Latest Odisha News
Browsing Tag

Lockdown

ମହାପ୍ରଭୁଙ୍କ ଚନ୍ଦନଯାତ୍ରା; ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଛି ପ୍ରସ୍ତୁତି

ପୁରୀ: ଏବେ ଲକ୍‌ଡାଉନ୍ ଯୋଗୁଁ ସାରା ଶ୍ରୀକ୍ଷେତ୍ର ଖାଁ ଖାଁ ଲାଗୁଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ସମସ୍ତଙ୍କ ଲକ୍ଷ୍ୟ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପବିତ୍ର ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା ଉତ୍ସବ । ପୁରାଣ ପ୍ରସିଦ୍ଧ…

କରୋନା ଲକ୍‌ଡାଉନ୍‌; ଜାଣନ୍ତୁ ରାଜଧାନୀର କେଉଁ ଷ୍ଟୋର ଆପଣଙ୍କ ଘରେ ପହଂଚାଇବ ଅତ୍ୟାବଶ୍ୟକ ସାମଗ୍ରୀ !

ଭୁବନେଶ୍ୱର: କରୋନାଭାଇରସ୍ ମହାମାରୀରେ ରାଜଧାନୀବାସୀଙ୍କ ସହ ସାଥିରେ ରହିଛି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍ । ପୂର୍ବରୁ ବିଏମସି ଘୋଷଣା କରିଥିଲା ଭୁବନେଶ୍ୱରବାସୀଙ୍କୁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରୀ ସୁବିଧା । The updated list of the big stores…

ଜାଣନ୍ତୁ କେଉଁ ଦେଶର ମନ୍ତ୍ରୀ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପଦବୀ ହରେଇଲେ !

ନ୍ୟୁଜିଲ୍ୟାଣ୍ଡ: କରୋନାଭାଇରସ୍ ପାଇଁ ସାରା ଦୁନିଆରେ ଲକ୍‌-ଡାଉନ୍ ଜାରି ହୋଇଛି । ଭିନ୍ନଭିନ୍ନ ଦେଶରେ ନିୟମ ଭଙ୍ଗକାରୀଙ୍କ ପାଇଁ ରହିଛି ଭିନ୍ନ ଶାସ୍ତି । କିନ୍ତୁ ନିକଟରେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ନ୍ୟୁଜିଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ପଦବୀ ହରେଇବାକୁ ପଡିଛି । New Zealand…

ଲକ୍‌ଡାଉନ୍ ରହିବ ନା ହଟିବ ? ଚିନ୍ତାରେ ସରକାର !

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ସରିଯାଉଛି ଲକ୍‌ଡାଉନର ସମୟସୀମା । ତେବେ ଏହି ଲକ୍‌ଡାଉନର ଅବଧିକୁ ସରକାର ଆଉ କିଛି ଦିନ ବୃଦ୍ଧି କରିବେ ନା ଅନ୍ତ ଘଟିବ ଏହି ଲକ୍‌ଡାଉନ୍ ? ଏହାକୁ ନେଇ ଚିନ୍ତାରେ ରହିଛନ୍ତି କେନ୍ଦ୍ର ସରକାର । Coronavirus cases continue to rise as…

କରୋନା ଲକ୍‌ଡାଉନ୍‌; ମିଳିଲାନି ସିଗାରେଟ୍‌, ପହଂଚିଲେ ଅନ୍ୟ ଦେଶରେ !

ଫ୍ରାନ୍ସ: କରୋନାଭାଇରସ୍ ସଂକ୍ରମଣ ପାଇଁ ଅଧିକାଂଶ ଦେଶ ଲକ୍‌-ଡାଉନ୍ । ଯେଉଁଠି ଲୋକେ ଗଣ୍ଡେ ଖାଇବାକୁ ପାଉନାହାନ୍ତି, ସେଠି ଜଣେ ବ୍ୟକ୍ତି ସିଗାରେଟ୍ ନିଶାରେ ନିଜ ଦେଶର ସୀମା ଡେଇଁ ଅନ୍ୟ ଦେଶରେ ପହଂଚିଥିଲେ । Millions of people around the world are adjusting to life under…

