Latest Odisha News

BREAKING NEWS

Browsing Tag

Missing

ଘରକୁ ଫେରିଲେ କମେଡିଆନ ସୁନିଲ ପାଲ, ଅପହରଣ ଅଭିଯୋଗ କରିଥିଲେ ପତ୍ନୀ

ମୁମ୍ବାଇ: ଘରକୁ ଫେରିଲେ କମେଡିଆନ ସୁନିଲ ପାଲ। ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଯାହାପରେ ଅଭିନେତା କେଉଁଠାରେ ଅଛନ୍ତି ଏବଂ ତାଙ୍କ ସହିତ ପ୍ରକୃତରେ କ’ଣ ଘଟିଛି, ସେଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି…

୨୨ ଯାତ୍ରୀଙ୍କ ସହ ନିଖୋଜ ହେଲା ହେଲିକପ୍ଟର

ନୂଆଦିଲ୍ଲୀ: ରୁଷର MI-8T ହେଲିକପ୍ଟର ନିଖୋଜ ହୋଇଯାଇଛି। ଏହି ହେଲିକପ୍ଟରରେ ତିନି ଜଣ କ୍ରୁ ସଦସ୍ୟଙ୍କ ସମେତ ୨୨ ଜଣ ଯାତ୍ରୀ ଥିଲେ। ତେବେ ଏହି ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିବା ଚର୍ଚ୍ଚା ହେଉଛି। ଋଷର ବିମାନ ପରିବହନ ଏଜେନ୍ସି ଅନୁଯାୟୀ, ଏହି ହେଲିକପ୍ଟରଟି କାମଚାଟକା ଅଞ୍ଚଳର…

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ନିଖୋଜ ନେଇ ବଢ଼ୁଛି ସସପେନ୍ସ

ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ । ଗତ ୧୧ ତାରିଖରୁ କ୍ରିକେଟର ରାଜଶ୍ରୀ ନିଖୋଜ ଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । ହେଲେ ଏତଲାକୁ ୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ବଡ଼ ପଦକ୍ଷେପ ନେଇ ନଥିବା ଅଭିଯୋଗ । କିନ୍ତୁ ଏବେ ରାଜଶ୍ରୀଙ୍କ ନିଖୋଜ…

କୁଆଡ଼େ ଗଲେ ବଣେଇ ବ୍ଲକ ଉପାଧ୍ୟକ୍ଷ ? ୭ ଦିନ ହେଲା ମିଳୁନି ପତ୍ତା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଉପାଧ୍ୟକ୍ଷ ବିନତି ବେହେରାଙ୍କ ନିଖୋଜକୁ ୭ ଦିନ ବିତିଲାଣି । ସପ୍ତାହକ ପରେ ବି ବିନତିଙ୍କ କୌଣସି ଖୋଜ ଖବର ନାହିଁ । ବିନତିଙ୍କୁ ଅପହରଣ କରାଯାଇ ଥିବା ନେଇ ସ୍ୱାମୀ ପ୍ରସନ୍ନ ବେହେରା ଟିକାୟତପଲୀ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ,…

ବହି ଆଣିବାକୁ ଯାଇ ଆଉ ଫେରିଲେନି, ଦୁଇ ସ୍କୁଲ ଛାତ୍ର ନିଖୋଜ 

ପିପିଲି: ପିପିଲି ଥାନା କମଳାସାଗର ପାଟଣା ଗାଁର ଦୁଇ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି । ଏନେଇ ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଦୁଇ ଛାତ୍ର ହେଲେ ଗାଁର ପବିତ୍ର ଦାସଙ୍କ ପୁଅ ନିରଞ୍ଜନ ଓ ଅନ୍ୟ ଜଣେ କେଦାର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ।  ଗତକାଲି ସକାଳୁ ଘରୁ…

ହସ୍ପିଟାଲରୁ କୋଭିଡ୍ ରୋଗୀ ଗାୟବ, ଜୀବିତ ନା ମୃତ ?

