Latest Odisha News
Browsing Tag

mask

ଆସିଲା କୋଭିଡ୍ ଗାଇଡଲାଇନ୍, ମାସ୍କ ପିନ୍ଧିବାକୁ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ମାସ୍କ ବ୍ୟବହାର, ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଇଛି । ଲକ୍ଷଣ ଦେଖାଗଲେ…

ପୁରୀ ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର: ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବା ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୧୯ ତାରିଖରୁ ଦୈନିକ କୋଭିଡ୍ ସଂକ୍ରମଣ ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୬୯ ଜଣ ସଂକ୍ରମିତ ଚିହ୍ନଟ…

ମ୍ୟାଚ୍ ଦେଖିବାକୁ ବାରବାଟି ଯାଉଛନ୍ତି କି ? ଜାଣନ୍ତୁ କଣ କରିବେ…

କଟକ: ଆସନ୍ତାକାଲି ରବିବାର ବାରବାଟି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଆଜି ବାରବାଟିରେ ଅଭ୍ୟାସ କରିଛନ୍ତି ଦୁଇ ଦଳ । ରାତି ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ତା ପୂର୍ବରୁ ଅପରାହ୍ଣ ୩ଟାରେ…

ନିୟମ ହଟିବା ପରେ ବି ମାସ୍କ ପିନ୍ଧିବାକୁ କହିଲେ ଉଦ୍ଧବ ଠାକରେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଯେତେଦିନ ପର୍ଯ୍ୟନ୍ତ ମାସ୍କ ପିନ୍ଧୁଛନ୍ତି, ସେତେଦିନ ଯାଏଁ ସାଧାରଣ ଲୋକ ବି ମାସ୍କ ପିନ୍ଧନ୍ତୁ । ଏମିତି କୋଉଠି ନିୟମ ହୋଇନି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ଏମିତି କହିଛନ୍ତି । ସେ ଓ…

ଏହି ସବୁ ରାଜ୍ୟରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ନୁହେଁ

ନୂଆଦିଲ୍ଲୀ: ୟୁରୋପ, ଚୀନ୍ ଓ ଅନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଭୟ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଦୁଇ ରାଜ୍ୟର ସରକାର । କିନ୍ତୁ ଉଭୟ ରାଜ୍ୟ ମାସ୍କ…

ସାରା ଜୀବନ ପିନ୍ଧିବାକୁ ପଡ଼ିବ ମାସ୍କ? କ’ଣ କହିଲେ ମହାମାରୀ ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ କେବେ ଶେଷ ହେବ ସେନେଇ କୌଣସି ଆକଳନ କରାଯାଇପାରିନାହିଁ। ଏହା ମଧ୍ୟ କୁହାଯାଇପାରିବ ନାହିଁ ଯେ କେତେ ଦିନ ପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବାକୁ ପଡିବ ଏବଂ ସତର୍କତା ଅବଲମ୍ବନ କରିବାକୁ ପଡିବ। କିନ୍ତୁ ଏହା ନିଶ୍ଚିତ ଯେ ଆମକୁ ସାରା…

‘ମାସ୍କ’ ଆଉ କେତେ ଦିନ?

ନୂଆଦିଲ୍ଲୀ: କରୋନା ସମସ୍ତଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା ଭଳି କରୋନା ଉପଯୁକ୍ତ ଆଚରଣ, ଆମ ଜୀବନର ଏକ ଅଂଶ ପାଲଟିଯାଇଛି। କରୋନାରୁ ସୁରକ୍ଷା ପାଇବା ଲାଗି ଲୋକମାନେ କରୋନା ଟିକା ନେବା ଅଧିକ ପ୍ରାଧାନ୍ୟ ଦେଉଛନ୍ତି। କିନ୍ତୁ…

କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ

ନ୍ୟୁୟର୍କ: କରୋନା ବିସ୍ତାରକୁ ରୋକିବାରେ କପଡା ଅପେକ୍ଷା ସର୍ଜିକାଲ୍ ମାସ୍କ ଅଧିକ ପ୍ରଭାବଶାଳୀ। କପଡ଼ାରେ ତିଆରି ମାସ୍କ ଅପେକ୍ଷା ସର୍ଜିକାଲ୍ ମାସ୍କର ବ୍ୟାପକ ପରିଧାନ କରୋନାଭାଇରସ୍ ବିସ୍ତାରକୁ ସୀମିତ କରିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକାର ୟେଲ ୟୁନିଭରସିଟିର…

[ଭିଡିଓ] ମାଙ୍କଡ ପିନ୍ଧିଲା ମାସ୍କ, କେବେ ଶିଖିବେ ଅମାନିଆ

ଭୁବନେଶ୍ୱର: ସାରା ବିଶ୍ୱକୁ ଥରହର କରିଥିଲା କରୋନା ମହାମାରୀ । ଆମ ମଧ୍ୟରୁ ଅନେକ କେହି ଆପଣାର, କେହି ସାହିପଡିଶା ଓ ସାଙ୍ଗସାଥୀଙ୍କୁ ହରାଇଛନ୍ତି । ସଂକ୍ରମଣଠାରୁ ବର୍ତ୍ତିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନେକ ପ୍ରକାର ନିୟମାବଳୀ ଜାରି କରିଛନ୍ତି । ତଥାପି ଅନେକ ଲୋକ ମାସ୍କ ପିନ୍ଧିବାକୁ…

୫ ବର୍ଷରୁ କମ୍ ପିଲାମାନେ କାହିଁକି ମାସ୍କ ପିନ୍ଧିବା ଉଚିତ ନୁହେଁ ?

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (DGHS) ନିର୍ଦ୍ଦେଶନାମା ଜାରି କରି କହିଛି ଯେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ କରନ୍ତି ନାହିଁ ଏବଂ ୬ ରୁ ୧୧ ବର୍ଷ ମଧ୍ୟରେ ପିଲାମାନେ ସେମାନଙ୍କ…