Latest Odisha News

BREAKING NEWS

Browsing Tag

Kolkata

ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ସାମିଲ ହେଲେ ମୋଦି

ନୂଆଦିଲ୍ଲୀ: କରୋନା ଭିତରେ ଆଜିଠୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପାଂଚ ଦିନିଆ ଦୁର୍ଗା ପୂଜା । ଆଜି ମା ଜଗତଜନନୀଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗା ପୂଜାରେ ସାମିଲ ହୋଇଛନ୍ତି ।…

ଦେବୀ ଦୁର୍ଗାଙ୍କର ଡାକ୍ତର ଅବତାର; ଫଟୋ ଭାଇରାଲ

କୋଲକାତା: ଆସିଲାଣି ଦେବୀ ଦୁର୍ଗାଙ୍କ ପର୍ବ । ଭେଳି କି ଭେଳି ମଣ୍ଡପରେ ମାଁ ଦୁର୍ଗାଙ୍କ ଭେଳି କି ଭେଳି ରୂପ । ଦୁର୍ଗାଙ୍କର ପ୍ରବାସୀ ମା' ଅବତାର ପଶ୍ଚିମବଙ୍ଗର କୋଲକାତାରେ ଭାଇରାଲ ହେବା ପରେ, ଅନ୍ୟ ଜଣେ କଳାକାରଙ୍କ ହାତରେ ଭିନ୍ନ ଏକ ରୂପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା । ଏଠାରେ…

ଦୁର୍ଗାପୂଜାରେ ଦର୍ଶକ ମନା

କୋଲକାତା: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସିବେ ମା' ଦଶଭୁଜା । କିନ୍ତୁ ଏହି ପାର୍ବଣକୁ ଫିକା କରିଦେଇଛି ହାଇକୋର୍ଟଙ୍କ ନିର୍ଦେଶ । ଦୁର୍ଗା ପୂଜା ପାଣ୍ଡାଲରେ ପରିଦର୍ଶକମାନଙ୍କ ଉପରେ ଲାଗିଲା ରୋକ । ପଶ୍ଚିମବଙ୍ଗ ଗଣପର୍ବ ଆରମ୍ଭର ମାତ୍ର ତିନିଦିନ ପୂର୍ବରୁ କୋଲକାତା ହାଇକୋର୍ଟ ଏହି…

ପାଞ୍ଚ ମହଲା ବିଲଡିଂରେ ନିଆଁ, ୧୨ ବର୍ଷର ଶିଶୁ ସମେତ ଦୁଇ ମୃତ

କୋଲକାତା: ପାଞ୍ଚ ମହଲା ବିଲଡିଂରେ ରାତିରେ ଲାଗିଲା ନିଆଁ । ପୋଡ଼ି ହୋଇ ଜଣେ ୧୨ ବର୍ଷର ନାବାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି କୋଲକାତାର ଗଣେଶ ଚନ୍ଦ୍ର ଏଭିନ୍ୟୁରେ । ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଗତକାଲି ରାତିରେ ଗଣେଶ ଚନ୍ଦ୍ର…

୧୫ ବର୍ଷ ପରେ କୋଲକାତା ରାସ୍ତାରେ ଗଡିଲା ଡବଲ୍ ଡେକର୍ ବସ୍ !

କୋଲକାତା: ଦିନ ଥିଲା କଲିକତାର ପରିଚୟ ସାଜିଥିଲା ଡବଲ୍ ଡେକର୍ ବସ୍ । ହେଲେ କଲିକତାରୁ କୋଲକାତା ହେବାର ମାତ୍ର ୪ ବର୍ଷ ପରେ ରାସ୍ତାରେ ଆଉ ଦେଖିବାକୁ ମିଳିନଥିଲା ଏହି ସ୍ୱତନ୍ତ୍ର ବସ୍ । ହେଲେ ଏବେ କୋଲକାତା ରାସ୍ତାକୁ ପୁଣିଥରେ ଦୀର୍ଘ ୧୫ ବର୍ଷ ପରେ ଫେରିଛି ଡବଲ୍ ଡେକର୍ ବସ୍ । ଆଗକୁ…

ଟଙ୍କା ନଦେବାରୁ ଅଧା ରାସ୍ତାରେ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା: ଟଙ୍କା ଦିଅ, ନହେଲେ ଆମ୍ବୁଲାନ୍ସରୁ ଓହ୍ଲାଅ । କରୋନା ରୋଗୀଙ୍କ ଆଗରେ ଏଭଳି ଦାଦାଗିରି ଦେଖାଇଛି ଜଣେ ଆମ୍ବୁଲାନ୍ସ ଡ୍ରାଇଭର । କେବଳ ସେତିକି ନୁହେଁ ଗୁରୁତର ରୋଗୀଙ୍କ ଠାରୁ ଅକ୍ସିଜେନ୍ ପାଇପ୍ ମଧ୍ୟ କାଢ଼ିବାକୁ ପଛଇନି । ଏଭଳି ଘଟଣା ଘଟିଛି କୋଲକାତାରେ । କୋଲାକାତାର…