Latest Odisha News

BREAKING NEWS

Browsing Tag

Lockdown

କରୋନା ସହ ମୁକାବିଲା: ଏବେ ଅନଲାଇନ୍‌ରେ ହେବ ଅଭିଭାବକ ବୈଠକ !

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଓଡ଼ିଶା ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକ୍‌ଡାଉନ୍ ଯୋଗୁଁ ସ୍କୁଲ ଗୁଡ଼ିକ ବନ୍ଦ ରହିବା ଯୋଗୁଁ ପାଠପଢାରେ ନିଶ୍ଚିତ ଭାବେ ବ୍ୟାଘାତ ଘଟିଛି । ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ସୁବିଧା ଲାଗି ବିଭାଗ ପକ୍ଷରୁ…

କିସରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଳାସ: ୩୦ ହଜାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲା ଶିକ୍ଷାଦାନ

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ) ଉଦ୍ୟମରେ ଓ କଳିଙ୍ଗ ଟିଭି ପ୍ରୟାସରେ କିସ ଇ ଲର୍ଣ୍ଣିଂ କ୍ଳାସ କାର୍ଯ୍ୟକ୍ରମ ବୁଧବାର କିସରେ ଉଦଘାଟିତ ହୋଇଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରେଣୀଗୃହ ଶିକ୍ଷାଦାନ…

ବନ୍ଦ ହୋଇପାରେ ଛାତ୍ରସଂସଦ ନିର୍ବାଚନ; ଏବେଠୁ ଆଶାୟୀ ଚିନ୍ତିତ !

ଭୁବନେଶ୍ୱର: କରୋନା ଭୂତାଣୁ ଜନିତ ଲକ୍‌ଡାଉନ୍ ପରିସ୍ଥିତି ଯୋଗୁଁ କେବଳ ଓଡ଼ିଶା ନୁହେଁ ସାରା ଭାରତର କ୍ୟାମ୍ପସରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରତିବର୍ଷ ଅକ୍ଟୋବରରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ରାଜ୍ୟର ପ୍ରମୁଖ କଲେଜ, ବିଶ୍ୱବିଦ୍ୟାଳୟରେ ଆଶାୟୀ…

ଜୁନ ୫ରେ ଆସିପାରେ ‘ୟୁପିଏସସି ପ୍ରିଲିମ୍ସ ପରୀକ୍ଷା’ର ପରିବର୍ଦ୍ଧିତ ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାର ପରିବର୍ଦ୍ଧିତ ତାରିଖ ଜୁନ ୫ ରେ ଆସିପାରେ ବୋଲି ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି । ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା upsc.gov.in ରେ ପ୍ରାର୍ଥୀ ମାନେ ପାଇପାରିବେ । ପୂର୍ବରୁ ୟୁପିଏସସି ପ୍ରିଲିମ୍ସ…

କରୋନା ରାଜନୀତିରେ ପ୍ରବାସୀ ଶ୍ରମିକ

ଚାଇନାର ଉହାନ ସହରରୁ ବାହାରି ଆଜି କରୋନା ସାରା ବିଶ୍ୱକୁ ବ୍ୟାପିଛି । ଏଯାବତ ୨୧୨ ଦେଶକୁ ଗ୍ରାସ କରି ଏକ ମହାବିପତ୍ତିର ରୂପ ଧାରଣ କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ବଞ୍ଚିପାରି ନାହିଁ । ସଂକ୍ରମଣ ରୋକିବାକୁ ଯାଇ ସରକାରଙ୍କ ଲକ୍‌ଡ଼ାଉନ ଫର୍ମୁଲା ଆଜି ଅର୍ଥନୀତି ପାଇଁ ବୁମେରାଂ…

ଅନଲାଇନ୍ କ୍ଲାସ ଲାଗି ଆଣ୍ଡ୍ରୋଏଡ୍ ଫୋନ ଅଭାବରୁ ଜୀବନ ହାରିଲେ କେରଳର ସ୍କୁଲ୍ ଛାତ୍ରୀ !

ମାଲାପ୍ପୁରମ୍‌: ପରିବାରରେ ଆଣ୍ଡରଏଡ୍ ଫୋନ ନଥିବା ରୁ ଅନଲାଇନ କ୍ଲାସ ନକରି ପାରି ଅବସାଦରେ ଆତ୍ମହତ୍ୟା କରିଛନ୍ତି କେରଳର ଜଣେ ସ୍କୁଲ ଛାତ୍ରୀ । ଅଧିକ ପଢନ୍ତୁ: ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କୋଟା ସିଟ୍ ଭରିବାକୁ ଏକ ବର୍ଷ ଅଧିକା ସମୟ ମାଗିଲା ‘ଆଇଆଇଟି’ ଜୀବନ ହାରିଥିବା…

ଲକ୍ ଡାଉନ୍‌ର ମାଡ଼ ଉପରେ ଆର୍ଥିକ ପ୍ୟାକେଜ୍‌ର ଉପହାସ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆମ ଓଡ଼ିଆରେ ଗୋଟେ କଥା ଅଛି, ‘ଉପରେ ପାଣି ଦେଇ ଭିତରେ ଚେର କାଟିବା’ । ଏହାର ଅର୍ଥ ହେଉଛି, ଲୋକଙ୍କୁ ଲାଗୁଥିବ ପାଣି ଦେଇ ଗଛକୁ ବଂଚାଯାଉଛି, କିନ୍ତୁ ଅସଲରେ ଭିତରେ ଚେର କାଟି ଗଛକୁ ମାରିବାର ବ୍ୟବସ୍ଥା କରାଯାଉଥିବ । ଲକ୍ ଡାଉନ୍‌ର…

ଚୋର ଫେରାଇଦେଲା ଚୋରି କରିଥିବା ବାଇକ୍‌

ଚେନ୍ନାଇ: ଚୋରି ହୋଇଥିବା ଜିନିଷ ଫେରି ଆସିଛି । ଚୋର ଫେରାଇ ଦେଇଛି ଚୋରି କରିଥିବା ଜିନିଷ । ପାର୍ସଲରେ ଆସିଛି ଚୋରି ହୋଇଯାଇଥିବା ବାଇକ୍ । ଏହି ପାର୍ସଲକୁ ଖୋଦ୍ ଚୋରି କରିଥିବା ସ୍ୱାଭିମାନୀ ଚୋର ପଠାଇଛି । ଗାଡି ମାଲିକଙ୍କୁ ମିଳିଛି ତାଙ୍କ ଚୋରା ଗାଡି । ଏଭଳି ଘଟଣା ଘଟିଛି ତାମିଲନାଡୁର…

ଜୁନ ୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନଲାଇନ ଆଡମିସନ ଆରମ୍ଭ; ଅଗଷ୍ଟ ୧୧ରେ ପ୍ରକାଶ ପାଇବ ପ୍ରଥମ କଟ୍‌-ଅଫ୍ ତାଲିକା

ନୂଆଦିଲ୍ଲୀ: ସ୍ନାତକୋତ୍ତର ପାଠ୍ୟକ୍ରମ ଆଡମିସନ ନିମନ୍ତେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁସୂଚୀ ପ୍ରକାଶ ପାଇଛି । ଏହି ଅଧିସୂଚନା ଅନୁଯାୟୀ ଆସନ୍ତା ଜୁନ ୮ ତାରିଖ ସକାଳ ୧୦ରୁ ଅନ୍‌ଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଅଧିକ ପଢନ୍ତୁ: ଜୁଲାଇ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜାବ…

ଜୁଲାଇରେ ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ:  ଆସନ୍ତା ଜୁଲାଇ ମାସ ରେ ସ୍କୁଲ ଖୋଲିବା ନିମନ୍ତେ ଯୋଜନା ପ୍ରସ୍ତୁତି କରୁଛନ୍ତି ଦିଲ୍ଲୀ ସରକାର । ଆସନ୍ତା ଜୁନ ୫ ତାରିଖ ସୁଦ୍ଧା, ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ଅଧିସୂଚନା ଅନୁସାରେ, ଏକ ଢାଞ୍ଚା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ତଥା…