Latest Odisha News

BREAKING NEWS

Browsing Tag

Narcotics Control Bureau

ବୁଧବାର ନଷ୍ଟ ହେବ ୪୨ ହଜାର କିଲୋ ନିଶା ଦ୍ରବ୍ୟ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୨ ହଜାର କିଲୋ ନିଶା ଦ୍ରବ୍ୟ ବୁଧବାର ନଷ୍ଟ କରାଯିବ । ବିଗତ ମାସରେ ଜବତ ହୋଇଥିବା ନିଶା ଦ୍ରବ୍ୟ ନଷ୍ଟ କରାଯିବ । ଦେଶ ୧୪ଟି ସ୍ଥାନରେ ଏହି ଦ୍ରବ୍ୟ ସରକାରୀ ପ୍ରକ୍ରିୟା ଅନୁସାରେ ଜବତ ନିଶା ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯିବ ବୋଲି ଅର୍ଥ…

ଜାହାଜରେ ଡ୍ରଗ୍ସ ପାର୍ଟି: ଶାହାରୁଖଙ୍କ ପୁଅ ଆର୍ୟନକୁ ଏନସିବିର ପଚରାଉଚରା

ମୁମ୍ବାଇ: ଜାହାଜରେ ଡ୍ରଗ୍ସ ପାର୍ଟି । ଅଚାନକ ଚଢ଼ାଉ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଟିମ୍ । ମୁମ୍ବାଇରେ ଏକ ଜାହାଜରେ ଏହି ଡ୍ରଗ୍ମ ପାର୍ଟି ଚାଲିଥିଲା । ଏହି ଘଟଣାରେ ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ନାଁ ସାମନାକୁ ଆସିଛି । ତାଙ୍କୁ ପଚରାଉଚରା କରୁଛି…

ଡ୍ରଗ୍ସ କେସ୍: କମେଡିଆନ୍ ଭାରତୀୟ ସିଂଙ୍କ ପରେ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ

ମୁମ୍ୱାଇ: କମେଡି କୁଇନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ । ତାଙ୍କୁ ଆଜି ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ପାଖାପାଖି ୧୫ ଘଣ୍ଟା ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଗତକାଲି ଭାରତୀ ସିଂଙ୍କୁ ଗିରଫ କରିଥିଲା ଏନସିବି । ଗଞ୍ଜେଇ ସେବନ କରୁଥିବା ଭାରତୀ ଓ…

ଡ୍ରଗ୍ସ ଲିଙ୍କରେ ଆଜି ଏନସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ୱାଇ: ବଲିଉଡର ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଆଜି ହାଜର ହେବେ ଅଭିନେତା ଅର୍ଜୁନ ରାମପାଲ । ତାଙ୍କୁ ଏନେଇପୂର୍ବରୁ ନୋଟିସ୍ ହୋଇଥିଲା । ଆଜି ସକାଳ 10ଟାରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଗତ ୯ ତାରିଖରେ ତାଙ୍କ ଘରେ ଚଢ଼ାଉ କରିଥିଲା…

ବଲିଉଡର ଡ୍ରଗ୍ସ ଲିଙ୍କ: NCB ସ୍କାନରରେ ଚାରି ଜଣ ହିରୋ, କିଏ ସେମାନେ ?

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ । ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କ ଭଲି ଗ୍ଲାମର କୁଇନଙ୍କ ନାଁ ଚର୍ଚ୍ଚାକୁ ଆସିଛି । ବି-ଟାଉନ ସୁନ୍ଦରୀଙ୍କୁ ସମନ କରିଛି କାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ହିରୋଇନଙ୍କ…

ରିୟା ଚକ୍ରବର୍ତ୍ତୀଙ୍କୁ ମିଳିବ କି ଜାମିନ ? ଆଜି ଆସିବ ରାୟ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିବ କି ଜାମିନ ? ଆଜି ଆସିବା ରାୟ । ଗତକାଲି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସେସନ୍ସ କୋର୍ଟ । ଏହାସହ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ବେଲ୍ ଆବେଦନର…

ରିୟାଙ୍କ ବ୍ଲଡ୍ ସାମ୍ପୁଲ ନେବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଆଗଉଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଡୁଆ ଭିତରେ ଫଶି ଚାଲିଛନ୍ତି ରିୟା ଚକ୍ରବର୍ତ୍ତୀ । ଏବେ ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ଲିଙ୍କ ସୂରାକ ମିଳିବା ପରେ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ନାରକୋଟିକ୍ସ କଣ୍ଟ୍ରୋଲ…