Latest Odisha News

BREAKING NEWS

Browsing Tag

Mahalaya

ମହାଳୟା

ହିନ୍ଦୁ ଧର୍ମ ସହ ଅନେକ ରୀତିନୀତି , ପରମ୍ପରା , କିମ୍ବଦନ୍ତୀ ତଥା ପର୍ବପର୍ବାଣୀ ଆଦି କେଉଁ ଅନାଦି କାଳରୁ ଜଡି଼ତ । ପ୍ରତିଟି ପୂଜା ପର୍ବ ସହ ଏକ କାହାଣୀ ବା କିମ୍ବଦନ୍ତୀ ଜଡ଼ିତ ହୋଇଥାଏ । ଧାର୍ମିକ ଭାବନା ସହ ସଂଶ୍ଲିଷ୍ଟ ‘ ମହାଳୟା’ ହିନ୍ଦୁ ଧର୍ମର ଏକ ବିଶେଷ ଦିନ ଭାବରେ ପରିଗଣିତ ।…

ଆଜି ମହାଳୟା: ଶ୍ରୀମନ୍ଦିର ବାଇଶି ପାହାଚ ଓ ବିନ୍ଦୁସାଗରରେ ପିଣ୍ଡ ଦାନ ମନା

ପୁରୀ: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ଯାଏ ୧୫ ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ଯେଉଁମାନେ ଏହି ସମୟରେ ଶ୍ରାଦ୍ଧ ଦେଇ ନଥାଆନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି…

ପବିତ୍ର ମହାଳୟା

''ମହାନ୍ମହାତ୍ମା ମହିତୋ ମହିମାବାନ୍ମହାବଲଃ । ଗଣାଃ ପଞ୍ଚ ତଥୈବୈତେ ପିତୄଣାଂ ପାପନାଶନାଃ ॥ ସୁଖଦୋ ଧନଦଶ୍ଚାନ୍ୟୋ ଧର୍ମଦୋନ୍ୟଶ୍ଚ ଭୂତିଦଃ । ପିତୄଣାଂ କଥ୍ୟତେ ଚୈବ ତଥା ଗଣଚତୁଷ୍ଟୟମ୍ ॥'' ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ…

ଆଜି ମହାଳୟା; କାହିଁକି ଓ କିପରି ହୁଏ ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ମହାଳୟା ପଡିଥାଏ । ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ…

ମହାଳୟା ତିଥିରେ କାହିଁକି କରାଯାଏ ପିଣ୍ଡଦାନ, ଜାଣନ୍ତୁ

ଆଜି ଅମାବାସ୍ୟା। ଅମାବାସ୍ୟା ତିଥି ମନୁଷ୍ୟର ଜନ୍ମକୁଣ୍ଡଳୀରେ ଥିବା ପିତୃଦୋଷ-ମାତୃଦୋଷରୁ ମୁକ୍ତ କରିବା ସହ ପିଣ୍ଡଦାନ,ଶ୍ରାଦ୍ଧ ନିମନ୍ତେ ଫଳଦାୟକ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ଏହି ତିଥିକୁ ‘ସର୍ବପିତୃ ଶ୍ରାଦ୍ଧ’ ତିଥି ବୋଲି କୁହାଯାଇଥାଏ। ଭାରତୀୟ ପୁରାଣ ଶାସ୍ତ୍ର ଓ ଗ୍ରନ୍ଥ…

ଆଜି ପବିତ୍ର ମହାଳୟା; ପିତୃପୁରୁଷଙ୍କୁ ପିଣ୍ଡଦାନର ତିଥି

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ବିଶ୍ୱାସ ରହିଛି । ଗତ ୧୫ ଦିନ ଧରି ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷଦିନ । ଶ୍ରୀମନ୍ଦିର ବାଇଶିପାହାଚରେ କିଛି ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତପର୍ଣ…