ସମ୍ପର୍କୀୟଙ୍କ ସହ ଲାଗିଥିଲା ପ୍ରେମିକାର ବିବାହ, ସହିପାରିଲାନି ପ୍ରେମିକ ତା’ପରେ….
ନୂଆଦିଲ୍ଲୀ : ନିଜ ପ୍ରେମକୁ ପାଇବା ପାଇଁ ସମ୍ପର୍କୀୟକୁ ବି ଛାଡ଼ିଲା ନାହିଁ ଜହ୍ଲାଦ ପ୍ରେମିକ । ଯୋଜନାବନ୍ଧ ଭାବେ ସମ୍ପର୍କୀୟଙ୍କୁ ଛୁରି ଭୁସି ହୋଇଗଲା ଫେରାର୍ । ପ୍ରେମିକାର ନିଜ ସମ୍ପର୍କୀୟଙ୍କ ସହ ଲାଗିଥିଲା ବିବାହ ପ୍ରସ୍ତାବ, ସହିପାରିଲାନି ପ୍ରେମିକ । ଦୁହିଁଙ୍କ ରାସ୍ତାରେ କଣ୍ଟା…