Latest Odisha News

BREAKING NEWS

Browsing Tag

naveen pattnaik

ନୂଆଁଖାଇ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ଚିଠି

ଭୁବନେଶ୍ୱର: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । କରୋନା ମହାମାରୀ ସଂକଟ ଭିତରେ କଟକଣା ମାନି ନୂଆଖାଇ କିଭଳି ପାଳନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ…

କାଲି ଶପଥ ନେବେ ନୂଆ ସିଏଜି, ଗିରୀଶ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହୋଇଛନ୍ତି ଦେଶର ନୂଆ ସିଏଜି । ଆସନ୍ତାକାଲି ସେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ତାଙ୍କ ନିଯୁକ୍ତି ପ୍ରସ୍ତାବ ଉପରେ ମୋହର ମାରିଥିଲେ…

ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ: ନବୀନ

ଭୁବନେଶ୍ୱର: କୋଭିଡ୍ ସହ ଲଢୁଛି ସାରା ଓଡ଼ିଶା । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଭିତରେ ଯେଭଳି ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସାରେ କୌଣସି ଅବହେଳା ନହୁଏ । ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ପ୍ରତି ଚିକିତ୍ସାରେ ଅବହେଳା ଗ୍ରହଣୀୟ ନୁହେଁ । …

କେନ୍ଦ୍ରାପଡାକୁ ପାସେଞ୍ଜର ଟ୍ରେନ ସେବା ପାଇଁ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ହରିଦାସପୁର-ପାରାଦୀପ ବ୍ରଡଗେଜ୍ ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ଚିଠିରେ…

କରୋନା ଟିକା ଅଗ୍ରଗତି ସମ୍ପର୍କରେ ନବୀନ-ପୁନାୱାଲା ଆଲୋଚନା

ଭୁବନେଶ୍ୱର: ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ କୋଭିଡ ଟିକା ଅଗ୍ରଗତି ବିଷୟରେ ଦୁହେଁ ଆଲୋଚନା କରିଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟି ସହ ମିଳିତ ସହଭାଗିତାରେ କୋଭିଡ ଟିକା ବିକାଶିତ କରୁଛି ସେରମ…

ଜନ୍ମଦିନରେ କନ୍ଧମାଳକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର; ପ୍ରତିଷ୍ଠା ହେବ ମେଡିକାଲ କଲେଜ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ଅବିଭକ୍ତ ଜିଲ୍ଲା ମାନଙ୍କରେ ମେଡ଼ିକାଲ କଲେଜ ହସ୍ପିଟାଲ କରିବା ପାଇଁ ସରକାର ସ୍ଥିର କରିଥିବା ବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ମେଡ଼ିକାଲ କଲେଜ ହସ୍ପିଟାଲ କରାଯିବା ନେଇ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ହସ୍ପିଟାଲ…

କାଳିଆ ଯୋଜନା: ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ କାଳିଆ ଯୋଜନା ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ଯାଏଁ କଳିଆ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ନାମ ଏହାର ଅଫିସିଆଲ ୱେବ ସାଇଟରେ ସାମିଲ କରାଯାଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା…

ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ଦଳର ଆଉ ଜଣେ ସଦସ୍ୟ ଅମର ପଟ୍ଟନାୟକଙ୍କୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ସାଧାରଣ ସମ୍ପାଦକ ଭାବେ…