Latest Odisha News
Browsing Tag

Mother

ଚୁଲି ନିଆଁରେ ପୋଡିଗଲା ୭ ଦିନର ଶିଶୁ କନ୍ଯା

ଉନ୍ନାଓ: କାୟାମପୁର ନିବରୱାରା ଗାଁରେ ଏକ ୭ ଦିନର ଶିଶୁ କନ୍ଯା ଚୁଲିରେ ପଡିଯିବା ଫଳରେ ଗୁରୁତର ଭାବେ ଜଳି ଯାଇଛି। ଏପଟେ ଶିଶୁର ବାପା ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କାୟାମପୁର ନିବରୱାରା ଗାଁର ବାସିନ୍ଦା ସୋନୁ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ତାଙ୍କର…

ମା’କୁ ମାରିବା ପରେ ଇନଷ୍ଟାଗ୍ରାମରେ ଲେଖିଲେ; ମୋତେ କ୍ଷମା କରିଦେବ… 

ଅହମ୍ମଦାବାଦ: ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ମାଆକୁ ହତ୍ୟା କଲେ। ତା’ପରେ ତାଙ୍କ ମୃତ ଶରୀର ସହିତ ସେଲଫି ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଗୁଜୁରାଟରେ ଘଟିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମୃତ ମହିଳାଙ୍କ ନାମ…

୯ ଦିନର ଶିଶୁକୁ ହତ୍ଯା କଲା ମା’; କାନ୍ଦିକାନ୍ଦି ଥାନାରେ ପହଞ୍ଚିଲେ ବାପା

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକାରେ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ମହିଳା ନିଜର ନଅ ଦିନର ଶିଶୁ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ମହିଳା ପୁତ୍ର ସନ୍ତାନ ଚାହୁଁଥିବା ବେଳେ ତାଙ୍କର କନ୍ଯା ସନ୍ତାନ ଜନ୍ମ ହୋଇଥିଲା। ଯେଉଁଥିପାଇଁ ସେ…

ପରକୀୟା ପ୍ରୀତି; ପୁଅର ତଣ୍ଟିଚିପି ହତ୍ୟା କଲା ମା’

ଦେଓଗଡ଼: ଦେଓଗଡ଼ରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ପରକୀୟା ପ୍ରତିରେ ବାଧକ ସାଜିବାରୁ ଜନ୍ମଦାତ୍ରୀ ମା' ହିଁ ନିଜ ହାତରେ ପୁଅର ତଣ୍ଟିଚିପି ହତ୍ୟା କରିଛି। ଏହି ଘଟଣାର‌େ ‌ପୋଲିସ ମା’କୁ ଗିରଫ କରିଛି। ମୃତ ବାଳକ ହେଉଛି ରାଜାମୁଣ୍ଡା ଛକ ସାହିର ୧୪ ବର୍ଷୀୟ ନିକୁ ସୁନେନ୍। ପୁଅକୁ ହତ୍ୟ‌ା…

୨୪ରୁ ଅଧିକ ବର୍ଷ ଧରି ଗୋଟିଏ ଥାଳିରେ ଖାଉଥିଲେ ମା’, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଛୋଟ ବେଳେ ଜିତିଥିବା ପୁରସ୍କାର, ବଡ଼ ହେଲେ ପ୍ରେରଣା ଦିଏ । ହେଲେ ଅନେକ ସେ ସବୁକୁ ଭୁଲି ଯାଉଥିବା ବେଳେ ମାଆ ଯତ୍ନର ସହ ସାଇତି ରଖିଥାନ୍ତି । କାରଣ ବାପା-ମାଆଙ୍କ ପାଇଁ ସେମାନଙ୍କର ପିଲାମାନଙ୍କର ଛୋଟ ଛୋଟ ସଫଳତା ବି ବହୁତ ମୂଲ୍ୟବାନ । ଟ୍ୱିଟରରେ ଜଣେ ବ୍ୟକ୍ତି ନିଜ ମା’ଙ୍କୁ ନେଇ ଏକ…

ପିଶାଚ ସାଜିଲା ପୁଅ, ପରିବାରର ୪ ସଦସ୍ୟଙ୍କୁ ଛୁରି ଭୁଶି କଲା ହତ୍ୟା

ନୂଆଦିଲ୍ଲୀ : ରକ୍ତମୁଖା ହେଲା ପୁଅ । ଭୁଲିଗଲା ରକ୍ତ ସମ୍ପର୍କ । ଛାଡ଼ିଲାନି ନିଜ ବାପା, ମା, ଜେଜେମା, ଏବଂ ନିଜ ଭଉଣୀକୁ ସମସ୍ତଙ୍କୁ ଛୁରୀ ଭୁଶି ହତ୍ୟା କଲା । ଏଭଳି ଅମାନବୀୟ କାଣ୍ଡ ଘଟିଛି ଦିଲ୍ଲୀର ସାଉଥ ଓ୍ବେଷ୍ଟ ଜିଲ୍ଲା ପାଲମ ଅଞ୍ଚଳର । ବଇରି ସାଜିଲା ଜନ୍ମକଲା ପୁଅ । ନିଜ ପରବାରର…

ମୋ ମା’ ଯେତିକି ସରଳ ସେତିକି ଅସାଧାରଣ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍‌ ଲେଖିଛନ୍ତି । ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ ସ୍ମୃତିଚାରଣ କରିଛନ୍ତି ।…

୧୦୦ତମ ଜନ୍ମଦିନରେ ମା’ଙ୍କୁ ପୂଜାକଲେ  ମୋଦୀ 

ଅହମଦାବାଦ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆଜିଠାରୁ ବଡ ଦିନ ଆଉ କେବେ ହୋଇନପାରେ । କାରଣ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଆଜି ୧୦୦ତମ ଜନ୍ମଦିନ । ଏହି ଅବସରରେ  ଗାନ୍ଧୀନଗର ଘରେ  ନିଜ ମା’ଙ୍କୁ ଭେଟିଛନ୍ତି ମୋଦି । ମାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତାଙ୍କ ପାଦ ଧୂଆ ପାଣିକୁ ଆଖିରେ…

ପଡ଼ୋଶୀ ଘରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ମାଆପୁଅ ମୃତ

ଯାଜପୁର: ଯାଜପୁର ବାଲିଚନ୍ଦ୍ରପୁର ଥାନା ନଳିପୁର ଗାଁରେ ଅଭାବନୀୟ ଘଟଣା । ପଡ଼ୋଶୀଙ୍କୁ ସାହାଯ୍ୟ କରିବାକୁ ଯାଇ ପ୍ରାଣ ହାରିଲେ ମାଆପୁଅ । ପଡ଼ୋଶୀଙ୍କ ଘରେ ଲାଗିଥିବା ନିଆଁକୁ ଲିଭାଇବା ଉଦ୍ୟମ ବେଳେ ବିଦ୍ୟୁତ୍ ଆଘାତରେ ମାଆପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ…

ମୋବାଇଲ ଫୋନ୍ ପାଇଁ ମାଆକୁ ମାରିଲା…

ମିରଟ: ସାମ୍ନାକୁ ଆସିଛି ଏକ ଚକିତକର ଘଟଣା । ମୋବାଇଲ ଫୋନ୍ ଆଗରେ ଫିକା ପଡିଲା ମାଆ ପୁଅର ପବିତ୍ର ତଥା ବିଶ୍ୱସନୀୟ ସଂପର୍କ । ଅକାଳରେ ଚାଲିଗଲା ଜଣେ ମାଆର ଜୀବନ । ହତ୍ୟାକାରୀର ଆଖ୍ୟା ପାଇଲା ଜଣେ ହତଭାଗା ପୁଅ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶ ମିରଟର ମୋହଲ୍ଲା…