Latest Odisha News

BREAKING NEWS

Browsing Tag

Marriage

ବାହାଘର ପୂର୍ବରୁ ବିମାନବନ୍ଦରରୁ ବର ନିଖୋଜ

ଜୟପୁର: ବାହାଘର ପୂର୍ବରୁ ବର ନିଖୋଜ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି ରାଜସ୍ଥାନରୁ । ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଯୁବକ ଜଣଙ୍କ ବାହାଘର ପାଇଁ ଫେରୁଥିଲେ । ଫେବ୍ରୁଆରୀ ୧୬ ତାରିଖରେ ମୁମ୍ବାଇ ବିମାନବନ୍ଦରରେ ବି ପହଞ୍ଚିଲେ । ହେଲେ ସେବେଠୁ ତାଙ୍କର…

ବେଦୀକୁ ଯିବା ପୂର୍ବରୁ ପ୍ରେମିକା ସାଥିରେ ଛୁ ମାରିଲା ବର, କନ୍ୟାକୁ ବାହା ହେଲା ସାନ ଭାଇ

ପିଲିଭିତ : ବାଜୁଥିଲା ବାଜା ଚାଲିଥିଲା ବିବାହ ପ୍ରସ୍ତୁତି  । ହଠାତ୍‌ ପଡ଼ିଥିଲା ଚହଳ । କାରଣ ବିବାହ କରିବାକୁ ଘରେ ନଥିଲେ ବର । ଫେସିଆଲ ବାହାନା ଦେଇ ଯାଇଥିଲେ କିନ୍ତୁ ଆଉ ଘରକୁ ଆସିନଥିଲେ  । ବିବାହର କିଛି ସମୟ ପୂର୍ବରୁ ବର ନିଖୋଜ ରହିବା ଘଟଣା ପରିବାରଲୋକଙ୍କୁ ବ୍ୟସ୍ତ ବିବ୍ରତ…

ପ୍ରେମ ପାଇଁ ସ୍ବିଡେନରୁ ଭାରତ ଆସିଲେ ପ୍ରେମିକା

ନୂଆଦିଲ୍ଲୀ : ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡ଼ିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

କେ.ଏଲ ରାହୁଲ ଓ ଆଥିଆ ଶେଟ୍ଟିଙ୍କ ବିବାହରେ ମୋବାଇଲ ବାରଣ

ନୂଆଦିଲ୍ଲୀ : ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି । ସାତ ଘେରା ବୁଲି ସାରା ଜୀବନ ପାଇଁ ସାଥି ହୋଇ ରହିବେ କେ.ଏଲ ରାହୁଲ  ଓ ଆଥିଆ  । ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ବିବାହ…

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ଦ୍ବିତୀୟ ବିବାହ କରନ୍ତି ସ୍ବାମୀ

ଜୟପୁର : ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ ହେଉଛି ଭାରତ। ଏଠରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ହେଲେ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି। ଏହି…

ହିନ୍ଦୁଙ୍କୁ ବିବାହ ପାଇଁ ଧର୍ମ ତ୍ୟାଗ କଲେ ମୁସଲମାନ ଯୁବତୀ

ଲକ୍ଷ୍ନୗେ:  ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

୨୦୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ବଲିଉଡ୍ ତାରକା

ନୂଆଦିଲ୍ଲୀ : କରୋନାରେ ଦୁଇ ବର୍ଷ ଲକଡାଉନ ଓ ସଟ୍ ଡାଉନରେ କଟିବା ପରେ ୨୦୨୨ ଟିକେ ଆଶ୍ୱସ୍ତି ଦେଇଥିଲା । ବଲିଉଡ୍ ପାଇଁ ୨୦୨୨ ସଂଘର୍ଷର ବର୍ଷ ଥିଲା କହିଲେ ଅତ୍ୟୁକ୍ତି ହେବନି । କାରଣ ଥିଏଟର ବନ୍ଦ କାରଣରୁ ବଲିଉଡ୍ ଜଗତରେ କଳାବାଦଲ ଛାଇଥିଲା । ୨୦୨୨ରେ ଫିଲ୍ମରୁ ଦୂରେଇ କିଛି ତାରକା ସଂସାର…

ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ରେହମ୍‌ ମିର୍ଜା ବିଲାଲଙ୍କୁ କଲେ ତୃତୀୟ ବିବାହ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପାର୍ଟି ପ୍ରମୁଖ ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ତଥା ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକ ରେହମ୍‌ ଖାନ ତୃତୀୟ ବିବାହ କରିଛନ୍ତି । ରେହମ୍‌ଙ୍କ ସ୍ୱାମୀଙ୍କ ନାଁ ହେଉଛି ମିର୍ଜା ବିଲାଲ । ପାକିସ୍ତାନୀ ମିଡିଆ ରିପୋର୍ଟ…

ଜ୍ୱାଇଁକୁ ବୁଲଡୋଜର ଉପହାର ଦେଇ ଚର୍ଚ୍ଚାରେ ଶ୍ୱଶୁର

ଲକ୍ଷ୍ନୌ: ସାଧାରଣତଃ ବିବାହ ଉତ୍ସବରେ କନ୍ୟା ଘର ତରଫରୁ ବରଙ୍କୁ ବିଭିନ୍ନ ଉପହାର ଦିଆଯାଇଥାଏ । ସୁନାଠୁ ଆରମ୍ଭ କରି ନାନା ଉପହାର ଦିଆଯାଇଥାଏ । ମାତ୍ର ଉତ୍ତରପ୍ରଦେଶ ହମିରପୁରରେ ଜ୍ବାଇଁଙ୍କୁ ଏକ ବିଚିତ୍ର ଉପହାର ଦେଇ ଚର୍ଚ୍ଚାରେ ଅଛନ୍ତି କନ୍ୟାର ପିତା । ତେବେ ସେହି  ଉପହାରଟି  ହେଉଛି…

ବାହାଘର ଭାଙ୍ଗିଦେଲା ସାମ୍ପୁ, ଥାନାର ଦ୍ୱାରସ୍ଥ ହେଲେ କନ୍ୟାପକ୍ଷ

ଆସାମ : ଗୋଟିଏ ଦିନ ପରେ ହୋଇଥାନ୍ତା ବାହାଘର କିନ୍ତୁ ପୂର୍ବରୁ ଲାଗିଗଲା କାହାର ନଜର । ବିବାହରେ ଟଙ୍କା, ଆସବା ପତ୍ର ନେଣ ଦେଣ ହେବା ସାଧାରଣ କଥା । ବର ପକ୍ଷ କନିଆ ପକ୍ଷଙ୍କୁ କିଛି ଦେଇଥାନ୍ତି ଆଉ କନିଆ ପକ୍ଷ ମଧ୍ୟ ବରପକ୍ଷଙ୍କୂ ଉପହାର ସଦୃଶ ଦେଇଥାଆନ୍ତି । କିନ୍ତୁ ଏହି ଉପହାର ବିବାହରେ…