କରୋନା ସହ ଲଢେଇ: ଘର ଘର ବୁଲି ସରପଞ୍ଚ ବାଣ୍ଟିଲେ ରନ୍ଧାଖାଦ୍ୟ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ଯୁବ ସରପଞ୍ଚ ବସନ୍ତ କୁମାର ସାମଲ ଘର ଘର ବୁଲି ରନ୍ଧାଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ ଦେବାପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଘର ଘର ବୁଲି ରାନ୍ଧଖାଦ୍ୟ ଦିଆଯାଉଥିବା ଶ୍ରୀ…

କୋଭିଡ୍‌-୧୯ ଲକ୍‌ଡାଉନ୍‌: ଚଢାଦରରେ ହୋମ୍ ଡେଲିଭରି କରୁଥିବା ସଂସ୍ଥାକୁ ଧରିବ ବିଏମସି

ଭୁବନେଶ୍ୱର: ଏବେ ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ କିଛି ହୋମ୍ ଡେଲିଭରି ସଂସ୍ଥା ଗୁଡ଼ିକ ବଜାର ଦରଠାରୁ ଅଧିକ ଚଢା ଦରରେ ସାମଗ୍ରୀ ବିକ୍ରି କରୁଥିବାର ଅଭିଯୋଗ ଆସୁଛି । ଏହି ଅସାଧୁ ହୋମ ଡେଲିଭରି ସଂସ୍ଥାଗୁଡ଼ିକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ଧରିବା ସହିତ…

ଭାଇରାଲ୍ ପୋଷ୍ଟମର୍ଟମ: ବେଳାଭୂମିରେ ମଜା ନେଉଥିବା ହରିଣର ଭାଇରାଲ୍ ଭିଡିଓର ସତ୍ୟତା ଜାଣନ୍ତୁ!

ଭୁବନେଶ୍ୱର: ଲକ୍ ଡାଉନ ବେଳେ ପୁରୀ କୋଣାର୍କ ବେଳାଭୁମିରେ ଡିଆଁ ମାରୁଥିବା ହରିଣର ତଥାକଥିତ ଭିଡିଓ ଏବେ ଓଡିଶାରେ ବେଶ୍ ଭାଇରାଲ୍ ହୋଇଛି । ପ୍ରାୟ ଏକ ମିନିଟ୍ ପନ୍ଦର ସେକେଣ୍ଡର ଏହି ଭିଡ଼ିଓରେ ଜନଶୂନ୍ୟ ବେଳାଭୁମିରେ ଏକ ହରିଣଟି ଦୌଡି କୁଦି ଓ ଡିଆଁମାରି ସମୁଦ୍ରର ଢେଉର ମଜା ନେଉଥିବା…

ପୁରୀ ସହରରେ କଡ଼ାକଡ଼ି ଚାଲିଛି ଲକ୍‌ଡାଉନ୍‌

ପୁରୀ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ପୁରୀ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀ ଶ୍ରୀମନ୍ଦିରରେ ଗତ ମାର୍ଚ୍ଚ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଏବେ ଲକ୍‌ଡାଉନ୍ ଯୋଗୁଁ ପୁରୀ…

କରୋନା ଲକ୍‌-ଡାଉନ୍‌; ରାସ୍ତାରେ ଗଡିଲା ପୋଲିସ୍ ରୋବୋଟ୍‌ !

ଟ୍ୟୁନିସିଆ: ଲକ୍‌-ଡାଉନ୍ ନିର୍ଦ୍ଦେଶକୁ କଡାକଡି କରିବା ପାଇଁ ଆଉ ରାସ୍ତାରେ ଜଗିବେନି ପୋଲିସ । ଗଡିଲା ପୋଲିସ୍ ରୋବୋଟ୍ (ରୋବୋକପ୍) । କିଛି ଏପରି ପଦକ୍ଷପେ ନେଇଛି ଟ୍ୟୁନିସିଆ ସରକାର । ‘Robocop’ patrols Tunisia to enforce coronavirus lockdown https://t.co/WuJCzdwaMx…