Latest Odisha News

BREAKING NEWS

Browsing Tag

Malkangiri

ଜଳବନ୍ଦୀ ମାଲକାନଗିରି; କାଲି ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମଙ୍ଗଳ ବାର ଦିନ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଜଳମଗ୍ନ ହୋଇ ରହିଛି। ମାଲକାନଗିରିର ବହୁସ୍ଥାନରେ ବର୍ଷାଜଳ ଯୋଗୁ ଯାତାୟାତ…

ଲକ୍ଷ୍ମୀ ବସକୁ ନେଇ ରାସ୍ତାକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଘରୋଇ ବସ୍ ମାଲିକମାନେ ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଧର୍ମଘଟ ଘୋଷଣା କରିଛନ୍ତି। ବସ୍ ମାଲିକ କହିଛନ୍ତି ଯେ, ଅକ୍ଟୋବର ୨୦୨୩ରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରାଯାଇଥିଲା। ପଞ୍ଚାୟତ ଏବଂ ବ୍ଲକ ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରିବାରେ ଆମର…

ପ୍ରବଳ ବର୍ଷାରେ ମାଲକାନଗିରିରେ ବୁଡ଼ିଲା ବ୍ରିଜ୍, ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ବ୍ରିଜ୍ ବୁଡ଼ି ଯାଇଛି । କାଙ୍ଗୁରକୋଣ୍ଡା ବ୍ରିଜ୍ ବୁଡ଼ିଯିବା ଫଳରେ ଜାତୀୟ ରାଜପଥ ୩୨୬ ଦେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଏବେ ବି ଜାତୀୟ ରାଜପଥ ୩୨୬ରେ ରହିଥିବା କାଙ୍ଗୁରକୋଣ୍ଡା ବ୍ରିଜ୍…

ମାଲକାନଗିରି ଜିଲ୍ଲାରେ ୨୧ଟି ରାସ୍ତା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧୫୮ କୋଟି

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ସୁଦୃଢ଼ ହେବ ଯୋଗାଯୋଗ ଭିତ୍ତିଭୂମି । ଜିଲ୍ଲାରେ ୧୫୮ କୋଟି ଟଙ୍କା ବ୍ୟୟରେ ୨୧ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ମାଲକାନଗିରି ଜିଲ୍ଲାରେ ୨୧ଟି ପ୍ରକଳ୍ପରେ ୧୭୨.୫୩…

ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ, ସତୀଗୁ଼ଡ଼ା ଡ୍ୟାମରେ ଡଙ୍ଗା ବୁଡ଼଼ି ୨ ନିଖୋଜ

ମାଲକାନଗିରି: ମାଲକାନଗିରିରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିଛି । ଗୁରୁବାର ଅପରାହ୍ଣରେ ହୋଇଥିବା କାଳବୈଶାଖୀରେ ଭାଙ୍ଗି ଯାଇଛି ନିର୍ମାଣାଧୀନ ଏୟାରଷ୍ଟ୍ରିପର ପାଚେରି । ଅପରାହ୍ଣରେ ପାଚେରି କାମ ଚାଲିଥିବା ବେଳେ ହଠାତ୍ ବର୍ଷା ସହ ଜୋରରେ ପବନ ବୋହିଥିଲା । ପାଚେରି ଭୁଶୁଡ଼ି ଯିବା ଫଳରେ ୨…

ମାଲକାନଗିରି ତୁଲସୀ ଗାଁ ନିକଟରେ ପ୍ରତିଷ୍ଠା ହେଲା ପୋଲିସ ଓ ବିଏସଏଫର ନୂଆ ସୁରକ୍ଷା ଶିବିର

ମାଲକାନଗିରି ଜିଲ୍ଲାର ତୁଲସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅନ୍ତର୍ଗତ ତୁଲସୀ ଗାଁ ନିକଟରେ ପୋଲିସ ଓ ବିଏସଏଫ ଓଡ଼ିଶାର ଏକ ନୂଆ କମ୍ପାନୀ ଅପରେଟିଂ ବେସ୍ – ସିଓବି ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପର ମୁକାବିଲା ତ୍ୱରାନ୍ୱିତ କରିବା ପାଇଁ ଏହି ନୂଆ ସୁରକ୍ଷା ଶିବିର…

ରାଜମଣ୍ଡେଇ ଯାତ୍ରାରେ ପିଠିରେ ଚାବୁକ ମାଡ଼ କରି ନୃତ୍ୟ କଲେ କ୍ୟାବିନେଟ ମନ୍ତ୍ରୀ  

ମାଲକାନଗିରି : ସୁକମା ଜିଲ୍ଲାରେ ରାଜମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜମଣ୍ଡେଇ ଯାତ୍ରାରେ ଦେବୀ ମା ଙ୍କୁ ସନ୍ତୁଷ୍ଟ କରିବା ଲାଗି ଖୋଲା ଦେହରେ ନିଜ ପିଠିରେ ଚାବୁକ ମାଡ଼ କଲେ ମନ୍ତ୍ରୀ । ସୂଚନା ମୁତାବକ, ପ୍ରତି ୧୨ ବର୍ଷରେ ଥରେ ସୁକମା ଜିଲ୍ଲାରେ ଅନୁଷ୍ଠିତ ହେଉଥିବା…

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ର ହେବ ସୁଟିଂ

ଭୁବନେଶ୍ୱର: ମାଲକାନଗିରି ମାଟିର କାହାଣୀ ଦମନ ସିନେ ପ୍ରେମୀଙ୍କ ମନ ଜିଣିବା ପରେ ଆସିଛି ଆଉ ଏକ ଖୁସି ଖବର । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର ସୁଟିଂ ହେବ ବୋଲି ଜଣାପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ‘ପୁଷ୍ପା-୨’ ଫିଲ୍ମର ସୁଟିଂ ଲାଗି…

କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି: ଆର୍ମଡ ପୋଲିସ ରିଜର୍ଭ (APR)ରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ମାଲକାନଗିରି ଜିଲ୍ଲା ଏମଭି-୪୨ ଗାଁରୁ ମିଳିଛି । ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣଙ୍କ ସୁଶାନ୍ତ ହଳଦଧର । ନବରଙ୍ଗପୁର…

ବାଲିମେଳା ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ବାଲିମେଳା ସଂରକ୍ଷିତ ଜଙ୍ଗଲର ତାଇମାଲ ଗାଁ ନିକଟରୁ ସ୍ୱତନ୍ତ୍ର ଅପରେସନ୍ ବେଳେ ବିଏସଏଫ୍ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ଆନ୍ଧ୍ର ସୀମାକୁ ଲାଗି ରହିଥିବା ଚିତ୍ରକୋଣ୍ଡା ଥାନା ତାଇମାଲ ଓ ଲାରିଗୁଡ଼ା ଗାଁ ନିକଟରୁ ମାଓ ସାମଗ୍ରୀ…