରଣ କଲା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର । ଖରାପ ପାଗ ଯୋଗୁଁ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଥିବା ସୂଚନା । ଜରୁରୀକାଳୀନ ଅବତରଣ ସମୟରେ ସିଏମ ମମତା ବାନାର୍ଜୀ ସାମାନ୍ୟ ଆହତ ହୋଇଛନ୍ତି । ଆହତ କାରଣରୁ ତାଙ୍କୁ ତୁରନ୍ତ…

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ: ଖାଦ୍ୟ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

କୋଲକାତା: ପଶ୍ଚିଭମବଙ୍ଗର ବୀରଭୂମ ଜିଲ୍ଲାରେ ଗତକାଲି ଅନେକ ସ୍କୁଲ ପିଲା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି, ମଧ୍ୟାହ୍ନ ଭୋଜନ  ଖାଦ୍ୟରୁ ଏକ ସାପ ବାହାରିଥିଲା ।  ଏହି ଖାଦ୍ୟ ଖାଇବା ପରେ ଏପରି…

ଶୀଘ୍ର ପାଣି ଭିତରେ ଦୌଡ଼ିବ ମେଟ୍ରୋ

କୋଲକାତା: ପାଣି ଭିତରେ ଚାଲିବ ମେଟ୍ରୋ ଟ୍ରେନ୍ । ବିଦେଶରେ ପାଣି ଭିତରେ ଟ୍ରେନ୍ ଚାଲୁଥିବା ଆପଣ ଦେଖିଥିବେ । ଏବେ ଭାରତରେ ଏହା ସତ ହେବାକୁ ଯାଉଛି । ଖୁବଶୀଘ୍ର କୋଲକାତାରେ ପାଣି ଭିତରେ ମେଟ୍ରୋ ଟ୍ରେନ୍ ଦୌଡ଼ିବ । ଏନେଇ କାମ ଚାଲିଥିବା ବେଳେ ୨୦୨୩ ମସିହା ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ…

“କେକେଙ୍କୁ ମାରିଦେଲା କୋଲକାତା”

ଭୁବନେଶ୍ୱର: କୋଲକାତା ସହର କେକେଙ୍କୁ ମାରିଦେଲା । ମଙ୍ଗଳବାର ଷ୍ଟେଜ୍ ଉପରେ ଅସୁସ୍ଥ ହୋଇପଡ଼ିବା ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ହେବା ଘଟଣାକୁ ନେଇ ନନ୍ଦିତା ପୁରୀ କଡ଼ା ସମାଲୋଚନା କରିଛନ୍ତି । କୋଲକାତା ସହରର ବାଜ୍ୟେ ବ୍ୟବସ୍ଥା କେକେଙ୍କୁ ମାରି ଦେଲା ବୋଲି କହିଛନ୍ତି ଅଭିନେତା ଓମ…

କୋଲକାତାରେ କରୋନା କହର, ଶତାଧିକ ଡାକ୍ତର ସଂକ୍ରମିତ

ଭୁବନେଶ୍ୱର: ପୁଣି କାୟା ବିସ୍ତାର କରିଛି କରୋନା ସଂକ୍ରମଣ । ଏଥର ଭିନ୍ନ ରୂପରେ । ସମୟକ୍ରମେ ଏହି ସଂକ୍ରମଣ ସାରା ଦେଶରେ ପୁଣିଥରେ ମାଡି ଚାଲିଛି । ଏହି ଧାରାରେ କୋଲକାତା ମଧ୍ୟ ବର୍ତ୍ତିପାରିନି । ଏହି ଆକର୍ଷଣୀୟ ସହରରେ ଶତାଧିକ ଡାକ୍ତର କରୋନା କବଳରେ ପଡିଥିବା ସୂଚନା ରହିଛି । ଗତ…

ଏଠି ମା’ଙ୍କ ପାଖେ ଭୋଗ ଲାଗେ ନୁଡୁଲ୍‌ସ ଆଉ ମୋମୋ

ନୂଆଦିଲ୍ଲୀ: ବିଭିଧତାର ଦେଶ ଭାରତ। ସଂସ୍କୃତି ଏବଂ ଧର୍ମର ବିବିଧତା ପାଇଁ ଭାରତ ସାରା ବଶ୍ବରେ ପ୍ରସିଦ୍ଧ। ନିଜ ଧର୍ମ ଓ ପରମ୍ପରାକୁ ବଜାୟ ରଖିବାରେ ସର୍ବାଗ୍ରେ ରହିଛି ଭାରତ। ହିନ୍ଦୁମାନଙ୍କ ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛନ୍ତି ଈଶ୍ବର। ଭାରତରେ ଯେତିକି ଦେବାଦେବୀଙ୍କ ମନ୍ଦିର ରହିଛି ତାହା…

ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗରେ ପ୍ରଥମ ରାଜନୀତିକ ହିଂସା

କୋଲକାତା: ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରେ କୋଲକାତାରେ ପ୍ରଥମ ରାଜନୀତିକ ହିଂସା ଘଟିଛି । କଡ଼ାପାରା ଅଞ୍ଚଳରେ ବିଳମ୍ବିତ ରାତିରେ କିଛି ଲୋକ ବିଜେପିର ପରିବର୍ତ୍ତନ ରଥ ଭଙ୍ଗାରୁଜା କରିଛନ୍ତି । ଗାଡ଼ି ଉପରେ ଆକ୍ରମଣ କରିବା ସହ ଟିଏମସି କର୍ମୀ ଏଲଇଡି ଭାଙ୍ଗି ଦେଇଥିବା ବିଜେପି…

ରାଗିଯାଇ ଭାଷଣ ଦେଲେନି ଦିଦି

କୋଲକାତା : କୋଲକାତାରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ସମାରୋହରେ ବିବାଦୀୟ ପରିସ୍ଥିତି । ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳିବାକୁ ଭିକ୍ଟୋରିଆ ମେମୋରିଆଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ…

କୋଲକାତା ଓ ଶିଳ୍ପୀର ଶୋଭାଯାତ୍ରା, ଅନୁରାଗର ଯାତ୍ରାସଙ୍ଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପୃଥିବୀର ସବୁ ପ୍ରଖ୍ୟାତ ସହରର ଏକ ନିର୍ଦ୍ଦିଷ୍ଟ ଚେହେରା ଓ ଚରିତ୍ର ରହିଥାଏ। ସେ ଲଣ୍ଡନ ହେଉ କି ପ୍ୟାରିସ, ଭିଏନା ହେଉ କି ନ୍ୟୁୟର୍କ ଅଥବା ଦିଲ୍ଲୀ ହେଉ କି ମୁମ୍ବାଇ। ସବୁ ସହର ନିଜ ନିଜର ଭିନ୍ନତାକୁ ନେଇ ଏକ ସ୍ଵତନ୍ତ୍ର ଗରିମା ତିଆରି…

ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ଚାଲି ପାରିବନି ପୋଲିସର ଦମନଲୀଳା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପୋଲିସ କରିପାରିବନି ହଇରାଣ । ବ୍ୟକ୍ତିର ସ୍ୱାଧୀନତା ଉପରେ ଚାଲି ପାରିବନି ପୋଲିସର ଦମନଲୀଳା । ଅଦାଲତ ଫେସବୁକ ୟୁଜରଙ୍କ ମତକୁ ଆଧାର କରି ପୁଲିସ ଯାହା କରୁଛି ତାହା ନିନ୍ଦନୀୟ। ନିଜ ସୀମା ଭିତରେ ରହି କାମ କରିବା ଦରକାର ବୋଲି ସୁପ୍ରିମକୋର୍ଟ ଦେଶର ପୁଲିସ…