କୋଲନ କର୍କଟ ବୃଦ୍ଧିର କାରଣ, ଲକ୍ଷଣ ଓ ନିରାକରଣ
ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କୋଲନ କର୍କଟ ହେଉଛି ବିଶ୍ୱରେ ତୃତୀୟ ସାଧାରଣ କର୍କଟ। ଗ୍ଲୋବାଲ୍ କ୍ୟାନସର ଅବଜରଭେଟରୀ ୨୦୨୦ କରିଥିବା ଅନୁଧ୍ୟାନ ଅନୁସାରେ, ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ପ୍ରକାର ସାଧାରଣ କର୍କଟ ହେଉଛି କୋଲନ କ୍ୟାନସର।
ଆମ…