Latest Odisha News
Browsing Tag

new book

‘କାର୍ ଫେଷ୍ଟିଭାଲ୍ ଅଫ୍ ଲର୍ଡ ଜଗନ୍ନାଥ’ର ନୂତନ ସଂସ୍କରଣ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ରାଜ ଭବନ ପରିସରରେ ସ୍ବର୍ଗତଃ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଲୋକପ୍ରିୟ ପୁସ୍ତକ 'କାର୍ ଫେଷ୍ଟିଭାଲ୍ ଅଫ୍ ଲର୍ଡ ଜଗନ୍ନାଥ'ର ନୂତନ ସଂସ୍କରଣ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକଟି…

ପ୍ରଫେସର ନିଶାମଣି ମିଶ୍ରଙ୍କ ୮୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ପାରିବାରିକ ପତ୍ରିକା ସୁଧନ୍ୟା ଆନୁକୂଲ୍ୟରେ ପ୍ରାବନ୍ଧିକ ପ୍ରଫେସର ନିଶାମଣି ମିଶ୍ରଙ୍କ ୮୮ତମ ଜୟନ୍ତୀ ଏବଂ ପ୍ରଥମ ସ୍ମାରକୀ ବକୃତା ପ୍ରଦାନ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଇଂରାଜୀରେ ଅନୂଦିତ ପୁସ୍ତକ 'ଇନସାଇଟ…

‘ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ରଚିତ ଇଂରାଜୀ ପୁସ୍ତକ 'ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ' ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁଙ୍କ ଦ୍ୱାରା ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ପୁସ୍ତକଟିର ଉନ୍ମୋଚନ ସମୟରେ ଉପରାଷ୍ଟ୍ରପତି ତାଙ୍କ…

ଆମ ଗପଘରର ଗପ କର୍ମଶାଳା ଆୟୋଜିତ

ଅନୁଗୁଳ : ସାରସ୍ୱତ ଅନୁଷ୍ଠାନ ଆମ ଗପଘର ପକ୍ଷରୁ ଗପ କର୍ମଶାଳା 'ଗପରେ ଗପରେ' ସ୍ଥାନୀୟ ବାଜି ରାଉତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିଷ୍ଠିତ କଥାକାରମାନଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ କବି ଓ ଲେଖକ ଯୋଗ ଦେଇଥିଲେ। ଗପଘରର ସଭାପତି…

‘ବଳଦଗାଡ଼ିରୁ ବୋଇଂ ବିମାନ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରଫେସର ବିଭୁତି ଭୂଷଣ ମହାନ୍ତିଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଆତ୍ମଜୀବନୀ 'ବଳଦଗାଡ଼ିରୁ ବୋଇଂ ବିମାନ' ପୁସ୍ତକ ସ୍ଥାନୀୟ ଜୟ ଭାରତ ଭବନ ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଯତୀନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଫେସର ରାଜ କିଶୋର ମିଶ୍ର,…

‘ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ତରୁଣ ଲେଖକ ଭୁବନ ପାତ୍ରଙ୍କ 'ଦ ସିକ୍ରେଟ ଅଫ ପଦ୍ମକ୍ଷେତ୍ର' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ସମାରୋହରେ ବିଶିଷ୍ଟ କବି ହରପ୍ରସାଦ ଦାସ , କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଓ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଉପସ୍ଥିତ ଥିଲେ । ଏହି ପୁସ୍ତକରେ ବିଶୁ…

ଆରତୀ କରଙ୍କ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ଦ୍ୱାରା ପ୍ରକାଶିତ , ଡ. ଆରତୀ କରଙ୍କ ରଚିତ ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ରାଜ ଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ପାଇଁ ରାଜ୍ୟପାଳ ଲେଖିକା ତଥା ନ୍ୟାସୀ ମଣ୍ଡଳର…

ନିରଞ୍ଜନ ଶତପଥୀଙ୍କ ରଚିତ ‘ଜିଜ୍ଞାସା’ ଉନ୍ମୋଚିତ

ଭୁବନେଶ୍ୱର : ନିରଞ୍ଜନ ଶତପଥୀଙ୍କ ରଚିତ 'ଜିଜ୍ଞାସା' ପୁସ୍ତକ ରାଜ୍ୟପାଲ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ମଣିଷର ଆଦିମ କର୍ତ୍ତବ୍ୟ ହେଉଛି ଜିଜ୍ଞାସା ବୋଲି ରାଜ୍ୟପାଳ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରବୋଧ କୁମାର ମିଶ୍ର ସ୍ୱାଗତ ଭାଷଣ…

ଲେଖକ ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ‘ରାମାୟଣର ପ୍ରତି ନାୟକ ରାବଣ’ ଉନ୍ମୋଚିତ

ଭୁବନେଶ୍ୱର : କେନ୍ଦ୍ର ଏବଂ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡ. ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ପୁସ୍ତକ 'ରାମାୟଣର ପ୍ରତିନାୟକ ରାବଣ' ଉନ୍ମୋଚିତ ହୋଇଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କୁଳପତି ଡକ୍ଟର ସବିତା…

ନିରଞ୍ଜନ ସାହୁଙ୍କ ପୁସ୍ତକ କଥା ଅନେଶ୍ୱତ ଲୋକାର୍ପିତ

ଭୁବନେଶ୍ୱର : କଥାକାର ନିରଞ୍ଜନ ସାହୁଙ୍କ ପୁସ୍ତକ କଥା ଅନେଶ୍ୱତ ସ୍ଥାନୀୟ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ କଥାକାର ଦାଶ ବେନେହୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ପୁସ୍ତକର…