ଜମି ପାଇଁ ଗୁଳିମାଡ଼: ବାପା ମୃତ, ଝିଅ ଗୁରୁତର
ବ୍ରହ୍ମପୁର: ଜମିଜମା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଝିଅର ଶ୍ୱଶୁର ଘରକୁ ଯାଇଥିବା ବେଳେ ଗୁଳିମାଡ଼ରେ ବାପାର ମୃତ୍ୟୁ ହୋଇଛି । ଝିଅକୁ ଗୁରୁତର ଆହତ ଅବସ୍ଥାରେ ମେଡିକାଲ ନିଆଯାଇଛି । ବୁଧବାର ସନ୍ଧ୍ୟାରେ ଘଟିଛି ଏ ଅଘଟଣ ।
ମୃତକ ଖଲ୍ଲିକୋଟ ଥାନା ଅନ୍ତର୍ଗତ…