Latest Odisha News

BREAKING NEWS

Browsing Tag

Lockdown

ଏହି ରାଜ୍ୟରେ ଜୁନ୍‌ ୩୦ ଯାଏ ବଢିଲା ଲକ୍‌ଡାଉନ

ନାଗାଲାଣ୍ଡ: ନାଗାଲାଣ୍ଡରେ ବଢିଲା ଲକ୍‌ଡାଉନ୍‌ ଅବଧି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗାଲାଣ୍ଡ ସରକାର ରାଜ୍ୟରେ ଚାଲିଥିବା ଲକ୍‌ଡାଉନ୍‌କୁ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଜାରି ରହିଥିବା ଲକ୍‌ଡାଉନ ଅବଧି ଏହି ଜୁନ୍ ୧୮ରେ ଶେଷ…

ଏହି ରାଜ୍ୟରେ ଜୁଲାଇ ୧ ଯାଏ ବଢିଲା ଲକ୍‌ଡାଉନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ ଅବଧିକୁ ଜୁଲାଇ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧…

ଏହି ରାଜ୍ୟରେ ଜୁନ୍‌ ୧୪ ଯାଏ ବଢିଲା ଲକ୍‌ଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ଲକ୍‌ଡାଉନ୍‌କୁ ପୁଣି ଥରେ ବଢାଇଦେଇଛନ୍ତି। ଏହି ଅବଧିକୁ ଜୁନ୍‌ ୧୪ ଯାଏ ବୃଦ୍ଧି କରାଯାଇଛି। ଜୁନ୍‌ ୧୪ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ରହିବ ରାଜ୍ୟ। ଶନିବାର ଅପରାହ୍ନ ୫ ଟାରୁ ସୋମବାର ସକାଳ ୬ ଟା ଯାଏ ଏହି…

ଏହି ରାଜ୍ୟରେ ଜୁନ୍‌ ୧୪ ଯାଏ ବଢିଲା ଲକ୍‌ଡାଉନ୍‌

ଚେନ୍ନାଇ: ସମଗ୍ର ଦେଶରେ କରୋନାର ଭୟାବହ ସ୍ଥିତି ସୃଷ୍ଟି ହୋଇଛି। ଏହା ଭିତରେ କରୋନା ମାମଲା ହ୍ରାସ ପାଉଥିବାରୁ କିଛି ରାଜ୍ୟ ଅନ୍‌ଲକ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ କଲେଣି। ତେବେ ଆଉ କେତେକ ରାଜ୍ୟରେ କରୋନାର ତାଉ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର…

ଏହି ରାଜ୍ୟରେ ଜୁନ୍ ୧୪ ଯାଏ ବଢିଲା ଲକଡାଉନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ବଢିଲା ଲକ୍‌ଡାଉନ୍। ପୂର୍ବରୁ ଜାରି ରହିଥିବା ଲକ୍‌ଡାଉନ୍‌ ଅବଧିକୁ କର୍ଣ୍ଣାଟକ ସରକାର ଜୁନ୍‌ ୧୪ ଯାଏ ବୃଦ୍ଧି କରିଥିବା ସୂତ୍ରରୁ ପ୍ରକାଶ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଡିୟୁରପ୍ପା କହିଛନ୍ତି ଯେ ରାଜ୍ୟରେ କରୋନାଭାଇରସ୍ ସମ୍ପୂର୍ଣ୍ଣ…

ବିହାରରେ ପୁଣି ବଢିଲା ଲକ୍‌ଡାଉନ୍‌

ପାଟନା: ବିହାରରେ ଜୁନ୍‌ ୮ ତାରିଖ ଯାଏ ବଢିଲା ଲକ୍‌ଡାଉନ୍‌। ଏ ନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି। ସିଏମ୍‌ ଟୁଇଟ୍ କରି କହିଛନ୍ତି, "କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍‌ କୁ ଏକ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ…

ଜୁନ ୧୭ ଯାଏଁ ରାଜ୍ୟରେ ବଢିଲା ଲକ୍ ଡାଉନ

ଭୁବନେଶ୍ୱର: ପୁଣି ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ଆସନ୍ତା ଜୁନ୍ ୧୭ ଯାଏଁ ଲକ୍‌ଡାଉନ ବଢିଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ବାହାଘର ସମୟରେ ପୂର୍ବ ଭଳି ୨୫ ଜଣଙ୍କୁ ହିଁ ଅନୁମତି ଦିଆଯିବ । ଶୁଦ୍ଧି…

ରାଜ୍ୟରେ ବଢିପାରେ ଲକ୍‌ଡାଉନ !

ଭୁବନେଶ୍ୱର: ପୂର୍ବ ଅପେକ୍ଷା ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା କମିଛି । ୯ଟି ଜିଲ୍ଲାରେ ଅଛି ୬୦ ଭାଗ କରୋନା କେସ୍ । ୫ଟି ଜିଲ୍ଲାରେ ପଜିଟିଭ୍ ରେଟ୍ ୫ ପ୍ରତିଶତ ତଳେ ରହିଛି । ୧୯ଟି ଜିଲ୍ଲାରେ ପିଜିଟିଭ୍ ରେଟ୍ କମୁଛି । ଟେଷ୍ଟିଂ ବଢିଥିବାରୁ ପଜିଟିଭ୍‌ଙ୍କ ସଂଖ୍ୟା କମିଛି ବୋଲି ଆଜି…

କର୍ଣ୍ଣାଟକ; କମୁଛି ସଂକ୍ରମଣ; ବଢିବନି ଲକ୍‌ଡାଉନ୍‌!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଉ ବଢିବନି ଲକ୍‌ଡାଉନ୍‌। କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭାରାଜ ବୋମ୍ମାଇ ଆଜି କହିଛନ୍ତି ଯେ ରାଜ୍ୟରେ ଚାଲିଥିବା କରୋନା ଲକ୍‌ଡାଉନ୍‌ ଜୁନ୍ ୭ ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ଜାରି ହୋଇଥିବା ଲକ୍‌ଡାଉନ୍‌ ନିୟମାବଳୀଗୁଡ଼ିକ ଜୁନ୍ ୭ ପର୍ଯ୍ୟନ୍ତ ବଳବତ୍ତର…

ରାଜ୍ୟରେ ଜୁନ୍ ୭ ଯାଏଁ ବଢିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜୁନ୍ ୭ ଯାଏଁ ଲକଡାଉନ ବୃଦ୍ଧି କରିବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବଧି ମଧ୍ୟରେ ଦୋକାନ ସବୁ ସକାଳ ୯ ଟାରୁ ୩ ଟା ଯାଏଁ ଖୋଲା ରହିବ। ହେଲେ ଦୋକାନୀମାନେ ଅଡ-ଇଭେନ୍ ଫର୍ମୁଲା ଆପଣାଇବେ ବୋଲି ସୂଚନା ମିଳିଛି।…