Latest Odisha News

BREAKING NEWS

Browsing Tag

loot

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଗା ଦୋକାନରୁ ଲୁଟ୍

କାମାକ୍ଷାନଗର: ଫାଙ୍କା ଗୁଳିମାଡ଼ ପରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲୁଗା ଦୋକାନ । ମଙ୍ଗଳବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସ୍ଥିତ ଲଳିତା କ୍ଲଥ ଷ୍ଟୋରରୁ ଲୁଟ୍ ହୋଇଛି । ୬ ଜଣ ଦୁର୍ବୃତ୍ତ ରାତି ପ୍ରାୟ ୧୦ଟା ସମୟରେ ବାଇକରେ ଆସି ପାଟିତୁଣ୍ଡ କରିଥିଲେ । ଫାଙ୍କା ଗୁଳି…

ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ମୁଣ୍ଡରେ ବନ୍ଧୁକ ଓ ପେଟରେ ଛୁରି ଲଗାଇ ଲୁଟିନେଲେ ଦୁର୍ବୃତ୍ତ । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟରୁ ମଦ ଦୋକାନ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳଙ୍କ ଠାରୁ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରଶାନ୍ତ ଏକ ସ୍କୁଟିରେ କୋଏଲ ନଗର…

ଚଟୁମାରୀ ଡକାୟତି ଓ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ, ଚୋରି ସୁନା ଜବତ

ଯାଜପୁର : ଚଟୁମାରୀ ଗାଁରେ ହୋଇଥିବା ଡକାୟତି ଓ ହତ୍ୟା ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ମାସ ୨୬ତାରିଖ ବିଳମ୍ବିତ ରାତିରେ ବରୀ ଥାନା ଅନ୍ତର୍ଗତ ଭଅଁରା ପଞ୍ଚାୟତ ଚଟୁମାରୀ ଗାଁରେ ଡକାୟତି ହୋଇଥିଲା । ସେହି ସମୟରେ ଡ଼କାୟତ ମାନଙ୍କ ଆକ୍ରମଣରେ ବିଶ୍ୱରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।…

ଯବାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌

କାମାକ୍ଷାନଗର: ଯବାନଙ୍କ ଘରୁ ଲୁଟ୍‌ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ଅଞ୍ଚଳରେ ରହୁଥିବା ଯବାନ ସୁଶାନ୍ତ କୁମାର ସାହୁଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । ସୁଶାନ୍ତ…

ଲୁଟ୍‌ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲେ ବ୍ୟବସାୟୀ ସଂଘ

ଜଗତସିଂହପୁର : ବାରମ୍ବାର ଚୋରି ଓ ଲୁଟ ହେଉଥିବା ନେଇ ରାସ୍ତା ଅବରୋଧ କଲେ ବ୍ୟବସାୟୀ ସଂଘ । ଜଗତସିଂହପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସ୍ଥାନୀୟ ହାଟ ବଜାର ଠାରେ ଦୀର୍ଘଦିନ ଧରି କ୍ରମାଗତ ଭାବେ ଚୋରି, ଲୁଟ ଏବଂ ରାହାଯାନୀ ବଢ଼ି ଚାଲିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ…

ବ୍ୟବସାୟୀଙ୍କ ଘରେ ପଶି ଲୁଟ୍‌ କଲେ ୬ଜଣ ଦୁର୍ବୁତ୍ତ

କାମାକ୍ଷାନଗର : ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ । ଦୁର୍ବୁତ୍ତ ମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ…

ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ୍ ଲୁଟ୍

କାମାକ୍ଷାନଗର: ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ମନ୍ଦିରରୁ ସିରିଜ୍ ଲୁଟ୍ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଚୋର ଏକକାଳୀନ ତିନି ତିନୋଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ମନ୍ଦିରରୁ ମୁକୁଟ ସହ…

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୮୦ ହଜାର ଟଙ୍କା

କାମାକ୍ଷାନଗର: ଦିନ ଦ୍ୱିପ୍ରହରରେ ଲୁଟ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରୁ ୮୦ ହଜାର ଟଙ୍କା ଲୁଟ୍ ହୋଇଛି । ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟର ଶିକାର…

ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

ଅନୁଗୁଳ: ଦିନ ଦ୍ୱିପ୍ରହରରେ ଅପରାଧ । ଗୁଳିମାଡ଼ ପରେ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷରୁ ଅଧିକ ଟଙ୍କା । ଅନୁଗୁଳ ଟାଉନ୍ ଥାନା କୁରୁଡୁଲୁ ନିକଟ ଶର୍ମା ଛକରେ ଦୁର୍ବୃତ୍ତ ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଗୁରୁତର ଆହତ ମଦ ଦୋକାନ…

ଡିକି ଭାଙ୍ଗି ଲୁଟେରା ନେଇଗଲେ ୧ ଲକ୍ଷ ଟଙ୍କା

ଅନୁଗୁଳ: ପୁଣି ମାତିଲେ ଲୁଟେରା । ବାଇକ୍ ଡିକି ଭାଙ୍ଗି ନେଇଗଲେ ୧ ଲକ୍ଷ ଟଙ୍କା । ଜନଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ତାଳଚେର ହାଟତୋଟା ବଜାରରେ । ତାଳଚେର ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ…