Latest Odisha News

BREAKING NEWS

Browsing Tag

Mumbai Indians

ଆଇପିଏଲ୍ ମହାସମର: ମୁମ୍ୱାଇକୁ ହରାଇଲା ଚେନ୍ନାଇ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ୱିତୀୟ ପର୍ୟ୍ୟାୟ ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍ । ୨୦ ରନରେ ବିଜୟୀ ହୋଇଛି ଟିମ୍ ଧୋନି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୫୬ ରନ୍ କରିଥିଲା । ୧୫୭ ରନ୍ ବିଜୟ…

ଆଜିଠୁ ୟୁଏଇରେ IPL: ମୁହାଁମୁହିଁ ହେବେ ଧୋନି-ରୋହିତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିଟେକର ମହାସମର ଆଇପିଏଲର ଦ୍ୱିତୀୟ ରାଉଣ୍ଡ । କରୋନା ସଂକ୍ରମଣ ପାଇଁ ସ୍ଥଗିତ ଥିବା ମ୍ୟାଚ୍ ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନି ଓ ରୋହିତ ଶର୍ମା । ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ…

ଦିଲ୍ଲୀ ବିପକ୍ଷ ମ୍ୟାଚ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଜରିମାନା

ଚେନ୍ନାଇ: ଆଇପିଏଲର ୧୩ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ହରାଇଛି । ଏହି ରୋମାଞ୍ଚକର ବିଜୟ ସହ ଦିଲ୍ଲୀ ଗତ ଚାମ୍ପିୟନ୍ ଟିମ୍ ବିପକ୍ଷରେ ଲଗାତାର ପାଞ୍ଚଥର ହାରିବା ପରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଦିଲ୍ଲୀକୁ ୧୩୮ ରନର ବିଜୟ…

ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ପାଇଁ ଏହି ଖେଳାଳିଙ୍କୁ ଶ୍ରେୟ ଦେଲେ ରୋହିତ

ଚେନ୍ନାଇ: ଆଇପିଏଲର ପଞ୍ଚମ ମ୍ୟାଚରେ ଜିତୁ ଜିତୁ ହାରି ଯାଇଛି କୋଲକାତା ନାଇଟ୍ ରାଇଡର୍ସ । କୋଲକାତା ଠାରୁ ୧୦ ରନରେ ମ୍ୟାଚକୁ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ୧୦ ରନରେ କେକେଆରକୁ ହରାଇବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା କହିଛନ୍ତି ବିଜୟ ରୋମାଞ୍ଚକର । ପ୍ରଥମେ…

ଆଜିଠୁ ଆଇପିଏଲ୍ ମହାସମର, ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବେଙ୍ଗଳୁରୁ ମୁକାବିଲା

ଚେନ୍ନାଇ: ଫଟାଫଟ୍ କ୍ରିକେଟ୍ ଆଇପିଏଲର ୧୪ ତମ ସଂସ୍କରଣ ଆଜିଠୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମଧ୍ୟରେ ମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍ ମହାସମର । ମହାମାରୀ କରୋନା ବ୍ୟାପୁଥିବାରୁ…

IPL ଟାଇଟଲ ଲଢ଼େଇ: ମୁମ୍ୱାଇ ବନାମ ଦିଲ୍ଲୀ ଟକ୍କର

ଦୁବାଇ: କିଏ ଜିତିବ ଆଇପିଏଲ୍ ୧୩ତମ ସଂସ୍କରଣର ଟାଇଟଲ୍ ? ମୁମ୍ୱାଇ ଇଣ୍ଡିଆନ୍ସ ନା ଦିଲ୍ଲୀ କ୍ୟାପିଟାଲ୍ସ ? ଆଜି ଟାଇଟଲ ପାଇଁ ଲଢ଼େଉ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଫାଇନାଲ ମୁକାବିଲା ହେବ । ପଞ୍ଚମ ଥର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଛି ମୁମ୍ୱାଇ ଇଣ୍ଡିଆନ୍ସ । ସେପଟେ ପ୍ରଥମ ଥର…

IPL ପ୍ଲେ ଅଫରେ ମୁମ୍ୱାଇ ଇଣ୍ଡିଆନ୍ସ

ଦୁବାଇ: ପ୍ରଥମ ଟିମ୍ ଭାବରେ ଚଳିତ ଆଇପିଏଲ୍ ପ୍ଲେ ଅଫରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପରକିଙ୍ଗସ ୬ ଓ୍ୱିକେଟରେ ପରାସ୍ତ କରିବା ପରେ ମୁମ୍ୱାଇ ପ୍ଲେ ଅଫକୁ ଉନ୍ନୀତ ହୋଇଛି । ଚଳିତବର୍ଷ ଆଇପିଏଲର ୪୯ତମ ମ୍ୟାଚ ଖେଳିବା ପରେ ପ୍ରଥମ ପ୍ଲେ ଅଫ୍…

ଆଇପିଏଲ ମହାସମର : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ : ଆଜି ଆଇପିଏଲ ଦଶମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ତେବେ ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ଦଳ ଏ ଯାଏଁ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ…