Latest Odisha News

BREAKING NEWS

Browsing Tag

Lootera Gang

କନ୍ଧମାଳରେ ସକ୍ରିୟ ଗଞ୍ଜାମର ଲୁଟେରା ଗ୍ୟାଙ୍ଗ, ୨ ମହିଳାଙ୍କ ସହ ୬ ଗିରଫ

ବାଲିଗୁଡ଼ା: ଲୁଟର ଦୁଇ ଦିନ ମଧ୍ୟରେ ପୋଲିସକୁ ସଫଳତା । ବନ୍ଧା ହେଲେ ଲୁଟେରା । ଗତ ୩ ତାରିଖରେ ଜନୈକ ବ୍ୟବସାୟୀଙ୍କ ଠାରୁ ଦିନ ଦ୍ୱିପ୍ରହରରେ ଫୁଲବାଣୀ ସହରରୁ ବ୍ଲାକ୍ ପଲସରରେ ଦୁଇ ଦୁର୍ବୃତ୍ତ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ କରିଥିଲେ । ଏହି ମାମଲାରେ ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ…

ଲଗେଜ୍ ଉଠାଇ ବିଶ୍ୱାସ ଜିତିଲେ, ପଇଡ଼ରେ ନିଶା ଦେଇ ଲୁଟିନେଲେ

ପୁରୀ: ଟ୍ରେନରେ ଯାଉଛନ୍ତି କି ସାବଧାନ ରୁହନ୍ତୁ ? ନଚେତ୍ କିଏ ଆପଣଙ୍କ ବିଶ୍ୱାସ ଜିତି ଭରସା ଭାଙ୍ଗିପାରେ । ଅଧା ରାସ୍ତାରୁ କରିପାରେ ହାତ ସଫେଇ । ଏମିତି ଏକ ଟ୍ରେନ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁରୀ ରେଲୱେ ପୋଲିସ । ଲୁଟେରା ଗ୍ୟାଙ୍ଗର ୪ ଅଭିଯୁକ୍ତକୁ ଗିରଫ କରିବା ସହ ୧୬…

ପୋଲିସ ଜାଲରେ “ଉଁ ଆଁ” ଗ୍ୟାଙ୍ଗ, ଟାର୍ଗେଟ୍‌ରେ ଥିଲେ ବ୍ୟାଚଲର୍ ଓ କଲେଜ ପଢୁଆ

ଭୁବନେଶ୍ୱର: ରାଜଧାନୀରେ ବେଶ କିଛି ଦିନ ଧରି ଚାଂଚଲ୍ୟ ଖେଳାଇଥିଲେ “ଉଁ ଆଁ” ଗ୍ୟାଙ୍ଗ । ଧାରଣ କରିଥିଲେ ମୁକ ଓ ବଧିର ପରିଚୟ । ହେଲେ ଅସଲ କାମ ଥିଲା ଲୁଟ୍ କରିବା ଓ ଆଖି ପିଛୁଳାକେ ଚମ୍ପଟ୍ ମାରିବା । ଧରାପଡିଲେ ମୁକ ଓ ବଧିର ପରିଚୟ ଦେଇ ଖସିଯିବା ଲାଗି ମଧ୍ୟ ଥିଲା ଫୁଲ୍ ପ୍ରୁଫ୍ ପ୍ଲାନ୍ ।…

୬ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କଲା ରେଙ୍ଗାଳି ପୋଲିସ

ଝାରସୁଗୁଡ଼ା : ୬ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ଝାରସୁଗୁଡା ଜିଲ୍ଲା ରେଙ୍ଗାଳି ପୋଲିସ । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଝାରସୁଗୁଡା ତଥା ବିଭିନ୍ନ ଜିଲ୍ଲାରେ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ବଡ଼ ବଡ଼ ଲୁହା ପାଣି ପାଇପକୁ ଏହି ଚୋରମାନେ ଚୋରି କରି ଛତିଶଗଡ଼ରେ ବିକ୍ରି କରୁଥିଲେ ।…

