Latest Odisha News
Browsing Tag

Lockdown

ବୃଦ୍ଧି ପାଇଲା IGNOUର ଜୁନ ଶେଷ ପରୀକ୍ଷା ଆବେଦନର ଅବଧି

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଜନିତ ଲକ୍‌ଡାଉନ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନ ୨୦୨୦ ଶେଷ ପରୀକ୍ଷା ଆବେଦନର ଶେଷ ତାରିଖ  ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି । ଆବେଦନରର ସମସ୍ତ ଅନୁଦେଶ ତଥା ଗାଇଡଲାଇନ ସମ୍ବନ୍ଧୀୟ ସୂଚନା ଛାତ୍ରମାନେ ଏହି  exam.ignou.ac.in  ଲିଙ୍କରୁ…

ମହରଗରୁ କାନ୍ତାରରେ ଆମ ପ୍ରବାସୀ ଶ୍ରମିକ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଭାରତ ସରକାର କରୋନା ମହାମାରୀ ପାଇଁ ଲକ୍‌ଡାଉନ୍ ଚତୁର୍ଥ ପର୍ଯ୍ୟାୟରେ ସବୁ ଶ୍ରେଣୀର ଜନଗଣ ଗଭୀର ସମସ୍ୟାରେ ପଡିଛନ୍ତି । ଦେଶର ଶ୍ରମଜୀବିଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି । ସେମାନଙ୍କ ଦୁର୍ଦ୍ଦଶା କହିଲେ ନସରେ । ସାରା ଦେଶରେ କାର୍ଯ୍ୟରତ…

ଭାରତୀୟ ରେଳବାଇକୁ ଓଡ଼ିଶା ସରକାର ଦେବେ ୫.୫ କୋଟି ଟଙ୍କା

ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଓଡ଼ିଆ ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ରେଳ ମାଧ୍ୟମରେ ଆସିବାରେ ଲାଗିଛନ୍ତି । ଏହି ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର, ଏହି ଖର୍ଚ୍ଚ ବାବଦକୁ ଓଡ଼ିଶା ସରକାର ଭାରତୀୟ ରେଳବାଇକୁ ୫.୫ କୋଟି ଟଙ୍କା ମଞ୍ଜୁର କରିବା ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ…

ମେ’ ୩୧ ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ ନ’କରାଯାଉ; କେନ୍ଦ୍ରକୁ ଜଣାଇଲା ତାମିଲନାଡୁ

ନୂଆଦିଲ୍ଲୀ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଲକ୍‌ଡାଉନ୍ ଅବଧିରେ ବିମାନ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ରକୁ ଅନୁରୋଧ କରିଛି । ଅଧିକ…

ପ୍ରତ୍ୟାବର୍ତ୍ତନର ପ୍ରଚ୍ଛଦପଟରେ ପ୍ରବଞ୍ଚିତ ପ୍ରବାସୀ ପ୍ରବାହ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୃତ୍ୟୁର ଭୟ ପାଖରେ ଆଉ ସବୁ ତୁଚ୍ଛ । କରୋନା ମହାମାରୀରେ ପାରିବାରିକ ଜୀବନ ସଂପୂର୍ଣ୍ଣ ବିଛିନ୍ନ ଓ ବିପନ୍ନ । ଏବେ ଜାତି, ଧର୍ମ, ବର୍ଣ୍ଣ ସବୁ ମିଛ । ଏମିତି ସମୟ ଆସିଛି - ପୁଅକୁ ମା’ ଘରେ ପୁରାଇ ଦେଉନି । ଭାଇକି ଭାଇ ମଧ୍ୟ ହତାଦାର…

କରୋନା ପରବର୍ତ୍ତୀ ସମୟରେ ବେକାରୀ ସମସ୍ୟା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନାର ଆତଙ୍କରେ ସାରା ବିଶ୍ୱ ଏବେ ଆତଙ୍କିତ । କରୋନା ଭୂତାଣୁକୁ ନେଇ କେବଳ ମଣିଷର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇନି, ସାରା ଜନଜୀବନ ଠପ୍ ହୋଇଯାଇଛି । ସାରା ବିଶ୍ୱର ଅର୍ଥନୈତିକ ପରିସ୍ଥିତି ଉପରେ କରୋନା ମାଡ଼ ଖୁବ୍ ଜୋର୍‌ରେ ପଡ଼ିଛି ।…

ଦାଦନ ଦୁଃଖ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଗଂଜାମ ଜିଲ୍ଲାରେ ସୁରତ ପେରନ୍ତା ପହଞ୍ଚିବା ପରେ ଏ ଚର୍ଚ୍ଚା ଜୋରରେ ଆରମ୍ଭ ହୋଇଗଲା । ପୁଣି ଯେତେବେଳେ ସୁରତ ଫେରନ୍ତାଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା, ସେତେବେଳେ ଏ ବିବାଦ ଆହୁରି ବଢିଲା…

ଚାଷୀଙ୍କୁ ନାହିଁ ଲକ୍‌ଡ଼ାଉନ କଟକଣା: କରିପାରିବେ କୃଷିକାର୍ଯ୍ୟ

ଭୁବନେଶ୍ୱର: କରୋନା ଲକ୍‌ଡ଼ାଉନର ପ୍ରକୋପ ସାରା ରାଜ୍ୟକୁ ଘାରିଥିବାବେଳେ କୃଷିକାର୍ଯ୍ୟ ଉପରେ କୌଣସି କଟକଣା ନଥିବା ରାଜ୍ୟ କୃଷିମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସୁଚନା ଦେଇଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ବିନା ଦ୍ୱନ୍ଦ୍ୱରେ କୃଷି ଓ ଅନ୍ୟ ଆନୁଷଙ୍ଗିକ…

କୋଭିଡ୍‌-୧୯: ଘରଭଡ଼ା ଆଦାୟ ନ’କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିିଲ୍ଲୀ: ଲକ୍‌ଡ଼ାଉନ ସମୟରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନ’କରିବା ନେଇ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ପିଟିସନରେ ଏକମାସ ଲାଗି ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନକରିବାକୁ ଆବେଦନ ହୋଇଥିଲା । କେନ୍ଦ୍ର ଗୃହ…

ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ…