ବିଧାୟକଙ୍କ ଘରୁ ଚୋରି
କଟକ: ବିଧାୟକଙ୍କ ଘରୁ ଚୋରି। କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବା ବର୍ତ୍ତମାନର ଯୁବ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ମହାନଦୀ ବିହାରସ୍ଥିତ ବାସଭବନରୁ ଗତକାଲି ରାତିରେ ଲୁଟ୍ ହୋଇଛି।
ପ୍ରଭାତ ବିଶ୍ୱାଳଙ୍କ ଏକ ଘରୁ ଲ୍ୟାପଟପ୍ ସହ ଏକ ମୋବାଇଲ ଲୁଟି ନେଇଛନ୍ତି କୌଣସି…