Latest Odisha News
Browsing Tag

NCP

ଲୋକସଭାରେ ଲଢ଼ିବା ପାଇଁ ଏନଡିଏରେ ଲାଗିଲାଣି ଯୁଦ୍ଧ !

ଭୁବନେଶ୍ୱର: ମହାରାଷ୍ଟ୍ରର ଶାସକ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ଥିବାବେଳେ ସିନ୍ଦେ, ବିଜେପି, ଅଜିତ ସରକାରରେ ନିଜ ନିଜ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି।…

ରାଗିଛନ୍ତି ଅଜିତ ପାୱାର, ଭାଙ୍ଗିଦେବେ ସିନ୍ଦେ ସରକାର!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆଜିଯାଏ ମଧ୍ୟ ସ୍ଥିରତା ଆସିବା ଦେଖାଯାଉ ନାହିଁ। ସିନ୍ଦେ ଗୋଷ୍ଠୀ ଶିବସେନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ପ୍ରସଙ୍ଗ ହେଉ କିମ୍ବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କିମ୍ବା ଏନସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଅଡୁଆ। ଏମିତି ଅନେକ ପ୍ରସଙ୍ଗକୁ…

ମହାରାଷ୍ଟ୍ରରେ ଶରଦ ପାୱାରଙ୍କୁ ସଫା କରିଦେବେ ଅଜିତ!

ଭୁବନେଶ୍ୱର: ପୁଣିଥରେ ତେଜିଛି ମହାରାଷ୍ଟ୍ର ରାଜନୀତି। ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ଶୁଣାଣି ଚାଲିଥିବା ବେଳେ ଏବେ ଏନସିପିର ବିଦ୍ରୋହ ପୁଣିଥରେ ପଦାକୁ ଆସିଛି। ଅଜିତ ପାୱାରଙ୍କ ନେତୃତ୍ୱରେ ସିନ୍ଦେ ବିଜେପି ସରକାରରେ ସାମିଲ ହୋଇଥିବା ଏନସିପି ଗୋଷ୍ଠୀ ଶରଦ…

ଏନସିପି ‘ପାୱାର’ ପଲିଟିକ୍ସ, ଶରଦ ପାୱାରଙ୍କୁ ଭେଟିଲେ ଅଜିତଙ୍କ ସହ ବିଦ୍ରୋହୀ ନେତା

ମୁମ୍ବାଇ: ମହାରାଷ୍ଟ୍ର ଏନସିପିରେ ଫାଟ ପରେ ପ୍ରଥମଥର ପାଇଁ ଅଜିତ୍ ପାୱାର, ଶରଦ ପାୱାରଙ୍କୁ ଭେଟିଛନ୍ତି । ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ରବିବାର ଅଜିତ ପାୱାର, ଶରଦ ପାୱାରଙ୍କୁ ଭେଟିବା ସହ ଆଶୀର୍ବାଦ ମାଗିଛନ୍ତି । ଶରଦ ପାୱାରଙ୍କ ସହ ଆଲୋଚନା ପରେ ଦଳର ନେତା ପ୍ରଫୁଲ୍ଲ ପଟେଲ…

ମହାରାଷ୍ଟ୍ର ରାଜନୀତି, ହାତ ଛାଡ଼ିଦେବେ ସାଥୀ, ଏକା ହୋଇଯିବେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ କିଛି କିଛି ପରିବର୍ତ୍ତନ ହୋଇଚାଲିଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀମଣ୍ଡଳରେ ଅଜିତ ପାୱାର…

ମହାରାଷ୍ଟ୍ରରେ ବିଜେପିର ପ୍ରେସର ଗେମ, ସିନ୍ଦେ ନିଜେ ଛାଡି ପଳାଇବେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ହରଡ଼ଘଣାରେ ପଡିଛନ୍ତି ଏକନାଥ ସିନ୍ଦେ। ସିନ୍ଦେ ବିଜେପି ସରକାରରେ ଅଜିତ ପାୱାର ଗୋଷ୍ଠୀଙ୍କ ଏଣ୍ଟ୍ରି ପରେ ସିନ୍ଦେ ଗୋଷ୍ଠୀ ବିଧାୟକ ଓ ନେତାମାନଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସେଥିପାଇଁ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ପୁତୁରା ଭାଙ୍ଗିଲେ ଦଳ, ଏବେ ପାୱାର କରିବେ କଣ ?

ମୁମ୍ବାଇ: ଶିବସେନା ପରେ ଭାଙ୍ଗିଲା ଏନସିପି । ମହାରାଷ୍ଟ୍ରରେ ବଢ଼ୁଛି ବିଜେପି । ଛିଣ୍ଡୁଛି ବିରୋଧୀଙ୍କ ବଳ । ଶରଦ ପାୱାରଙ୍କ ଏନସିପିକୁ ଭାଙ୍ଗି ପୁତୁରା ଅଜିତ ପାୱାର ପ୍ରତିଶୋଧ ନେଇଛନ୍ତି । ୨୦୧୯ ପରେ ତୃତୀୟ ଥର ପାଇଁ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଜିତ୍ ପାୱାର…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର

ମୁମ୍ବାଇ: ଶରଦ ପାୱାରଙ୍କ ଏନସିପିକୁ ଝଟକା । ଏନଡିଏରେ ସାମିଲ୍ ହେଲେ ଅଜିତ୍ ପାୱାର । ହେଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଝଟକା ଦେଇ ୨୯ ଏନସିପି ବିଧାୟକଙ୍କ ସହ ଅଜିତ୍ ପାୱାର ଏନଡିଏରେ ମିଶିଛନ୍ତି । ଅଜିତ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୯ ଏନସିପି ବିଧାୟକ…

ଶରଦ ପାୱାରଙ୍କ ଷ୍ଟ୍ରାଇକରେ ଫସିଲେ ଅଜିତ୍ ପାୱାର!

ମୁମ୍ବାଇ: ପ୍ରଥମେ ମେ ୨ରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଶରଦ ପାୱାର । ଆଉ ଏବେ ଝିଅ ସୁପ୍ରିୟା ସୁଲେଙ୍କ ସହ ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ, ଶରଦ ପାୱାର ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଆଉ ଶରଦ ପାୱାରଙ୍କ ଏହି ଘୋଷଣା ପୁତୁରା ଅଜିତ୍…

ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କଲେ ଶରଦ ପାୱାର

ମୁମ୍ବାଇ: ଏନସିପି ଅଧ୍ୟକ୍ଷ ଶରଦ ପାୱାର ଶନିବାର ଦଳର ବରିଷ୍ଠ ନେତା ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରିଛନ୍ତି ଶରଦ ପାୱାର । ୧୯୯୯ ମସିହାରେ ପାୱାର ପି.ଏ ସାଙ୍ଗମାଙ୍କ ସହ…