ମୋବାଇଲ ଲୁଟେରା ଗ୍ୟାଙ୍ଗ ପ୍ରେମୀ ଯୁଗଳ

ପୁରୀ: ପୁରୀ ଟାଉନ ଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ମୋବାଇଲ ଲୁଟ କରୁଥିବା ଗ୍ୟାଙ୍ଗ ହେଉଛନ୍ତି ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳ ଅଭିନବ ଉପାୟରେ ମୋବାଇଲ ଲୁଟ କରୁଥିଲେ । ଗିରଫ ପ୍ରେମୀ ଯୁଗଳ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ମୋବାଇଲ ଲୁଟ କରୁଥିଲେ ।…

ଲୁଟେରା ଗ୍ୟାଙ୍ଗ ଗିରଫ

ପୁରୀ : ପୁରୀ ପୋଲିସକୁ ସଫଳତା । ମୋବାଇଲ ଲୁଟ କରୁଥିବା ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଟାଉନଥାନା ଓ ସମୁଦ୍ରକୂଳ ଥାନା ପୋଲିସର ମିଳିତ ଟିମ ୪ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି  । ଗିରଫ ଅଭିଯୁକ୍ତ ହେଲେ ଦୋଳମଣ୍ଡପ ସାହିର ଆଶୀର୍ବାଦ ଦାଶ, ବଡୁମହାପାତ୍ର ଯାଗାର…

ଲକ୍ ଡାଉନରେ ଲୁଟ୍ ପାଟ

ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଲୁଟ୍ । ଦିନ ଦିପହରରେ ବି ଚାଲିଛି ଲୁଟ୍ ପାଟ । ଲକ୍ ଡାଉନ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ବହୁ ଲୁଟ ପାଟ ହେଉଥିବା ଅଭିଯୋଗ ହୋଇଛି । କିଛି ଦିନ ବ୍ୟବଧାନରେ ଏବେ ପୁଣି ସେକ୍ଟର -୨୧ ଅଞ୍ଚଳରେ ଚୋରି । ସେଠାରେ ଥିବା ଏକ ଜାତୀୟ ଗଣମାଧ୍ୟମ…

ରାଜଧାନୀରେ ଧରାପଡିଲେ ଲୁଟେରା ଗ୍ୟାଙ୍ଗ !

ଭୁବନେଶ୍ୱର: କମିଶନରେଟ୍ ପୋଲିସ ହାତରେ ଧରାପଡିଲେ ଲୁଟ୍ ଓ ଡକାୟତି ମାମଲାରେ ଜଡିତ ବହୁମୁଖୀ ପ୍ରତିଭାଧାରୀ ଲୁଟେରା । ଚଳିତବର୍ଷ ଜାନୁଆରୀ ମାସଠାରୁ ଗିରଫ ୫ ଅଭିଯୁକ୍ତ ରାଜଧାନୀ ଭୁବନେଶ୍ୱର ଓ କଟକରେ ଚଳାଇଥିଲେ ଲୁଟ୍‌ତରାଜ । ଗିରଫ ହେବା ପରେ ସେମାନଙ୍କ ବିରୋଧରେ ୨୫ରୁ ଅଧିକ ଅପରାଧିକ ମାମଲା…

ଧରାପଡିଲା ଲୁଟେରା ଗ୍ୟାଙ୍ଗ, ଲୁଟରେ ସ୍ତ୍ରୀ କରୁଥିଲେ ସହଯୋଗ

କଟକ: ଦୀର୍ଘ ଦିନ ପରେ କଟକ ଚୌଦ୍ୱାର ପୋଲିସ କବ୍‌ଜାରେ ଧରାପଡିଛି ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ୍‌ ଧରିଛି। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର ୨୩୭ ଗ୍ରାମ ରୂପା ଓ ୨ଟି ଗାଡ଼ି ଜବତ ହୋଇଛି। ହରିହର ସାମଲ, ତାଙ୍କ…

କମିଶନରେଟ ପୋଲିସ ହାତରେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ବିଭିନ୍ନ ସ୍ଥାନରେ ଲୁଟପାଟ ଚଳାଇଥିଲେ । କେଉଁଠୁ ବାଇକ୍ ଚୋରି କରୁଥିଲେ ତ ରାସ୍ତାରେ ଯିବା ବେଳେ ସୁନା ଅଳଙ୍କାର ଓ ମୋବାଇଲ୍ ଛିନତାଇ କରୁଥିଲେ । ଏଭଳି ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏକ ୮ ଜଣିଆ ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ…