ବ୍ରହ୍ମପୁରର ସୁନା ଦୋକାନରେ କଳା କନା ବୁଲାଇଲେ ଚୋର
ବ୍ରହ୍ମପୁର: ରେଶମ ସହର ବ୍ର୍ହ୍ମପୁରରେ ମାତିଛନ୍ତି ଚୋର । ଗତ ରାତିରେ ବଡ ବଜାରର ଏକ ଦୋକାନରୁ ୪୦ ଭରି ସୁନା ଚୋରି ନେବା ସହିତ ୧ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟ ନେଇ ଯାଇଛନ୍ତି । ବ୍ରହ୍ମପୁରର ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ବଡ ବଜାରରେ ଥିବା କେଶବ ଜ୍ୱେଲର୍ସରେ କଳା କନା ବୁଲାଇଛନ୍ତି…