ଅନୁଗୁଳ: ଲକ୍ଷଣ ଦେଖାଦେବାରୁ କୋଭିଡ୍ ଟେଷ୍ଟ କରାଇଥିଲେ । ପଜିଟିଭ ବାହାରିଥିଲା ଟେଷ୍ଟ ରିପୋର୍ଟ । ପରେ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଥିଲେ । ହେଲେ ଆରୋଗ୍ୟ ହେବା ପରେ ସେହି ରୋଗୀ ଜଣକ ଏବେ ନିଖୋଜ ଥିବା ଜଣାପଡିଛି । ଏ ନେଇ ପରିବାର ଲୋକେ ଚିନ୍ତାରେ ପଡିଥିବାବେଳେ…

ହସ୍ପିଟାଲରୁ କୋଭିଡ୍ ରୋଗୀ ଗାୟବ !

ଅନୁଗୁଳ: ଲକ୍ଷଣ ଦେଖାଦେବାରୁ କୋଭିଡ୍ ଟେଷ୍ଟ କରାଇଥିଲେ । ପଜିଟିଭ ବାହାରିଥିଲା ଟେଷ୍ଟ ରିପୋର୍ଟ । ପରେ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଥିଲେ । ହେଲେ ଆରୋଗ୍ୟ ହେବା ପରେ ସେହି ରୋଗୀ ଜଣକ ଏବେ ନିଖୋଜ ଥିବା ଜଣାପଡିଛି । ଏ ନେଇ ପରିବାର ଲୋକେ ଚିନ୍ତାରେ ପଡିଥିବାବେଳେ…

କରୋନା ବାହାନାରେ ହସ୍ପିଟାଲରୁ କଏଦୀ ଚମ୍ପଟ୍ !

ହାଇଦ୍ରାବାଦ: କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୨୯ଜଣ କଏଦୀ । ହେଲେ କରୋନାକୁ ଆଳ କରି ଚମ୍ପଟ ମାରିଲେ ୪ କଏଦୀ । କଏଦୀଙ୍କ ପାଇଁ ପୋଲିସ ନାକେଦମ ହୋଇଥିଲାବେଳେ ସିସିଟିଭ ଫୁଟେଜରୁ ମିଳିଲାନି କୌଣସି ସୁରାକ୍ । ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ୧୫ଦିନ ପୂର୍ବରୁ…

ଜୁଲାଇ ୧ରୁ ନିଖୋଜ ଅଛନ୍ତି ଏହି ମହିଳା ପୋଲିସ ଅଧିକାରୀ !

ବାଲେଶ୍ୱର: ବାଲେଶ୍ୱର ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର (ଆଇଆଇସି) ସରୋଜିନୀ ନାୟକ ଜୁଲାଇ ୧ରୁ ନିଖୋଜ ଅଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ମହିଳା ଆଇଆଇସିି ଜଣକ ନିଖୋଜ ହେବାଦିନ ସନ୍ଧ୍ୟା ୭ଟା ବେଳେ ତାଙ୍କୁ ଶେଷଥର ଲାଗି ଦେଖିବାକୁ ମିଳିଥିଲା । ମାତ୍ର ସେହିଦିନ ବାଲେଶ୍ୱର…

କୋରାପୁଟ ଗସ୍ତରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ

ଜୟପୁର: କୋରାପୁଟ ଜିଲ୍ଲା ହରଡାଗୁଡା ଗସ୍ତରେ ଯାଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ୍ ଭେଙ୍କଟ ରାଓ ନିଖୋଜ ହେବା ଘଟଣାରେ ପୋଲିସ ପକ୍ଷରୁ ଛାନଭିନ୍ନ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ବୋରିଗୁମ୍ମା ବ୍ଲକର ଆରଡବ୍ଲ୍ୟୁଏସଏସ୍ ଅଧିକାରୀଙ୍କ ଏକ ୫ ଜଣିଆ ଟିମ୍ ଗୋଟିଏ ନଳକୂପ…